Odia News Portal

ଚମ୍ପଟ ମାରିଥିବା ଅଭିଯୁକ୍ତ ଆଲୋକକୁ ଧରିଲା ପୋଲିସ

କଟକ : ଆଇସିୟୁରୁ ଚମ୍ପଟ ମାରିଲା ଅଭିଯୁକ୍ତ । କଟକ ବଡ଼ମେଡିକାଲ ଆଇସିୟୁରୁ ଫେରାର୍‌ ଆଲୋକ ସାହୁକୁ ଧରିଲା ପୋଲିସ । କଟକ ପିଠାପୁର ଅଞ୍ଚଳରୁ ତାକୁ ଧରାଯାଇଛି । ମଦ ବ୍ୟବସାୟ ଅଭିଯୋଗରେ ରଘୁନାଥପୁର ଥାନା ପୋଲିସ ଆଲୋକକୁ ଥାନାକୁ ଆଣିଥିଲା। ତେବେ ସେ ଥାନା ଭିତରେ ଫିନାଇଲ ପିଇଦେଇଥିଲା ।…

ଘରୋଇ ମାଟିରେ ଓଡ଼ିଶା ଏଫସିର ଦବଦବା

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଏଫସିର ଦବଦବା ଜାରି ରହିଛି। ଯେଉଁ ମୁମ୍ବାଇ ସିଟି ଏଫସିକୁ ତା’ ଘରୋଇ ମାଟିରେ ହରାଇ ଓଡ଼ିଶା ପଏଣ୍ଟ ଖାତା ଖୋଲିଥିଲା ଆଜି କଳିଙ୍ଗରେ ପୁଣିଥରେ ଉକ୍ତ ଦଳକୁ ଧୂଳି ଚଟାଇଛି। ମୁମ୍ବାଇକୁ ୨-୦ରେ ହରାଇ ଓଡ଼ିଶା ଏଫସି କେବଳ ମ୍ୟାଚ୍‌ ଜିତି ନାହିଁ ବରଂ…

ଜିଓକୁ ଟକ୍କର ଦେବ ବିଏସଏନଏଲର ଏହି ପ୍ଲାନ

ନୂଆଦିଲ୍ଲୀ : ସରକାରୀ ଟେଲିକମ୍ କମ୍ପାନୀ ଭାରତୀୟ ସଞ୍ଚାର ନିଗମ ଲିମିଟେଡ୍ ବା ବିଏସଏନଏଲ ଏକ ନୂଆ ବ୍ରଡବ୍ରାଣ୍ଡ୍ ପ୍ଲାନ ଆରମ୍ଭ କରିଛି। ଏହି ପ୍ଲାନର ମୂଲ୍ୟ ରହିଛି ୧,୯୯୯ ଟଙ୍କା। ବର୍ତମାନ ଏହି ପ୍ଲାନ ଫାଇବର ବ୍ରଡବ୍ରାଣ୍ଡ୍ କମ୍ବୋ ପ୍ଲାନ୍ କିଛି ସର୍କଲରେ ଚାଲିଛିଯ ଏଥିରେ ଇଣ୍ଟରନେଟ୍ ୨୦୦…

ବିଶ୍ବର ସବୁଠାରୁ ଛୋଟ ମୋବାଇଲ ଫୋନ୍ : ଜାଣନ୍ତୁ ଏହାର ଦାମ୍

ନୂଆଦିଲ୍ଲୀ : ବିଶ୍ବର ସବୁଠାରୁ ଛୋଟ ମୋବାଇଲ ଫୋନ୍ ଲଞ୍ଚ ହୋଇଛି। ୟୁକେର କମ୍ପାନୀ Zini Mobiles ବିଶ୍ବର ସବୁଠାରୁ ଛୋଟ ମୋବାଇଲ ଫୋନ୍  Zanco tiny t2 ଲଞ୍ଚ କରିଛି। 3G ଟେକ୍ନୋଲୋଜି  ଥିବା ଏହି ଫୋନର ସାଇଜ୍   ମଣିଷର ଅଙ୍ଗୁଳି ମାପର ହେବ ଭଳି  ବୋଲି କୁହାଯାଉଛି। ଏହା ପୂର୍ବରୁ କମ୍ପାନୀ…

ଦିଲ୍ଲୀ ଜୋତା କାରଖାନାରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ଦିଲ୍ଲୀ ମାୟାପୁରୀ ଅଞ୍ଚଳରେ ଶନିବାର ଏକ ଜୋତା କାରଖାନାରେ ନିଆଁ ଲାଗିଯାଇଛି। ନିଆଁକୁ ଆୟତ୍ତ କରିବା ଲାଗି ୨୩ଟି ଦମକଳ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ୯୦ ଜଣ ଅଗ୍ନିସମ କର୍ମଚାରୀ ଲୋକଙ୍କ ଉଦ୍ଧାର ସହ ନିଆଁ ଲିଭାଇବା କାମରେ ଲାଗିଛନ୍ତି। ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ କେହି…

ଉର୍ବଶୀ ରୋତେଲାଙ୍କୁ ବ୍ଲକ୍‌ କଲେ କ୍ରିକେଟିୟର ଋଷଭ ପନ୍ଥ

ବଲିଉଡ୍‌ ଜଗତର କ୍ରିକେଟ୍‌ ସହ ସମ୍ପର୍କ ବେଶ୍‌ ପୁରୁଣା। ପୁଣିଥରେ କ୍ରିକେଟର ଓ ବଲିଉଡ୍‌ର ନାମ ଏକାଠି ଯୋଡ଼ି ହୋଇଛି। କିନ୍ତୁ ଏଥରକ ମାମଲା ସମ୍ପୂର୍ଣ୍ଣ ଭିନ୍ନ। ରିପୋର୍ଟ ମୁତାବକ, ଭାରତୀୟ କ୍ରିକେଟ୍‌ ଟିମ୍‌ର ଓ୍ଵିକେଟ୍‌ କିପର ଋଷଭ ପନ୍ଥ ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୋତେଲାଙ୍କୁ ବ୍ଲକ୍‌…

ବିଜେପି ସଭାପତିଙ୍କ ନାମରେ କଟିଲା ଚାଲାଣ

ନବରଙ୍ଗପୁର : ନବରଙ୍ଗପୁରର ବାଇକ୍‌, ଝାରସୁଗୁଡାରେ କଟିଲା ଫାଇନ୍‌ ଚାଲାଣ । ନବରଙ୍ଗପୁର ଜିଲ୍ଲା ବିଜେପି ସଭାପତିଙ୍କ ନିଟକକୁ ଆସିଛି ଏଭଳି ମେସେଜ୍‌ । କାହ୍ନୁ ଦାଶ ବାଇକ ନେଇ କେବେ ଝାରସୁଗୁଡା ଯାଇନାହାନ୍ତି । ହେଲେ ତାଙ୍କ ପାଖକୁ ଆସିଛି ୫୦୦ ଟଙ୍କାର ଫାଇନ୍‌ ମେସେଜ୍‌ । ତାଙ୍କ…

ସେଣ୍ଟ୍ରାଲ ଏକ୍ସସାଇଜ୍ ଡେପୁଟି କମିଶନରଙ୍କ ଘରେ ସିବିଆଇ

ରାଉରକେଲା : ସେଣ୍ଟ୍ରାଲ ଏକ୍ସସାଇଜ୍ ଡେପୁଟି କମିଶନର ଆସିକ ଜମାଲଙ୍କ ଘରେ ସିବିଆଇ ରେଡ୍ କରିଛି । ରାଉରକେଲା ସେକ୍ଟର ୬ ସ୍ଥିତ ସି / ୮୧ ଘରେ ଚଢ଼ାଉ କରିଛି ସିବିଆଇ । ରାଞ୍ଚିରୁ ଆସିଥିବା ଟିମ୍ ଚଢ଼ାଉରେ ସାମିଲ ଅଛନ୍ତି । ଏହା ପୂର୍ବରୁ ଜମାଲ ମୁମ୍ବାଇରେ କଷ୍ଟମ ବିଭାଗରେ କାମ କରୁଥିବାର…

ଏସ୍‌ସିବି ଆଇସିୟୁରୁ କଏଦୀ ଫେରାର

କଟକ : କଟକ ଏସସିବି ମେଡିକାଲ ସେଣ୍ଟ୍ରାଲ୍ ଆଇସିୟୁରୁ ଅଭିଯୁକ୍ତ ଫେରାର ହୋଇଯାଇଛି । ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ଆଲୋକ ସାହୁ । ଆଲୋକକୁ କଟକ ବଡ ମେଡିକାଲ ଆଇସିୟୁରେ ଭର୍ତ୍ତି କରିଥିଲା ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ପୋଲିସ । ଫିନାଇଲ୍‌ ପିଇ ଗୁରୁତର ହେବା ପରେ ଅଭିଯୁକ୍ତକୁ…

ଆଇଇଏସ୍ ପରୀକ୍ଷାରେ ଓଡିଆ ପୁଅ ଟପ୍ପର

ଭୁବନେଶ୍ୱର : ଆଇଇଏସ୍ ପରୀକ୍ଷାରେ ଓଡିଆ ଛାତ୍ର ଅଂଶୁମାନ କାମିଲା ଟପ୍ପର ହୋଇଛନ୍ତି । ଆଇଇଏସ୍ ହେଉଛି ଇଣ୍ଡିଆନ ଇକୋନୋମିକ ସର୍ଭିସ । ତେବେ ଆଇଏସ ପରୀକ୍ଷାରେ ମୋଟ୍ ୩୨ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ଅଂଶୁମାନ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଅଂଶୁମାନ ହେଉଛନ୍ତି ପ୍ରତିଷ୍ଠିତ…