Odia News Portal

ଢେଙ୍କାନାଳରେ ୧୪୪ ଧାରା ଜାରି

କାମାକ୍ଷାନଗର() ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବିରିବୁଲେଇ ଜନତା ସରକାରୀ ହାଇସ୍କୁଲରେ ୧୪୪ ଧାରା ଜାରି । କପି ରୋକିବାକୁ ୧୪୪ ଧାରା ଜାରି କରାଯାଇଛି । ଏଠାରେ ପରୀକ୍ଷାର୍ଥୀଙ୍କୁ ଖୁଲମଖୁଲା କପି ଦିଆଯାଉଥିବା ଜଣାପଡ଼ିବା ପରେ ଏପରି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ପ୍ରଶାସନ। ପୁଲିସ୍ ଓ…

ଦୁଇ ଦିନ ଧରି ଘଡଘଡି ସହ ବର୍ଷା ସମ୍ଭାବନା, ବଜ୍ରପାତ ନେଇ ପାଣିପାଗ ବିଭାଗ ପକ୍ଷରୁ ୱେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ଆଜିଠୁ ରାଜ୍ୟରେ ଦୁଇ ଦିନ ଧରି ବର୍ଷା ହେବ। ୨୫ ଓ ୨୬ରେ ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବଜ୍ରପାତ ନେଇ ପାଣିପାଗ ବିଭାଗ ପକ୍ଷରୁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା…

ନିଆଳି ତହସିଲ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ନିଆଳି: ନିଆଳି ତହସିଲ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ। କାର୍ଯ୍ୟାଳୟର କମ୍ପ୍ୟୁଟର ସେକ୍ସନରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ କମ୍ପ୍ୟୁଟର ଓ ଅନ୍ୟାନ୍ୟ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି। ସଟ୍‌ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି।…

ଲକ୍ଷ୍ୟଠାରୁ ଦୂରେଇ ବାଟବଣା ହୋଇଛନ୍ତି ସଂଘ ନେତା : ସଚିବାଳୟ ସେବା ସଂଘ ସଭ୍ୟଙ୍କ ଅଭିଯୋଗ

ଭୁବନେଶ୍ୱର : ଗତ ପାଞ୍ଚବର୍ଷର କାର୍ଯ୍ୟକଳାପକୁ ବିଚାର କରି ସଚିବାଳୟ ସେବା ସଂଘ ତା’ର ନେତାଙ୍କ ପାଇଁ ମୂଳ ଲକ୍ଷ୍ୟଠାରୁ ଓହରିଯାଇ ଇତିମଧ୍ୟରେ ବାଟବଣା ହୋଇଯାଇଛି ବୋଲି ନୂତନ ସଭ୍ୟଙ୍କ ସାଙ୍ଗକୁ କେତେକ ପୁରୁଣା ସଭ୍ୟ ଅଭିଯୋଗ ଆଣିଛନ୍ତି । ନେତାଙ୍କ ବେପାରୀ ବୁଦ୍ଧି ଓ ଅପରିଣାମଦର୍ଶିତା ପାଇଁ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ କର୍ମକ୍ଷେତ୍ରରେ ପ୍ରତିବନ୍ଧକକୁ ଦୃଢତାର ସହ ସମ୍ମୁଖୀନ ହୋଇ କାମ କରି ସଫଳତା ହାସଲ କରିବେ। ସୀମା ନିର୍ଦ୍ଧାରଣକୁ କେନ୍ଦ୍ରକରି ବିବାଦ ହେତୁ ନିର୍ମାଣାଧୀନ କାମ ଗୁଡିକ ବାଧାପ୍ରାପ୍ତ ହୋଇପାରେ। ବ୍ୟବସାୟରେ ଟେନସନ୍‌ ଲାଗି ରହିବ, କିନ୍ତୁ କ୍ଷତିର ପ୍ରଶ୍ନ ରହିବ ନାହିଁ।…

ଦେବୀ ଆୱାର୍ଡରେ ୧୨ ଜଣ ପ୍ରତିଭାଶାଳୀ ମହିଳାଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଦି ନିଉ ଇଣ୍ଡିଆନ ଏକ୍ସପ୍ରେସ ପକ୍ଷରୁ ଆୟୋଜିତ ଦେବୀ ଆୱାର୍ଡ ଉତ୍ସବ ଅବସରରେ ୧୨ ଜଣ ପ୍ରତିଭାଶାଳୀ ମହିଳାଙ୍କୁ ସମ୍ମାନିତ କରାଯାଇଛି । କଳା, ସାହିତ୍ୟ, ସମାଜସେବା, କ୍ରୀଡ଼ା, ଉଦ୍ଭାବନ, ପରିବେଶ ଆଦି କ୍ଷେତ୍ରରେ ପାରଦର୍ଶିତା ଓ ସମାଜକୁ ନୂଆ ଦିଗ ଦେଖାଇଥିବା ମହିଳାଙ୍କୁ…

ପୁଣି ଲଜ୍ଜା : ୪ବର୍ଷର ଶିଶୁକୁ ଚକଲେଟ ଦେଇ ଦୁଷ୍କର୍ମ

ଭଦ୍ରକ : ୪ବର୍ଷର ଶିଶୁକୁ ଚକଲେଟ ଦେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ। ଘଟଣା ଘଟିଛି ଭଦ୍ରକ ନାୟକାଣିଡିହ ଲୁଣିସାହି ଅଞ୍ଚଳରେ।  ଅଭିଯୋଗ ମୁତାବକ ସେହି ଗ୍ରାମର ସ୍ବର୍ଗତ ପରିକ୍ଷିତ ଦାସଙ୍କ ପୁଅ ଜଗନ୍ନାଥ ଦାସ ଏକ ନାବାଳିକାକୁ ଚକଲେଟର ଲୋଭ ଦେଖାଇ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି।…

କ୍ୟାଟ୍ରିନା କୈଫ ପିନ୍ଧିଲେ ମହଙ୍ଗା ଗାଉନ୍, ଦାମ୍ ଜାଣିଲେ ଉଡିଯିବ ହୋସ୍

ମୁମ୍ବାଇ : ଫେମିନା ବ୍ୟୁଟି ଆୱାର୍ଡ୍ସ ୨୦୨୦ରେ ଅନେକ ବଲିଉଡ ଷ୍ଟାର୍ସ ସାମିଲ ହୋଇଛନ୍ତି । ଆୱାର୍ଡ୍ସରେ ବଲିଉଡ ଷ୍ଟାରଙ୍କ ଭିନ୍ନ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଛି । ବ୍ୟୁଟି ଆୱାର୍ଡ୍ସ ପାଇଁ କ୍ୟାଟ୍ରିନା କୈଫଙ୍କଠୁ ଆରମ୍ଭ ଅନନ୍ୟା ପାଣ୍ଡେଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ସୁନ୍ଦର ଲୁକ୍…

ଚମକିଲା ସାମୂହିକ ସଫେଇ : ଶ୍ରୀଲିଙ୍ଗରାଜ ଅଞ୍ଚଳରେ ମନଜିଣା କାର୍ଯ୍ୟକ୍ରମ

ଭୁବନେଶ୍ୱର : ଏକ ଚମକପ୍ରଦ ସଚେତନତା ସ୍ୱରୂପ, ଘୋଷଣାକୁ କାର୍ଯ୍ୟରେ ଦେଖାଇବାର ଜ୍ୱଳନ୍ତ ଉଦାହରଣ ଆଜି ଦେଖିବାକୁ ମିଳିଛି । ପୁରୁଣା ଭୁବନେଶ୍ୱରର ଶ୍ରୀ ଲିଙ୍ଗରାଜ ଅଞ୍ଚଳ ସାମୂହିକ ସଫେଇ କାର୍ଯ୍ୟକ୍ରମ ଆଜି ସମସ୍ତଙ୍କ ମନ ମୋହିଛି । ଏକାଦଶ ଶତାଦ୍ଦୀର ଶ୍ରୀ ଲିଙ୍ଗରାଜ ମନ୍ଦିର ଆଖପାଖ ଆଜି…

ସୋସିଆଲ ମିଡିଆରେ ଚର୍ଚ୍ଚା ! ପତିଙ୍କ ସହ ରୋମାଣ୍ଟିକ୍ ହେଲେ ଏହି ଅଭିନେତ୍ରୀ

ମୁମ୍ବାଇ : ଟେଲିଭିଜନର ଜଣାଶୁଣା ଅଭିନେତ୍ରୀ ଦୃଷ୍ଟି ଧାମୀ ନିଜର ଏକ ତାଜା ଫଟୋ ସେୟାର କରି ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି । ବିବାହର ୫ମ ବାର୍ଷିକ ଅବସରରେ ନିଜ ପତିଙ୍କୁ ଖାସ୍ ଅନ୍ଦାଜରେ ୱିଶ୍ କରିଛନ୍ତି ଦୃଷ୍ଟି । ଉଭୟଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ନିଜ ବିବାହର…