Odia News Portal

‘ବାପୁଙ୍କ ଦେହାନ୍ତ ଖବର ପାଇ ମୁଁ ବହୁତ ଦୁଃଖିତ : ସଚ୍ଚିନ ତେନ୍ଦୁଲକର

ମୁମ୍ବାଇ : ଇଂଲଣ୍ଡ ବିପକ୍ଷରେ ଗୋଟିଏ ଟେଷ୍ଟ ମ୍ୟାଚରେ ଲଗାତାର ୨୧  ମେଡେନ୍ ଓଭର ନେଇ ରେକର୍ଡ କରିଥିବା ପୂର୍ବତନ ଭାରତୀୟ ଅଲରାଉଣ୍ଡର ବାପୁ ନାଦକର୍ଣ୍ଣିଙ୍କର ଶୁକ୍ରବାର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ଦେହାନ୍ତ ବେଳେ ତାଙ୍କର ଦୁଇ ଝିଅ ଓ ପତ୍ନୀ ଉପସ୍ଥିତ…

ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ : ୭ ଗୁରୁତର

ବାଲେଶ୍ବର : ଆଜି ଭୋର ପ୍ରାୟ ୪ଟା ସମୟରେ ବାଲେଶ୍ବର ଖନ୍ତାପଡା ଥାନା ଅନ୍ତର୍ଗତ ଶେରଗଡ ମେଘନା ପେଟ୍ରୋଲ ପମ୍ପ୍ ନିକଟରେ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ। ତୀର୍ଥଯାତ୍ରୀ ବସଟି ଟ୍ରକ୍ ପଛ ପଟେ ଧକ୍କା ଦେବାରୁ ଦୁର୍ଘଟଣାରେ ୭ଜଣ ଆହତ ହୋଇଛନ୍ତି । ପଶ୍ଚିମବଙ୍ଗର ହୁଗୁଳିରୁ ପ୍ରାୟ ୭୦ ଜଣ…

ରାଜ୍ୟରେ କମିଲା ଥଣ୍ଡା, ୧୫ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂଜାରି

ଭୁବନେଶ୍ବର : ରାଜ୍ୟରେ ଥଣ୍ଡାର ପ୍ରକୋପ ଅଧିକ ନାହିଁ । କିନ୍ତୁ ଦେଖିବାକୁ ମିଳୁଛି କୁହୁଡିର କୋପ । ଭୋରରୁ ସକାଳ ୯-୧୦ ଟା ପର୍ଯ୍ୟନ୍ତ ଧଳା ଚାଦରର ଆସ୍ତରଣରେ ଘୋଡାଇ ହୋଇ ରହୁଛି ପୂରା ପରିବେଶ। ଆଜି ମଧ୍ୟ କୁହୁଡିକୁ ନେଇ ୧୫ଟି ଜିଲ୍ଲା ପାଇଁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ରାସ୍ତାଘାଟରେ…

ଗଞ୍ଜେଇ ବେପାରୀକୁ ଧରି ଖାକି ବାବୁ ମାଲେମାଲ

ଭୁବନେଶ୍ୱର : ପଞ୍ଜାବୀ ଯୁବକ ମାଡ ଘଟଣାରେ କମିଶନରେଟ ପୁଲିସ୍‍ ଚାରିଆଡୁ ଷଣ୍ଢୁଆସି ଆକ୍ରମଣର ଶିକାର ହେଉଥିବାବେଳେ ସରକାର ବି ବଦନାମ ହେବାରେ ଲାଗିଛି । ତେବେ ଇତି ମଧ୍ୟରେ ରାଜଧାନୀରେ ଅବକାରୀ ଓ ଖାକି ବାବୁଙ୍କର ଆଉ ଗୋଟିଏ କାରନାମାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ନୟାପଲ୍ଲୀ ଅଞ୍ଚଳରେ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଆଜି କେନ୍ଦ୍ରାଧିପ ସପ୍ତମସ୍ଥ ହେତୁ ଯାତ୍ରା, ବାଣିଜ୍ୟ, ପରିବହନ ଓ ନୂତନ କର୍ମାରମ୍ଭ ପାଇଁ ଅସୁବିଧା ହେବନାହିଁ। ଗୃହ ସମସ୍ୟା ସମାଧାନ ହୋଇପାରିବା ସାଙ୍ଗକୁ ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ । ସଭାସମିତି, ସଙ୍ଗଠନ, ରାଜନୀତି,…

ମଦ ନିଶାରେ ମା ଓ ଭଉଣୀଙ୍କୁ କଟୁରୀରେ ହାଣିଲା କୁଳାଙ୍ଗାର ପୁଅ

ଭୁବନେଶ୍ୱର : ଭୁବନେଶ୍ୱର ଏୟାରଫିଲଡ୍‌ ଥାନା ଅଧୀନସ୍ଥ ସୁନ୍ଦରପଦା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାହା ଆମ ସମସ୍ତଙ୍କୁ ମର୍ମାହତ କରିଦେବ । ମାତ୍ର କେଇଟା ଟଙ୍କା ପାଇଁ ମା’ ଏବଂ ଭଉଣୀଙ୍କୁ ହାଣି ଗୁରୁତର ଆହତ କରିଛି ପୁଅ। ଘଟଣାଟି ଘଟିଛି ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦା ଗ୍ରାମରେ…

ଦ୍ୱିତୀୟ ଦିନିକିଆରେ ରାଜ୍‌ କଲା ଟିମ୍‌ ଇଣ୍ଡିଆ

ରାଜକୋଟ : ଆଜି ଦ୍ୱିତୀୟ ଦିନିକିଆରେ ଅଷ୍ଟ୍ରେଲିଆ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଭାରୀ ପଡ଼ିଲେ ଭାରତୀୟ ବୋଲର୍‌ । ମହମ୍ମଦ ସାମି, କୁଲଦୀପ ଯାଦବ, ନବଦୀପ ସାଇନି ଏବଂ ରବୀନ୍ଦ୍ର ଜାଡେଜାଙ୍କ ମିଳିତ ଆକ୍ରମଣରେ ଧରାଶାୟୀ ହେଲା କଙ୍ଗାରୁ ଟିମ୍‌ । ଆଜିର ମ୍ୟାଚ୍‌ରେ ୩୬ ରନ୍‌ରେ ବିଜୟୀ ହୋଇ ଭାରତ…

ନୂତନ ଜ୍ଞାନ କୌଶଳ ଓ କୃଷି ପ୍ରଣାଳୀ ସହ ପରିଚିତ କରାଇବା ନିମନ୍ତେ ପାଠଶାଳାର ଆୟୋଜନ

ଭୁବନେଶ୍ୱର () ରାଜ୍ୟ ଅର୍ଥନୀତିରେ କୃଷି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ରାଜ୍ୟର ପ୍ରାୟ ୬୨ ପ୍ରତିଶତ ଜନସାଧାରଣ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ଉପରେ ନିର୍ଭର କରିଥାଆନ୍ତି । କୃଷକମାନଙ୍କ ଆୟକୁ ଦ୍ଵିଗୁଣିତ କରିବା ପାଇଁ ରାଜ୍ୟ ସରକାର ଅନେକ…

ଯମରାଜ କହିଲେ ସଡ଼କ ଦୁର୍ଘଟଣାର ଭୟାବହତା

ଭୁବନେଶ୍ୱର () ସମ୍ପୁର୍ଣ୍ଣ ଦେଶରେ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଥିବାବେଳେ, ମାଗଣା ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ଯୋଗାଇଆସୁଥିବା ୧୦୮ ଏବଂ ୧୦୨ର ପରିଚାଳନା ସଂସ୍ଥା, ଜିକିସôା ହେଲଥ କେୟାର ଲିଃ. ପକ୍ଷରୁ ସ୍ଥାନୀୟ ରାମ ମନ୍ଦିର ଛକଠାରେ ସଡ଼କ ସୁରକ୍ଷା ସଚେତନତା ଅଭିଯାନ ଆୟୋଜିତ…

ପୁଲିସ୍‍ କମିଶନର କାଗଜ ବାଘ 

ଭୁବନେଶ୍ୱର ()  କଟକ-ଭୁବନେଶ୍ୱର ପୁଲିସ୍‍ କମିଶନର ଏବେ କାଗଜ ବାଘ । ଯାହା ଦେଖାଯାଉଛନ୍ତି ବା କହୁଛନ୍ତି ସିଏ ତାହା ନୁହନ୍ତି । ରୋଷେଇ ପାଇଁ ଯେଭଳି ଉପଦେଶ ଦେଉଛନ୍ତି ତାହା ତାଙ୍କ ପାଇଁ ଠିକ୍‍ ବୋଲି ଏବେ ରାଜଧାନୀରେ ଚର୍ଚ୍ଚା । ଗତକାଲି ପୁଲିସ୍‍ ସାମ୍ନାରେ ଜଣେ ଯୁବକ ସାମାନ୍ୟ ଘଟଣାରେ…