Odia News Portal

ସୈନିକ ସ୍କୁଲର ୫୯ ତମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର : ଆଜି ସୈନିକ ସ୍କୁଲ୍‌ର ୫୯ତମ ବାର୍ଷିକ ତଥା ପ୍ରତିଷ୍ଠା ଉତ୍ସବ ଓ ଦ୍ୱାଦଶ ଶ୍ରେଣୀ କ୍ୟାଡ଼େଟଙ୍କ ପାସିଙ୍ଗ ଆଉଟ୍ ପ୍ୟାରେଡ୍ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦ୍ୱାଦଶ ଶ୍ରେଣୀର ୪୫ ଜଣ କ୍ୟାଡେଟ୍ ପାସିଂଆଉଟ୍ ପ୍ୟାରେଡ୍‌ରେ ଯୋଗଦାନ କରିଥିଲେ । ଏହିମାନଙ୍କ ସହ ୩୦୦ ରୁ…

ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭ ମେଳା ପାଇଁ ଟ୍ରାଫିକ୍‌ ପରାମର୍ଶ ଜାରି

ଭୁବନେଶ୍ୱର : ଆଜି ଠାରୁ ଆରମ୍ଭ ହେଉଛି ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭ ମେଳା। ଖଣ୍ଡଗିରି କୁମ୍ଭ ମେଳାର ଭିଡ଼କୁ ଲକ୍ଷ୍ୟ କରି କମିଶନରେଟ୍‌ ପୁଲିସ୍‌ ପକ୍ଷରୁ ଟ୍ରାଫିକ୍‌ ପରାମର୍ଶ ଜାରି କରାଯାଇଛି । ପରାମର୍ଶ ଅନୁସାରେ ଫେବ୍ରୁଆରୀ ୧ ରୁ ୧୬ ତାରିଖ ପର୍ଯ୍ୟନ୍ତ ଖଣ୍ଡଗିରି ଛକରୁ ଜୟଦେବବାଟିକା…

ସୋଆ ଲିଟେରାରୀ ଫେଷ୍ଟିଭାଲ ଉଦଘାଟିତ

ଭୁବନେଶ୍ୱର : ସମ୍ମାନ କିମ୍ବା ପୁରସ୍କାର ନୁହେଁ, ପାଠକଙ୍କ ପ୍ରଶଂସା ହିଁ ଲେଖକ ବା କବି ପାଇଁ ପ୍ରକୃତ ଆତ୍ମସନ୍ତୋଷ ଦେଇଥାଏ । ଆଜି ଉଦଘାଟିତ ହୋଇଥିବା ଦୁଇ ଦିନିଆ ସୋଆ ଲିଟେରାରୀ ଫେଷ୍ଟିଭାଲରେ ଏହା   କହିଛନ୍ତି ବିଶିଷ୍ଟ ଲେଖକ, କବି ଏବଂ ସାହିତ୍ୟିକ । ଏହି ସାହିତ୍ୟ ମହାକୁମ୍ଭ କେବଳ ଏକ…

କୃଷି ରେଲ୍ ଓ କୃଷି ଉଡାନ ଯୋଜନାକୁ ପ୍ରଶଂସା କଲେ ନବୀନ

ଭୁବନେଶ୍ୱର : ବଜେଟକୁ ନେଇ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୃଷି ରେଲ୍‌ ଓ କୃଷି ଉଡାନ ଯୋଜନାକୁ ପ୍ରଶଂସା କରିଛନ୍ତି ନବୀନ । ପିଏମ୍‌ କୁସୁମ ଯୋଜନାରେ ୨୦ ଲକ୍ଷ ଚାଷୀଙ୍କୁ ସୋଲାର ପମ୍ପ ଦିଆଯିବ । ଏହାକୁ ପ୍ରଶଂସା କରିଛନ୍ତି ନବୀନ । ନୂଆ ଶିକ୍ଷା ନୀତି ଓ…

ପୁଣି ଥରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ସ୍ୱାସ୍ଥ୍ୟଗତ କାରଣରୁ ଗତ କିଛି ଦିନ ହେବ ଭାରତୀୟ ଦଳରୁ ଦୂରରେ ଥିବା ହାର୍ଦ୍ଦିକ ପାଣ୍ଡ୍ୟାକୁ ପୁଣି ଏକ ଝଟ୍‌କା ମିଳିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ସିରିଜ୍‌ରୁ ବାହାର କରାଯାଇଥିବା ଜଣାଯାଇଛି। ପୂର୍ବରୁ ଫିଟ୍‌ନେସ୍‌ ଟେଷ୍ଟରେ ଫେଲ ମାରିବା…

ପୁଣି ଯୁବକଙ୍କ ଗୁଳିମାଡ, କାବୁକଲା ପୋଲିସ

ଦିଲ୍ଲୀ: ଶାହିନ୍ ବାଗ ଅଞ୍ଚଳରେ ସିଏଏ ଆନ୍ଦୋଳନ କାରୀଙ୍କ ଉପରକୁ ପୁଣି ଗୁଳିମାଡ। ଜଣେ ଯୁବକ ଆନ୍ଦୋଳନକାରୀଙ୍କୁ ଗୁଳି ଚାଳନ କରିଥିବାର ଖବର ମିଳିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଯୁବକକୁ କାବୁ  କରିନେଇଛି। ଜସୋଲା ରେଡ୍ ଲାଇଟ୍ ଏରିଆରେ ସନ୍ଧ୍ୟା ୪ଟା ୫୩ମିନିଟରେ ଯୁବକ ଜଣକ ଫାଙ୍କା…

ମୁକୁଟ ପିନ୍ଧିଲେ ସୋଫିଆ କେନିନ

ଦୁଇ ଦୁଇ ଥର ଗ୍ରାଣ୍ଡ ସ୍ଲାମ୍‌ ଟାଇଟଲ୍‌ ଜିତିଥିବା ସ୍ପେନ୍ର ଗର୍ବାଇନେ ମୁଗୁରୁଜାକୁ ହରାଇ ମାତ୍ର ୨୧ ବର୍ଷ ବୟସରେ ଅଷ୍ଟ୍ରେଲିଆ ଓପନ ଟାଇଟଲ୍‌ ଜିତିଛନ୍ତ ିସୋଫିଆ କେନିନ୍ । ବର୍ଷର ପ୍ରଥମ ଗ୍ରାଣ୍ଡ ସ୍ଲାମ୍‌ ଟାଇଟଲ୍‌ ଜିତିବା ପାଇଁ ସେ ୨ ଘଣ୍ଟା ୨ ମିନିଟ୍ ସମୟ ନେଇଥିଲେ । ଋଷର ମସ୍କୋରେ…

ମାଲକାନଗିରି ଗସ୍ତରେ ପୋଲିସ ଡିଜି

ଭୁବନେଶ୍ୱର : ମାଲକାନଗିରି ଗସ୍ତରେ ପୋଲିସ ଡିଜି ଅଭୟ କୁମାର। ଜିଲ୍ଲାର ମାଓ ପ୍ରବଣ ସ୍ୱାଭିମାନ ଅଞ୍ଚଳର ବଡ଼ପଦା, ଜନତାପାଇ ଓ ବଡ଼ପଦର, ଜାନବାଇ ସିକ୍ୟୁରିଟି କ୍ୟାମ୍ପ ପରିଦର୍ଶନ କରିଥିଲେ ଡିଜି । ପ୍ରଥମେ ଗସ୍ତ କରିଥିଲେ ପାପରମେଟଲା ଥାନାକୁ । ତାଙ୍କ ସହ ଏଡିଜି ସତ୍ୟଜିତ ମହାନ୍ତି, ବିନୟତୋଷ…

ଆଧାର ଜରିଆରେ ତତକାଳ ପ୍ୟାନ କାର୍ଡ ମିଳିବ

ନୂଆଦିଲ୍ଲୀ() ଆଧାର କାର୍ଡ ଜରିଆରେ ତତକାଳ ପ୍ୟାନ କାର୍ଡ ମିଳିବାର ବ୍ୟବସ୍ଥା କରାଯାଇଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ତାଙ୍କ ବଜେଟ ଅଭିଭାଷଣରେ ସୂଚନା ଦେଇଛନ୍ତି । ଏହା ଦ୍ୱାରା ପ୍ୟାନ କାର୍ଡ ପାଇବା ସହଜ ହୋଇପାରିବା ।

ଏଲଆଇସି ଓ ଆଇଡିବିଆଇରୁ ଅଂଶଧନ ପ୍ରତ୍ୟାହାର କରିବେ ସରକାର

ନୂଆଦିଲ୍ଲୀ : ସରକାର ଜୀବନବୀମା କମ୍ପାନୀ ଏଲଆଇସିରୁ ଅଂଶଧନ ପ୍ରତ୍ୟାହାର ଏବଂ ଆଇଡିବିଆଇ ବ୍ୟାଙ୍କରୁ ସରକାରଙ୍କ କିଛି ଅଂଶଧନ ବିକ୍ରି କରିବା ପାଇଁ ନିଷ୍ପତି କରିଛନ୍ତି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ ଘୋଶଣା କରିଛନ୍ତି । ସେ କହିଛନ୍ତି ଯେ, ମାର୍ଚ୍ଚ ୩୧…