Odia News Portal

ଆସନ୍ତୁ ଜାଣିବା ବିନା ଇଣ୍ଟରନେଟ୍‌ରେ ମଧ୍ୟ ଚଳାଇ ପାରିବେ ୟୁଟ୍ୟୁବ୍ ଭିଡ଼ିଓ

ନୂଆଦିଲ୍ଲୀ  : ସାରା ବିଶ୍ୱରେ ଲୋକେ ଭିଡ଼ିଓ  ଦେଖିବା ପାଇଁ ସବୁଠୁ ଅଧିକ ବ୍ୟବହାର ଗୁଗଲର ୟୁଟ୍ୟୁବ୍‌ ଆପ୍‌ କୁ କରିଥାନ୍ତି । ଭିଡ଼ିଓ ମାନେ ବୁଝା ପଡ଼ିଯାଏ ୟୁଟ୍ୟୁବ୍‌ ଭିଡ଼ିଓ । ଭାରତୀୟ ଗ୍ରାହକଙ୍କୁ ଟେଲିକମ୍‌ ସଂସ୍ଥାମାନେ ଅସୀମିତ ଡାଟା ଅଫର ଦେଉଛନ୍ତି । କିନ୍ତୁ ଗତ କିଛିଦିନ ଠାରୁ…

ସମସ୍ତ ବିଧାୟକଙ୍କୁ ସଚେତନ କଲେ ବାଚସ୍ପତି

ଭୁବନେଶ୍ୱର : ବିଧାୟକଙ୍କୁ କରୋନା ନେଇ ସଚେତନ କଲେ ବାଚସ୍ପତି । ନିଜେ ସଚେତନ ରହିବା ସହ ନିର୍ବାଚନ ମଣ୍ଡଳୀରେ ଲୋକଙ୍କୁ ସଚେତନ କରିବାକୁ ପରାମର୍ଶ ଦିଆଯାଇଛି । ଏନେଇ ବିଧାନସଭା ପରିସରରରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ, କଂଗ୍ରେସ ବିଧାୟକ ଦଳ ନେତା, ବିଜେପି…

ଝିଅ ନ୍ୟାସାର ଫଟୋଶୁଟ ଫଟୋ ଶେୟାର କଲେ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ କାଜୋଲ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ରହିଥାଆନ୍ତି। ନିକଟରେ ସେ ନିଜ ଝିଅ ନ୍ୟାସାର ଫଟୋ ଶେୟାର କରିଥିଲେ, ଯାହାକୁ ଫ୍ୟାନ୍‌ମାନେ ବହୁତ ପସନ୍ଦ କରିଥିଲେ। କୁହାଯାଉଛି, ନ୍ୟାସା ଲାଟେଷ୍ଟ ଫଟୋଶୁଟ କରାଇଛନ୍ତି, ଯାହାକୁ ନେଇ କାଜୋଲ ବହୁତ ଖୁସି ଅଛନ୍ତି। ଏହି ଦୁଇଟି ନୂଆ…

ଗଜପତିରେ ଆରମ୍ଭ ହେଲା ମହିଳାଙ୍କ ପାଇଁ ପିଙ୍କ୍‌ ଅଟୋ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ଆରମ୍ଭ ହେଲା ମହିଳାଙ୍କ ପାଇଁ ପିଙ୍କ୍‌ ଅଟୋ ସେବା । ସି ଟିମ, ଉଡାନ, ଅକ୍ଷୟ ଦାନ ପାତ୍ର, ଏରୋବିକ୍‌ ଫିଟନେସ, କିନ୍ନରଙ୍କ ପାଇଁ ସୁରଭି ଓମଫେଡ ପାର୍ଲର ପରେ ଏବେ ପିଙ୍କ ଅଟୋ ସେବାର ଶୁଭାରମ୍ଭ କରିଛନ୍ତି ଗଜପତି ଏସପି ସାରା ଶର୍ମା । ପାରଳାଖେମୁଣ୍ଡି…

ଗଞ୍ଜେଇ ଚୋରା ବ୍ୟବସାୟଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ଯାଜପୁର ଟାଉନ : ଗଞ୍ଜେଇ ଚୋରା ବ୍ୟବସାୟ କରୁଥିବା ଦୁଇ ବ୍ୟବସାୟୀଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁର ଜିଲା ଦୌରାଜଜ । ଗତ ୨୦୧୭ ମସିହା ଡିସେମ୍ବର ୬ ତାରିଖରେ ଯାଜପୁର କୁଆଖିଆ ଥାନା କଲଣ ଗାଁରେ ଧର୍ମଶାଳା ଅବକାରୀ ବିଭାଗ ଚଢ଼ାଉ କରି ଟିମସେନ ସାହୁ ଏବଂ ସୁରେନ୍ଦ୍ର…

ସ୍କିନ୍‌ କଲର୍‌ର ଚିପା ବଡି ସୁଟ୍‌ ପିନ୍ଧି ଟ୍ରୋଲ ହେଲେ ଏହି ଅଭିନେତ୍ରୀ, ସୋସିଆଲ ମିଡିଆରେ ବର୍ଷିଲା କମେଣ୍ଟ

ଆକ୍ଟ୍ରେସ୍‌ ମଲାଇକା ଅରୋରା ନିଜ ଜିମ୍‌ ଆଉଟିଂ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ନିକଟରେ ତାଙ୍କୁ ଜିମ୍‌ ବାହାରେ ଦେଖିବାକୁ ମିଳିଥିଲା। ସେ ସ୍କିନ୍‌ କଲର୍‌ର ଏକ ବଡି ସୁଟ୍‌ ପିନ୍ଧିଥିଲେ, ଯାହାକି Reebok X David Beckham Seriesର ଥିଲା। ଏହି ବଡି ସୁଟ୍‌ରେ ମଲାଇକାଙ୍କ ଫଟୋ ଏବଂ…

ଏହି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଉପରୁ ହଟିଲା ନଜରବନ୍ଦୀ

ଜମ୍ମୁ କଶ୍ମୀର: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ଉପରୁ ନଜରବନ୍ଦୀ ହଟିଲା । ଅଗଷ୍ଟ ୫ରୁ ସେ ୭ ମାସ ଧରି ନଜରବନ୍ଦୀ ଥିଲେ । ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜମ୍ମୁ କଶ୍ମୀରର ଧାରା ୩୭୦ ଉଚ୍ଛେଦ ସମୟରେ ତାଙ୍କୁ ନଜରବନ୍ଦୀ…

ବୋଲ୍ଡ ଅନ୍ଦାଜକୁ ନେଇ ଚର୍ଚ୍ଚିତ ! ‘ଭର୍ଜିନ ଭାନୁପ୍ରିୟା’ ଭୂମିକାରେ ଆସିବେ ନଜର

ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ସବୁବେଳେ ନିଜର ବୋଲ୍ଡ ଅନ୍ଦାଜକୁ ନେଇ ଚର୍ଚ୍ଚିତ। ଫିଲ୍ମରେ ନିଜର ଅଭିନୟ ଛଡା ହଟ୍‌ ଡ୍ୟାନ୍ସ ପାଇଁ ମଧ୍ୟ ଜଣାଶୁଣା। ଏବେ ଉର୍ବଶୀଙ୍କ ଅଭିନୀତ ବହୁ ଚର୍ଚ୍ଚିତ ଫିଲ୍ମ ‘ଭର୍ଜିନ ଭାନୁପ୍ରିୟା’ ରିଲିଜ୍‌ ଅପେକ୍ଷାରେ ରହିଛି। ଫିଲ୍ମର କାହାଣୀ ଏପରି ଜଣେ ଝିଅର…

କରୋନା ଯୋଗୁଁ ସବୁଆଡ଼େ ଛାନିଆ : ବାତିଲ ହେଲା ଦିନିକିଆ ସିରିଜ୍‌

ମୁମ୍ବାଇ : ପ୍ରଥମେ କୁହାଗଲା ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍‌ର ବାକିଥିବା ଦୁଇଟି ମ୍ୟାଚ୍‌ ବିନା ଦର୍ଶକରେ ଖେଳାଯିବ ବୋଲି ଘୋଷଣା ହେଲା । ହେଲେ ପରେ ବିସିସିଆଇ ନିଷ୍ପତ୍ତି ନେଇଛି ପୂରା ସିରିଜ୍‌କୁ ବାତିଲ କରିବା ପାଇଁ । କିଛି ସମୟ ପୂର୍ବରୁ ଏହି ନିଷ୍ପତ୍ତି ନିଆଯାଇଛି । ସତରେ…

କରୋନା ପାଇଁ ଏହି ସମସ୍ତ ଦେଶକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବିମାନ ସେବା ବନ୍ଦ

ସରକାରୀ ବିମାନଚାଳନା କମ୍ପାନୀ ଏୟାର ଇଣ୍ଡିଆ କରୋନା ଯୋଗୁ କେତେକ ଦେଶକୁ ବିମାନ ସେବା ବନ୍ଦ କରିଛି। ଏହି ଦେଶ ମଧ୍ୟରେ ଇଟାଲୀ, ଫ୍ୟାନ୍ସ, ଜର୍ମାନୀ, ସ୍ପେନ୍‌, ଦକ୍ଷିଣ କୋରିଆ ଓ ଶ୍ରୀଲଙ୍କା ରହିଛି। ଏହି ସମସ୍ତ ଦେଶକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବିମାନଯାତ୍ରା ରଦ୍ଦ କରିବାକୁ ନିଷ୍ପତ୍ତି…