ଚନ୍ଦ୍ରଭାଗା ମାଘବୁଡ଼ ପାଇଁ ବ୍ୟାପକ ପ୍ରସ୍ତୁତି
ପୁରୀ : କୋଣାର୍କ ପ୍ରସିଦ୍ଧ ମାଘବୁଡ଼ ପାଇଁ ପ୍ରଶାସନିକ କ୍ଷେତ୍ରରେ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯାୟରେ ପହଁଚିଛିl ଶନିବାର ପ୍ରାତଃହ ରେ ଚଦ୍ରଭାଗା ପବିତ୍ର ପୁଷ୍କରଣୀରେ ବୁଡ଼ ପକାଇବା ପାଇଁ ଶ୍ରଦ୍ଧାଳୁମାନଙ୍କ ଆଗମନ ଲାଗିରହିଛି। ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଟ୍ରାଫିକ ନିୟନ୍ତ୍ରଣ ସହ…
