Odia News Portal

ଦିଲ୍ଲୀ ହସ୍ପିଟାଲରେ ପୁଣି ଭର୍ତ୍ତି ହେଲେ ଋଷି କପୁର

ବଲିଉଡ ଅଭିନେତା ଋଷି କପୁରଙ୍କୁ ନେଇ ପୁଣି ଏକ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ ଋଷି କପୁରଙ୍କ ସ୍ୱାସ୍ଥ୍ୟ ଅଚାନକ ଖରାପ ହୋଇଯିବା କାରଣରୁ ତାଙ୍କୁ ଦିଲ୍ଲୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଜଣାପଡିନାହିଁ ଯେ ତାଙ୍କୁ ହସ୍ପିଟାଲରେ କାହିଁକି…

ପୁଣି ଅଶାନ୍ତ ଦିଲ୍ଲୀର ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟ, ଅଧରାତିରେ ଫୁଟିଲା ଗୁଳି

ନୂଆଦିଲ୍ଲୀ : ପୁଣି ଅଶାନ୍ତ ଦିଲ୍ଲୀର ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟ। ଅଧରାତିରେ ଫୁଟିଛି ଗୁଳି। ବିଶ୍ୱଦ୍ୟାଳୟର ୫ ନମ୍ବର ଗେଟ୍‌ ନିକଟରେ ଫାୟାରିଂ ହୋଇଛି। ୨ଜଣ ଦୁର୍ବୃତ୍ତ ଏକ ସ୍କୁଟିରେ ଆସି ଗୁଳି ଫୁଟାଇ ଫେରାର ହୋଇଯାଇଥିଲେ। ସେଠାରେ ଥିବା ଛାତ୍ରମାନେ ଭୟଭୀତ ହୋଇ ଘଟଣାସ୍ଥଳରୁ ପଳାଇ…

ସ୍ଵାଦିଷ୍ଟ ଏବଂ ସୁସ୍ଥ ଗଜାମୁଗ ଚାଟ୍

ଭୁବନେଶ୍ଵର : ଗଜାମୁଗ ଖୁବ୍ ସ୍ଵାସ୍ଥ୍ୟକର। ଏହାକୁ ଖାଇବାକୁ ମଧ୍ୟ ଖୁବ୍ ଲୋକ ପସନ୍ଦ କରନ୍ତି। ଗଜାମୁଗକୁ ବହୁ ଲୋକ ଝାଲ କରି ମଧ୍ୟ ଖାଇ ଥାଆନ୍ତି। ତେବେ ଆମେ ଆପଣଙ୍କୁ ଗଜାମୁଗର ଏକ ସ୍ଵତନ୍ତ୍ର ପ୍ରଣାଳୀରେ ଗଜାମୁଗ ଚାଟ୍ ବିଷୟରେ କହିବାକୁ ଯାଉଛୁ। ଯାହାକୁ ପ୍ରସ୍ତୁତ କରିବା ଖୁବ୍ ସହଜ।…

ଦିଲ୍ଲୀ ପ୍ରଚାରରେ ମାତିଛନ୍ତି ଓଡିଶାର ହାରୁ ନେତା, ଫଳ ଓଲଟିଲେ ନାମ ନେବା ସମ୍ଭାବନା

ଭୁବନେଶ୍ୱର : ଦିଲ୍ଲୀ ବିଧାନସଭା ନିର୍ବାଚନ ଉପରେ ସମଗ୍ର ଦେଶ ତଥା ବିଦେଶର ନଜର ଥିବାବେଳେ ଓଡିଶାର କିଛି ନେତାଙ୍କ ଉପରେ ଲୋକେ ନଜର ରଖିଛନ୍ତି । ରାଜ୍ୟରେ ବାରମ୍ବାର ନିର୍ବାଚନରେ ହାରିଥିବା ଓ ଟିକଟ ଖଣ୍ଡେ ପାଇବାପାଇଁ ଡହଳ ବିକଳ ହେଉଥିବା ବହୁ ନେତା ଏବେ ଦିଲ୍ଲୀରେ ବିଭିନ୍ନ ରାଜନୈତିକଦଳ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ସ୍ବରାଶିସ୍ଥ ଚନ୍ଦ୍ର ଯୋଗୁ ଆପଣ ପାରିବାରିକ ସ୍ତରରେ ଅନ୍ୟ କାହାର କଥା ଶୁଣି ବ୍ୟସ୍ତ ହୁଅନ୍ତୁ ନାହିଁ। ଅସମର୍ଥିତ ସୂତ୍ରରୁ ଶୁଣିଥିବା ବନ୍ଧୁଙ୍କ ଦୁଃଖଦ ପରିସ୍ଥିତି ପାଇଁ ମନ ଛଟପଟ ହୋଇପାରେ। ସତର୍କତା ଅଭାବରୁ ହାତ ମୁଠାରୁ ସୁ୍‌ଯୋଗ ଖସିଯିବାର ଆଶଙ୍କା ରହିଛି । ସାହିତ୍ୟ,…

ଶିକ୍ଷାଗତ ଯୋଗ୍ୟତା ବିବାଦ, କଂଗ୍ରେସକୁ ଜବାବ ଦେଲେ ସାଂସଦ ଅନୁଭବ

ଭୁବନେଶ୍ୱର : ସାଂସଦ ଅନୁଭବ ମହାନ୍ତିଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଉଠିଛି ବିବାଦ । ଅନୁଭବଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି । ଯାହାର ଜବାବ ଦେଇଛନ୍ତି ଅନୁଭବ ମହାନ୍ତି । ସେ କହିଛନ୍ତି କଂଗ୍ରେସର ଅଭିଯୋଗରେ କୌଣସି ସତ୍ୟତା ନାହିଁ, ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ ।…

ଏନଡିଆରଏଫ ଟିମ ପକ୍ଷରୁ ଚନ୍ଦ୍ରଭାଗା ବେଳା ଭୂମି ସଫେଇ

ପୁରୀ : ଏନଡିଆରଏଫ ଟିମ ପକ୍ଷରୁ ଚନ୍ଦ୍ରଭାଗା ବେଳା ଭୂମି ସଫେଇ କରାଯାଇଛି ।  ସ୍ଵଛ୍ଛ ଭାରତ ଓ ନିର୍ମଳ ଭାରତ ନିମନ୍ତେ ଆମ ପରିଵେଶକୁ ଆମେ ନିଜେହିଁ ସଫା ରଖିଵା ଉଚିତ ଏହି ଵାର୍ତା ନେଈ ଆଜି ଚନ୍ଦ୍ରଭାଗା ବେଳାଭୂମିରେ ଏନ ଡି ଆର ଏଫ ର ଟିମ ସଫେଈ  କରି ବେଳାଭୂମିକୁ ଅଳିଆ ଆଵର୍ଜନା ମୁକ୍ତ…

ରାମହରି ଦାସ ଓଡିଶୀ ଗୁରୁକୂଳର ପ୍ରତିଷ୍ଠା ଦିବସ ଅନୁଷ୍ଠିତ 

ପୁରୀ : ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବୀରଗୋବିନ୍ଦପୁର ଛକ ନିକଟ ବଡହାଟ ଗ୍ରାମରେ ଅବସ୍ଥିତ ରାମହରି ଦାସ ଓଡିଶୀ ଗୁରୁକୂଳର ପ୍ରତିଷ୍ଠା ଦିବସ ଗୁରୁକୂଳ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠା ଦିବସକୁ ଅନୁଷ୍ଠାନ ବିଦ୍ୟାର୍ଥୀଙ୍କ ଉପଲକ୍ଷେ  ବିଦ୍ୟାର୍ଥୀ ଦିବସ  ଭାବରେ…

ଚିଲିକାରେ ବୁଡିଗଲା ଡଙ୍ଗା, ୭ ଗୁରୁତର

ଭୁବନେଶ୍ୱର : ପୁଣି ଚିଲିକାରେ ଡଙ୍ଗା ବୁଡିଛି। ରବିବାର ୨୫ ଜଣ ଯାତ୍ରୀ କାଳିଜାଇ ଦର୍ଶନ ସାରି ଡଙ୍ଗାରେ ଫେରୁଥିବାବେଳେ ଚିଲିକା ମଝିରେ ଡଙ୍ଗାଟି ବୁଡିଯାଇଥିଲା। ଫଳରେ ସେଥିରେ ଥିବା ଯାତ୍ରୀଙ୍କୁ ଅନ୍ୟ ମତ୍ସ୍ୟଜୀବୀ ଡ଼ଙ୍ଗାରେ ଉଦ୍ଧାର କରିଥିଲେ। ସେମାନଙ୍କ ମଧ୍ୟରୁ ୫ ଜଣ ଗୁରୁତର ଅଛନ୍ତି ।…

ଲଜ୍ଜାଜନକ ଘଟଣା, ମାଇଁକୁ ବାହା ହେଲେ ଭଣଜା

ପଟ୍ଟାମୁଣ୍ଡାଇ: ମାଇଁକୁ ବାହା ହେଲେ ଭଣଜା । ସ୍ୱାମୀଙ୍କୁ ଛାଡ଼ି ଭଣଜାର ହାତ ଧରିଲେ ମାଇଁ । ଏଭଳି ଲଜ୍ଜାଜନକ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ମଣ୍ଡପଡ଼ା ଗାଁରେ । କଳସପୁର ଗାଁର ସଂପୃକ୍ତ ମହିଳା ଗତ ୭ ମାସ ତଳେ ମଣ୍ଡପଡ଼ାର ଜଣେ ଯୁବକଙ୍କୁ ବୈଦିକ ରୀତିରେ…