ପ୍ରସୂତୀ ମହିଳାଙ୍କୁ ଭାରା କରି କାନ୍ଧରେ ବୋହିନେଲେ
କାଲିମେଳା : ମହାନତା ଦେଖାଇଲେ ଡାକ୍ତର । ପ୍ରସୂତୀ ମହିଳାଙ୍କୁ ଭାରା କରି କାନ୍ଧରେ ବୋହିନେଲେ ୨୦ କିଲୋମିଟର । ଏପରି ଦୃଶ୍ୟ ଦେଖିବାକୁ ମିଳିଛି କାଲିମେଳା କୁର୍ମାନୁର ପଞ୍ଚାୟତର କହୁଡିଦୁଳା ଗଣ୍ଡି ଗାଁରେ । ଗାଁକୁ ଏକ ଡାକ୍ତରୀ ଟିମ୍ ସ୍ୱାସ୍ଥ୍ୟ ଶିବିର ପାଇଁ ଯାଇଥିଲା ।
ଯନ୍ତ୍ରଣାରେ…
