କେବେ ମିଳିବ ଚନ୍ଦନଙ୍କୁ ନ୍ୟାୟ ?
ଯାଜପୁର ରୋଡ଼ : କୋରେଇ ନିର୍ବାଚନୀ ମଣ୍ଡଳିର ପାଣିକୋଇଲି ଅଂଚଳ ସ୍ଥିତ କୃପାଳୁରାଇସ୍ ମିଲ୍ରେ ଶଙ୍ଖଚିଲା ମଠପାଟଣା ଗ୍ରାମର ରବିନ୍ଦ୍ର କୁମାର ସାହୁଙ୍କ ନାବାଳକ ପୁଅ ଚନ୍ଦନ ସାହୁ(୧୭)ଙ୍କ ତା୨/୪/୧୯ରିଖରେ ରାଇସମିଲ୍ ମେସିନ୍ରେ ଦୃର୍ଘଟଣା ଶିକାରହୋଇ ଡ଼ାହାଣ ହାତଟି ସମ୍ପୁର୍ଣ୍ଣ ହରାଇଥିଲେ ।…
