Odia News Portal

ଅନ୍‌ଲାଇନରେ ମିଳିବ ବିଦେଶୀ ମଦ, ଏହି ରାଜ୍ୟ ନେଲା ଏଭଳି ନିଷ୍ପତ୍ତି

ଏବେ ଅନଲାଇନରେ ପାଇପାରିବେ ବିଦେଶୀ ମଦ। ମଧ୍ୟପ୍ରଦେଶ ସରକାର ଚଳିତ ଅବକାରୀ ନୀତି ୨୦୨୦-୨୧କୁ ନବୀକରଣ କରିଛନ୍ତି। ଏହି ଆଧାରରେ ରାଜ୍ୟରେ ନୂତନ ମଦ ଦୋକାନ ଖୋଲା ଯାଇପାରିବ ନାହିଁ କିନ୍ତୁ ବିଦେଶୀ ମଦକୁ ଅନଲାଇନ୍ କ୍ରୟ କରାଯାଇପାରିବ। ଏହି ନୀତିରେ ଭାରତୀୟ ମଦ ସାମିଲ୍ ହୋଇନାହିଁ। ଏହା…

ସାମାଜିକ ବାର୍ତ୍ତା ନେଇ କ୍ରିକେଟ୍ ଖେଳିଲେ ନେତା, ଅଭିନେତା, ସାମ୍ବାଦିକ ଓ ସମାଜସେବୀ

ଭୁବନେଶ୍ୱର : ସ୍ୱେଚ୍ଛାସେବୀ ସାମାଜିକ ସଂଗଠନ "ୟୁଥ୍ ଫର୍ ଭଲ୍ୟୁାରି ୱାର୍କ ଓ "କର ଫାଉଣ୍ଡେସନ୍‌ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍‌-୬ସ୍ଥିତ ପ୍ରଗତି ସ୍ପୋର୍ଟିଂରେ ସେଲିବ୍ରିଟି ଚାରିଟି କ୍ରିକେଟ୍‌  ଅନୁଷ୍ଠିତ ହୋଇଥିଲା । ସମାଜର ବିଭିନ୍ନ ବର୍ଗର ଲୋକମାନଙ୍କ ମଧ୍ୟରେ ସମାଜସେବାର…

ବୋଲେରୋ ସହ ଦୁଇ କ୍ୱିଣ୍ଟାଲ ଗଞ୍ଜେଇ ଜବତ

ବଲାଙ୍ଗିର : ବଲାଙ୍ଗିରରେ ବୋଲେରୋ ସହ ଗଞ୍ଜେଇ ଜବତ। ଗାଡ଼ି ସହ ଦୁଇ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି ବଲାଙ୍ଗିର ପୋଲିସ । ବୋଲେରୋକୁ ପୋଲିସ ପିଛା କରିବା ପରେ ବଲାଙ୍ଗିର ଟାଉନରେ ଗାଡିକୁ ଛାଡି ଗଂଜେଇ ବେପାରୀ ଓ ଡ୍ରାଇଭର ଫେରାର ହୋଇଯାଇଥିଲେ। ବଲାଙ୍ଗିର ଆଠଗାଁ ରାସ୍ତାରେ ପୋଲିସ ପିଛା…

ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଜଙ୍ଗଲରୁ ଜବତ ହେଲା ବିପୁଳ ପରିମାଣର ମାଓ ସାମଗ୍ରୀ

କୋରାପୁଟ ପୋଲିସକୁ ବଡ଼ ସଫଳତା। ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଜଙ୍ଗଲରୁ ଜବତ କରିଛି ବିପୁଳ ପରିମାଣର ମାଓ ସାମଗ୍ରୀ। ପଟାଙ୍ଗୀ ଥାନା ଅମ୍ପାବାଲି ଅଂଚଳର ତୁମ୍ବିଗୁଡା ଓ ପାନାବାଡି ନିକଟରୁ ମାଟି ତଳେ ୨ଟି ଡ୍ରମରେ ପୋତା ଯାଇଥିବା ମାଓ ସାମଗ୍ରୀକୁ ପୋଲିସ ଜବତ କରିଛି। ଗୋଟିଏ ବନ୍ଧୁକ, ଗୋଟିଏ…

ମୋ ସ୍ୱପ୍ନ, ମୋ ଜୀବନ ଏବଂ ମୋର ସବୁକିଛି ମୋ ହାତରେ : ରୂପେସ

ଷ୍ଟାର ପ୍ଲସ୍‌ର ଲୋକପ୍ରିୟ ଡ୍ୟାନ୍ସ ରିଆଲିଟି ଶୋ’ ଡ୍ୟାନ୍ସ ପ୍ଲସ୍‌ ୫ର ଫାଇନାଲରେ ରୂପେସ ବନେ ବାକି ୩ଜଣ ପ୍ରତିଦ୍ୱନ୍ଦିଙ୍କୁ ପଛରେ ପକାଇ ବିଜେତା ହୋଇଛନ୍ତି। ଏହି ସିଜିନ୍‌ ର ଓ୍ଵିନର ହୋଇଛନ୍ତି ରୂପେସ। ମୁମ୍ବାଇରେ ରହୁଥିବା ରୂପେସ ଧର୍ମେଶଙ୍କ ଟିମ୍‌ରେ ରହିଥିଲେ। ଏହି ସିଜିନ୍‌ରେ ରୂପେସ…

ଆସନ୍ତୁ ଜାଣିବା କଣ ପାଇଁ ଷ୍ଟେଜରେ କାନ୍ଦିଲେ ହିମେଶ ରେସମୀୟା

ନିକଟରେ ଏକ ସିଙ୍ଗିଙ୍ଗ ରିଆଲିଟି ଶୋ’ରେ ଜଜ ହୋଇଥିବା ହିମେଶ ରେସମୀୟା ଏହାର ଫିନାଲି ସମୟରେ ଷ୍ଟେଜ ଉପରେ କାନ୍ଦି ପକାଇଛନ୍ତି । ଏବଂ ଏହାର ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରଲ ହେବାରେ ଲାଗିଛି । ତେବେ ତାଙ୍କର କାନ୍ଦିବାର କାରଣ ଆଉକେହି ନୁହେଁ ବରଂ ତାଙ୍କ ଫିଲ୍ମରେ ଡେବ୍ୟୁ କରିଥିବା…

ଶରୀର ପାଇଁ ଉପକାରୀ ଲବଙ୍ଗ ଚା’ 

ଶୀତଦିନେ ଲବଙ୍ଗ ଚା’ ଶରୀର ପାଇଁ ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ। ଲବଙ୍ଗରେ ପସଫରସ, ପୋଟାସିୟମ, ପ୍ରୋଟିନ, ଆଇରନ, କ୍ୟାଲସିୟମ, ହାଇଡ୍ରୋକ୍ଲୋରିକ ଏସିଡ ଭରପୂର ମାତ୍ରାରେ ରହିଛି। ଲବଙ୍ଗ ଚା’ ପିଇବା ଦ୍ୱାରା କ’ଣ କ’ଣ ଉପକାର ହୋଇଥାଏ ଜାଣନ୍ତୁଟ୍ଟ ନିୟମିତ ଲବଙ୍ଗ ଚା’ ପିଇଲେ ମାଢି ଓ…

ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ମେଥି ଶାଗ 

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ମେଥି ଶାଗ ଶରୀର ପାଇଁ ଉପକାରୀ ହୋଇଥାଏ। ମେଥି ଶାଗରେ ପ୍ରୋଟିନ୍‌, ଫାଇବର୍ ଏବଂ ଆଇରନ୍ ପ୍ରଚୁର ମାତ୍ରାରେ ମିଳିଥାଏ। ଏଥିରେ ଥିବା ଆଣ୍ଟି ଇନ୍‌ଫ୍ଲାମେଟରୀ ଗୁଣ ଶରୀରର ବିଭିନ୍ନ ଯନ୍ତ୍ରଣା ଦୂର ହୋଇଥାଏ। ମେଥି ଶାଗରେ ଆଣ୍ଟିି ଅକ୍ସିଡାଣ୍ଟ୍ ଭରପୂର୍ ଥାଏ।…

ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ଯୁବ ବର୍ଗ : ରାଜ୍ୟର ଭବିଷ୍ୟତଙ୍କ ପାଇଁ ହାତ ଖୋଲିଛନ୍ତି ନବୀନ

ଭୁବନେଶ୍ୱର : କୌଣସି ରାଜ୍ୟର ବିକାଶ କ୍ଷେତ୍ରରେ ତାହାର ଯୁବଶକ୍ତିଙ୍କର ପ୍ରମୁଖ ଯୋଗଦାନ ରହିଛି । ଯୁବକମାନେ ରାଜ୍ୟର ଭବିଷ୍ୟତ ହୋଇଥିବାବେଳେ ଓଡିଶା ଜନସଂଖ୍ୟାର ୪୦ ପ୍ରତିଶତ ହେଉଛନ୍ତି ଯୁବବର୍ଗ । ଏମାନଙ୍କର ଶକ୍ତିକୁ ଠିକଣା ଭାବେ କାର୍ଯ୍ୟକାରୀ କରାଗଲେ ରାଜ୍ୟର ବିକାଶ ଆଗକୁ ଆଗକୁ ଯେ ଯିବ…

ନ୍ୟୁଜିଲାଣ୍ଡ ଭାରତ ଠାରୁ ୧୮୩ ରନରେ ଅଗ୍ରଣୀ

ୱେଲିଂଟନ : ନ୍ୟୁଜିଲାଣ୍ଡର ୱେଲିଂଟନ ଠାରେ ଖେଳ ଜାରିଥିବା ପ୍ରଥମ  ମ୍ୟାଚର ଆଜି ତୃତୀୟ ଦିନ । ନ୍ୟୁଜିଲାଣ୍ଡ ତାର ପ୍ରଥମ ପାଳିରେ ସମସ୍ତ ୱିକେଟ ହରାଇ ୩୪୮ ରନ ସଂଗ୍ରହ କରିଛି । ଏଥି ସହିତ ଦଳ ଭାରତଠାରୁ ୧୮୩ ରନରେ ଅଗ୍ରଣୀ ରହିଛି । ଭାରତର ଦ୍ରୁତ ବୋଲର ଈଶାନ୍ତ ଶର୍ମାଙ୍କୁ ଏହି ଇନିଂସରେ…