Odia News Portal

ମୁଖ୍ୟମନ୍ତ୍ରୀଙ୍କ କଡା ଚେତାବନୀ

ନୂଆଦିଲ୍ଲୀ()  ନାରରିକତା ସଂଶୋଧନ ଆଇନକୁ ନେଇ ଦିଲ୍ଲୀ ପରେ ଉତ୍ତରପ୍ରଦେଶରେ ହିଂସା ବ୍ୟାପକ ପରିମାଣର ବଢିବାର ଲାଗିଛି । ଦିଲ୍ଲୀରେ ଏହି ଆନ୍ଦୋଳନ କାରଣରୁ ଟ୍ରାଫିକ୍ ପ୍ରଭାବିତ ହୋଇଥିବାବେଳେ ବିମାନସେବା ମଧ୍ୟ ପ୍ରଭାବିତ ହୋଇଛି। ଦେଶର ବିଭିନ୍ନ ରାଜ୍ୟର ସମ୍ବେଦନଶୀଳ ଅଞ୍ଚଳରେ ୧୪୪ ଜାରି…

ବିଧାୟକଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ ()  ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ ଉନ୍ନାଓ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ବହିଷ୍କୃତ ବିଜେପି ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କୁ ଆଜୀବନ କାରାଦଣ୍ଡ । ଦିଲ୍ଲୀର ତିସହଜାରୀ କୋର୍ଟ ଆଜି ଏହି ମାମଲାର ଦଣ୍ଡଶୁଣାଣିକରିଛନ୍ତି । ଆଜୀବନ ଜେଲ୍ ସହ ୨୫ ଲକ୍ଷ ଟଙ୍କାର…

ବାରବାଟୀ ପାଇଁ ୮୦ ପ୍ଲାଟୁନ ପୋଲିସ ଫୋର୍ସ : ପୋଲିସ ଡିଜି

କଟକ : ରବିବାର ଦିନ କଟକ ବାରବାଟୀ ଷ୍ଟାଡ଼ିୟମରେ ଭାରତ-ଓ୍ଵେଷ୍ଟଇଣ୍ଡିଜ ଅନ୍ତିମ ଦିବାରାତ୍ର ମୁକାବିଲା ଖେଳାଯିବ। ଏନେଇ ବାରବାଟୀ ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ବାରବାଟୀ ପାଇଁ ୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ବୋଲି ପୋଲିସ ଡିଜି ଶ୍ରୀ ଅଭୟ ସୂଚନା…

୨୬ରେ ବିଜେଡି ପାଳନ କରିବ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର : ଡିସେମ୍ବର ୨୬ରେ ବିଜେଡି ପାଳନ କରିବ ପ୍ରତିଷ୍ଠା ଦିବସ । ସବୁ ଜିଲ୍ଲାରେ ଏହି ଦିବସକୁ ଧୂମଧାମରେ ପାଳନ କରିବା ସହ ରାଜ୍ୟ କାର୍ଯ୍ୟାଳୟରେ ବି ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ଜୋରଦାର ପାଳନ କରାଯିବ । ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟ ଯୋଗଦେବେ ।…

ପ୍ରତିଦିନ ଖାଆନ୍ତୁ କେବଳ ଗୋଟିଏ କଦଳୀ, ମିଳିବ ଅନେକ ଫାଇଦା

ଭିଟାମିନ, ପ୍ରୋଟିନ୍‌,ପୋଟାସିୟମ,ଫାଇବର,ଫଲିକ୍‌ ଏସିଡ଼୍‍ ଏବଂ ଅନ୍ୟ ପୋଷକ ତତ୍ତ୍ୱରେ ଭରପୂର ଥିବା କଦଳୀ ସବୁ ରୁତୁରେ ଖୁବ୍‌ ସହଜରେ ମିଳି ଯାଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ପ୍ରତିଦିନ ଗୋଟିଏ କଦଳୀ ଖାଇବା ଦ୍ୱାରା ଶରୀରର ଅନେକ ସମସ୍ୟା ଖୁବ୍‌ ସହଜରେ ଦୂର ହେବା ସହ କୌଣସି ଶାରୀରିକ…

ଆଣିଥିଲେ ଅପରାଜିତା : ଛାଡୁ ନାହିଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ

ଭୁବନେଶ୍ୱର : ମାମଲା ବୋଝ ହ୍ରାସରେ ସାହାଯ୍ୟ ପାଇଁ ତକ୍ରାଳୀନ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଅପରାଜିତା ଷଡଙ୍ଗୀ ଚାରିଜଣ ହାଇସ୍କୁଲ କିରାଣୀଙ୍କୁ ଆଣି ସଚିବାଳୟରେ ବସାଇଥିଲେ । ଏମାନେ ମାମଲା ହ୍ରାସ ପାଇଁ ହେଉଥିବା କସରତରେ ବିଭାଗୀୟ ଅଧିକାରୀଙ୍କୁ ସାହାଯ୍ୟ କଲେ । ମାମଲା ବୋଝ କମିବାପରେ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଷଷ୍ଠସ୍ଥ ଚନ୍ଦ୍ର ଯୋଗୁ ଖର୍ଚ୍ଚଭାରର ଆଧିକ୍ୟ, ପୁରାତନ ରୋଗପୀଡା, ପୂର୍ବ ଶତ୍ରୁତା, ପିଲାମାନଙ୍କ ସମ୍ବନ୍ଧୀୟ ଥିବା ଦୁଶ୍ଚିନ୍ତା ସମ୍ପର୍କରେ ଚିନ୍ତିତ ରହିବେ। ଯେଊଁ କାମ କରନ୍ତୁନା କାହିଁକି, ଅବଶ୍ୟ ଠିକ୍‌ ସମୟରେ ସମ୍ପନ୍ନ ହେବା କଷ୍ଟକର ହୋଇପଡିବ। ଶିଳ୍ପ, ବାଣିଜ୍ୟ,…

ଏସିକନ୍ ୨୦୧୯ ଭୁବନେଶ୍ୱର ଉଦ୍ ଘାଟିତ

ଭୁବନେଶ୍ୱର : ଭୁବନେଶ୍ୱରର ସୋଆ (ଶିକ୍ଷା ଏବଂ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ) ଠାରେ ଏସିକନ୍ (ଦି ଆସୋସିଏସନ ଅଫ ସର୍ଜନ୍ସ ଅଫ ଇଣ୍ଡିଆ)ର ୭୯ତମ ସଂସ୍କରଣ ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ଇସ୍ରୋର ପୂର୍ବତନ ଅଧ୍ୟକ୍ଷ, ପଦ୍ମଶ୍ରୀ ଏ.ଏସ୍. କିରନ୍ କୁମାର ମୁଖ୍ୟ ଅତିଥିଭାବେ ଯୋଗ ଦେଇଛନ୍ତି ।…

ଶ୍ରୀକୃଷ୍ନଙ୍କ ବାଲ୍ୟ ବନ୍ଧୁ ହେବା ସତ୍ୱେ ସୁଦାମା କାହିଁକି ଦାରିଦ୍ର୍ୟ ଥିଲେ

ସ୍ୱାଧିକାର ନ୍ୟୁଜ() ଭଗବାନ ଶ୍ରୀକୃଷ୍ନ ତାଙ୍କର ଜ୍ୟେÂ ଭ୍ରାତା ବଳରାମ ଓ ସହପାଠୀ ସୁଦାମାଙ୍କ ସହିତ ସନ୍ଦିପନୀ ଋଷିଙ୍କ ଆଶ୍ରମରେ ରହି ବିଦ୍ୟାଧ୍ୟୟନ କରୁଥିଲେ । ଥରେ କୃଷ୍ନ ଏବଂ ବଳରାମ କାଠ ଆଣିବା ପାଇଁ ବଣକୁ ଯାଇଥିଲେ । କିଛି ସମୟ ପରେ ଋଷି ପତ୍ନୀ ସୁଦାମାଙ୍କୁ ମଧ୍ୟ ବଣକୁ ପଠାଇ ତିନି…

ବିକାଶ ଲାଗି ଅହିଂସା ମାର୍ଗକୁ ଆପଣାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର () ଅହିଂସା ବିଶ୍ୱକୁ ଭାରତର ସବୁଠାରୁ ଶକ୍ତିଶାଳୀ ବାର୍ତ୍ତା । ଅହିଂସା ହିଁ ଆମ ସ୍ୱାଧିନତା ସଂଗ୍ରାମକୁ ବିଶ୍ୱର ସବୁ ସଂଗ୍ରାମ ଠାରୁ ନିଆରା କରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ରାଷ୍ଟ୍ରପତି ଭବନରେ ଗାନ୍ଧିଜୀଙ୍କ ୧୫୦ ତମ ଜୟନ୍ତୀ ପାଳନ ନିମେନ୍ତ…