ଭାରତ ୭ ଓ୍ୱିକେଟରେ ବିଜୟୀ : ରୋହିତ ଓ ବିରାଟଙ୍କ ଦମଦାର ଇନିଂସ
ବାଙ୍ଗାଲୋର : ବାଙ୍ଗାଲୋରର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଅନ୍ତିମ ତଥା ନିର୍ଣ୍ଣାୟକ ମୁକାବିଲାରେ ଭାରତ ୭ ଓ୍ୱିକେଟରେ ବିଜୟୀ ହୋଇଛି। ଏହାସହ ଭାରତ ତିନିଟିକିଆ ସିରିଜକୁ ୨-୧ରେ ମଧ୍ୟ ହାତେଇଛି। ପ୍ରଥମେ ବୋଲରଙ୍କ ମାପଚୁପ ବୋଲିଂ ଓ ରୋହିତ ଶର୍ମା…
