Odia News Portal

ଏବେ ସ୍ମାର୍ଟ ହେବେ କଣ୍ଡକ୍ଟର

ଭୁବନେଶ୍ଵର() ଏଣିକି ବସ୍ କଣ୍ଡକ୍ଟରଙ୍କୁ ଅନଲାଇନରେ ମିଳିବ ଲାଇସେନ୍ସ। ସ୍ମାର୍ଟ ହେବେ କଣ୍ଡକ୍ଟର। ତାସହ ଲାଇସେନ୍ସ ପାଇଁ ସେମାନଙ୍କୁ ଆଚାର ବ୍ୟବହାର ସମ୍ପର୍କିତ ଏକ ଲିଖିତ ପରୀକ୍ଷା ମଧ୍ୟ ଦେବାକୁ ପଡିବ। ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା କଣ୍ଡକ୍ଟରଙ୍କୁ ମିଳିବ ଲାଇସେନ୍ସ। ରାଜ୍ୟ ପରିବହନ…

୩ ସପ୍ତାହ ଘୁଞ୍ଚିଲା ସାବରିମାଳା ରାୟ

ନୂଆଦିଲ୍ଲୀ() ପୁଣି ୩ ସପ୍ତାହ ଘୁଞ୍ଚିଲା ସାବରିମାଳା ରାୟ। ସାବରିମାଲା ଏବଂ ସେଥିସହ ଜଡ଼ିତ ଅନ୍ୟାନ୍ୟ ପ୍ରସଙ୍ଗରେ ଉପୁଜିଥିବା ସମସ୍ୟାଗୁଡ଼ିକୁ ଚୂଡ଼ାନ୍ତ କରିବାକୁ ସୋମବାର ଦିନ ସୁପ୍ରିମ୍ କୋର୍ଟର ୯ଜଣ ବିଚାରପତିବିଶିଷ୍ଟ ଖଣ୍ଡପୀଠ ଓକିଲମାନଙ୍କୁ ତିନି ସପ୍ତାହ ସମୟ ଦେଇଛନ୍ତି। ଭାରତର ପ୍ରଧାନ…

ନିଲମ୍ବିତ ହେଲେ ୩ ପୁଲିସ କର୍ମଚାରୀ

ସମ୍ବଲପୁର() ଲାଞ୍ଚ ନେଇ ନିଲମ୍ବିତ ହୋଇଛନ୍ତି ୩ ପୁଲିସ କର୍ମଚାରୀ ।ସମ୍ବଲପୁର ଜିଲା ଯୁଯୁମରା ଥାନା ୩ ଜଣ ପୋଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ସୂଚନା ଅନୁସାରେ ଜଣେ ବେଆଇନ କାଠ ଚାଲାଣକାରୀଙ୍କୁ ପୋଲିସ ଧରିବା ପରେ ତାଙ୍କଠାରୁ ଟଙ୍କା ଲାଞ୍ଚ ନେବା ଭିଡିଓ ଭାଇରାଲ ହୋଇଥିଲା । ଘଟଣାରେ…

ଏଣିକି ଏସିଡ୍ ପୀଡିତାଙ୍କୁ ପେନସନ ଦେବେ ସରକାର

ଉତ୍ତରାଖଣ୍ଡ () ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଫିଲ୍ମ ଛପାକ୍ ଉତ୍ତରାଖଣ୍ଡ ସରକାରଙ୍କୁ ପ୍ରଭାବିତ କରିଛି । ଏସିଡ୍ ପୀଡିତାଙ୍କ ଏକ ସତ୍ୟ କାହାଣୀକୁ ଆଧାର କରି ଏହି ଫିଲ୍ମର କାହାଣୀ ଗତିଶୀଳ ହୋଇଛି । ଉତ୍ତରାଖଣ୍ଡ ସରକାର ରାଜ୍ୟରେ ଥିବା ଏସିଡ୍ ପୀଡିତାଙ୍କୁ ପେନସନ୍ ଦେବାକୁ ମନସ୍ଥ…

ଅସ୍ମିତ୍‌ ପଟେଲ ଓ ମଡେଲ୍‌ ମେହେକ୍‌ ଚହଲଙ୍କ ୫ ବର୍ଷର ପୁରୁଣା ସମ୍ପର୍କ ଛିନ୍ନ

ବଲିଉଡ୍‌ ଆକ୍ଟର ତଥା ରିୟାଲିଟି ଶୋ’ ବିଗ୍‌ ବସ୍‌ରେ ନଜର ଆସିସାରିଥିବା ଅସ୍ମିତ୍‌ ପଟେଲ ଓ ମଡେଲ୍‌ ମେହେକ୍‌ ଚହଲଙ୍କ ୫ ବର୍ଷର ପୁରୁଣା ସମ୍ପର୍କ ଶେଷରେ ଭାଙ୍ଗିଯାଇଛି। ନିର୍ବନ୍ଧ ପରେ ଦୁଇଜଣ ଏକାଠି ରହିଆସୁଥିଲେ, କିନ୍ତୁ ୨ ମାସ ହେବ ଉଭୟଙ୍କ ମଧ୍ୟରେ ସମ୍ପର୍କ କିଛି ଠିକ୍‌ ଚାଲୁ ନ ଥିଲା,…

ପୁଣି ନାଚିଲେ ବିଧାୟକ ତାରା

ଜୟପୁର : ପୁଣି ନାଚିଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ଆଦିବାସୀଙ୍କ ପାରମ୍ପରିକ ଲୋକଗୀତ ଓ ବାଦ୍ୟର ତାଳେ ତାଳେ ଝୁମିଲେ ତାରା । ଜୟପୁରରେ ପୁଷ ପୁନେଇଁ ଅବସରରେ ଏଭଳି ଦୃଶ୍ୟ ସାମନାକୁ ଆସିଥିଲା । ରାଜରାସ୍ତା ପାଲଟିଥିଲା ଖୋଲା ମଞ୍ଚ । ପିଲାଠୁ ଯୁବ ଗୋଷ୍ଠୀ । ପୁଣି ବୟସ୍କ ଓ…

ମକର ସଂକ୍ରାନ୍ତି ପାଳନର ପୌରାଣିକ ରହସ୍ୟ

ପୌଷ ମାସରେ ଯେତେବେଳେ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହୁଏ ଏବଂ ସୂର୍ଯ୍ୟ ଧନୁ ରାଶି ଛାଡ଼ି ମକର ରାଶିରେ ପ୍ରବେଶ କରନ୍ତି ସେତିକି ବେଳେ ମକର ସଂକ୍ରାନ୍ତି ପାଳନ କରାଯାଏ । ଆସନ୍ତା ୧୫ ତାରିଖରେ ପାଳନ ହେବ ମକର ସଂକ୍ରାନ୍ତି । ଅନ୍ୟ ସଂକ୍ରାନ୍ତି ଠାରୁ ଏହାର ମହତ୍ୱ ଭିନ୍ନ । ତେବେ ମକର…

ପୁଣି ଲଜ୍ଜା, ସୋନାପୁର ମେରାଇନ ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ

ଗଞ୍ଜାମ : ଗଞ୍ଜାମ ସୋନାପୁର ମେରାଇନ ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଦୁଇ ଦିନ ତଳେ ନାବାଳିକା ଜଣକ ଶୌଚ ହେବାକୁ ଯାଇଥିବା ବେଳେ କିଛି ଯୁବକ ଦୁଷ୍କର୍ମ କରିବା ପରେ ଗାଁ ନିକଟରେ ଫୋପାଡି ଦେଇଥିଲେ । ଦୀର୍ଘ ୩୬ ଘଣ୍ଟା ପରେ ସ୍ଥାନୀୟ ଲୋକ ନାବାଳିକାକୁ ଉଦ୍ଧାର କରିଥିଲେ ।…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଆଜିର ଚନ୍ଦ୍ର ନିଜ ଗୃହରେ ଅବସ୍ଥାନ କରି ପାରିବାରିକ ସୁସମ୍ପର୍କ ମଧ୍ୟରେ ସୁଖ, ସମୃଦ୍ଧି ପ୍ରଦାନ କରିବେ। ଯାହା ପାଇବା ପାଇଁ ଚିନ୍ତା କରୁଛନ୍ତି ତାହା ପାଇବେ କିନ୍ତୁ ସାମାନ୍ୟ ଝିନ୍‌ଝଟ୍‌ ମଧ୍ୟରେ। ଆନୁଷ୍ଠାନିକ କାମରେ ସଫଳତା ପାଇବାରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ…

ପୁରୁଷମାନେ ଟିଭି ଦେଖିବାରେ ଖର୍ଚ୍ଚ କରନ୍ତି ଅଧିକ ବିଦ୍ୟୁତ୍ ଶକ୍ତି

ସ୍ୱାଧିକାର ନ୍ୟୁଜ୍() ପୁରୁଷମାନେ ଟିଭି ଦେଖିଲେ ଖର୍ଚ୍ଚ ହୁଏ ଅଧିକ ବିଦ୍ୟୁତ୍ ଶକ୍ତି । ପେନସିଲ୍ଭାନିଆର ପିଟସ୍ବର୍ଗ ସ୍ଥିତ କାନେଗି ମେଲୋନ୍ ବିଶ୍ୱବିଦ୍ୟାଳୟର ଗବେଷକ ଦୀର୍ଘଦିନ ଏକ ଅଧ୍ୟୟନ କରି ଏହା ଜାଣିପାରିଛନ୍ତି। ଦେଶର ୭ଟି ରାଜ୍ୟରେ ଏନେଇ ସର୍ଭେ କରାଯାଇଥିଲା। ଏହାର ରିପୋର୍ଟ ନେଚର…