ଉଡାଣ ଯୋଜନାରୁ ବାଦ ପଡିଲା ଏୟାର ଓଡିଶା
ଭୁବନେଶ୍ବର () ଅନିଶ୍ଚିତତାରେ ଝାରସୁଗୁଡା ବିମାନ ବନ୍ଦରର ଭାଗ୍ୟ । ଉଡାଣ ଯୋଜନାରେ ଏହି ବିମାନ ବନ୍ଦରରୁ ବିମାନ ଉଡାଣ ପାଇଁ ଏୟାର ଓଡିଶାକୁ ଦିଆଯାଇଥିବା ଲାଇସେନସକୁ ବାତିଲ କରିଦିଆଯାଇଛି । ଏୟାର ଓଡ଼ିଶାର ଲାଇସେନସକୁ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ ବାତିଲ୍ କରିଛନ୍ତି । ବିଭିନ୍ନ…
