ଜଗନ୍ନାଥଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ
ବ୍ରହ୍ମପୁର : ଗଞାମ ଜିଲ୍ଲା ଶେରଗଡ ବ୍ଳକ୍ ଗୋଠ ଗାଁରେ ଜଣେ ନାବାଳକ ଅଜଣା ରୋଗରେ ଆକ୍ରାନ୍ତ । ଗାଁର ପ୍ରଭାକର ପ୍ରଧାନଙ୍କ ସାନ ପୁଅ ଜଗନ୍ନାଥ ପ୍ରଧାନ ଅଜଣା ରୋଗରେ ଦିନ କାଟୁଛି । ଶିଶୁର ଶରୀର ସାରା ପୋଡିଗଲା ଭଳି ଦେଖାଯାଉଛି । ତେବେ ରୋଗ କଣ ଜଣାପଡୁନାହିଁ । ଏଥିପାଇଁ ଚିନ୍ତାରେ ପରିବାର…
