Odia News Portal

କୋରୋନା ଭାଇରସ୍‌ : ମୁଣ୍ଡରେ ପ୍ଲାଷ୍ଟିକ ବୋତଲ ପୂରାଇ ବୁଲୁଛନ୍ତି ଲୋକେ

ଚୀନର ବୁହାନ ସହରରୁ ବ୍ୟାପିଥିବା କୋରୋନା ଭାଇରସ ଯୋଗୁ ଏବେ ସାରା ପୃଥିବୀବାସୀ ଆତଙ୍କିତ। ଏହି ଭାଇରସ ଯୋଗୁ ବର୍ତ୍ତମାନ ପର୍ଯ୍ୟନ୍ତ ୨୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇସାରିଥିବା ବେଳେ ଶତାଧିକ ଗୁରୁତର ହୋଇପଡ଼ିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଭାଇରସ୍‌କୁ ନେଇ ଚିନ୍ତାବ୍ୟକ୍ତ…

ଇତିହାସ ରଚିଲା ଭାରତ, ୫-୦ରେ ପୋଛି ନେଲା ଟି-୨୦

ମାଉଣ୍ଟ ମୌଙ୍ଗାନୁଇ : ବିଦେଶ ମାଟିରେ ଟିମ୍‌ ଇଣ୍ଡିଆର ଆଉ ଏକ ବଡ଼ ସଫଳତା । ନ୍ୟୁଜିଲାଣ୍ଡ ମାଟିରେ ଭାରତୀୟ କ୍ରିକେଟ୍‌ ଦଳର ଐତିହାସିକ ବିଜୟ । ୫-୦ରେ ପୋଛି ନେଲା ଟି-୨୦ ସିରିଜ୍‌ । ବୁମରା, ସାଇନି ଓ ଠାକୁର ନିଜ ଭିତରେ ୭ଟି ଓ୍ଵିକେଟ୍‌ ବାଣ୍ଟି ନେଲେ ଏବଂ ଏଠରେ ଆଜି ଖେଳା ଯାଇଥିବା ପଞ୍ଚମ…

ବିପ୍ଲବୀ ରବି ସିଂଙ୍କର ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ୟ୍ୟାଦା ସହ କରାଯିବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର() ବିପ୍ଲବୀ କବି ରବି ସିଂହଙ୍କ ପରଲୋକ । କବି ରବି ସିଂଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ଟୁଇଟ୍ କରି ଲେଖିଛନ୍ତି: ବିପ୍ଳବୀ କବି ରବି ସିଂଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଆ ସାହିତ୍ୟ ଜଗତକୁ ସମୃଦ୍ଧ କରିଥିବା…

ଅଭିନେତ୍ରୀଙ୍କ ୧୨ ଦିନରେ ଭାଙ୍ଗିଗଲା ବାହାଘର, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ମୁମ୍ବାଇ()  ଅଭିନେତ୍ରୀ ତଥା ମଡେଲ ପାମେଲା ଆଣ୍ଡରସନଙ୍କ ବୈବାହିକ ଜୀବନ ମାତ୍ର ୧୨ ଦିନ ପରେ ଭାଙ୍ଗି ଯାଇଛି। ମୋଗୁଲ ଜନ ପିଟର୍ସଙ୍କ ସହ ଜାନୁୟାରୀ ୨୦ରେ ପାମେଲାଙ୍କର ବିବାହ ହୋଇଥିଲା। କାଲିଫର୍ନିଆର ମାଲିବୁରେ ଏକ ଘରୋଇ ଉତ୍ସବରେ ଏହି ବିବାହ କରାଯାଇଥିଲା। ହଲିଉଡ ରିପୋଟର୍ସର…

ଏଣିକି ହୋମ୍ ଡେଲିଭରି ହେବ ମଦ

ପଞ୍ଜାବ () ଏବେ ଚାଲିଛି ଅନଲାଇନ ଯୁଗ । ଘରେ ବସି ସବୁ ଜିନିଷ ଆମେ ପାଇପାରୁଛୁ । ତେବେ ଏବେ ଖାଦ୍ୟ ଭଳି ମଦ ବି ଆପଣଙ୍କ ଘରେ ଆସି ପହଂଚିଯିବ । ଏମିତି କିଛି ଯୋଜନା ଆଣିବାକୁ ଯାଉଛନ୍ତି ପଞ୍ଜାବ ସରକାର । ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ଅଧ୍ୟକ୍ଷତାରେ ବସିଥିବା…

୬ ତାରିଖ ଯାଏଁ ଏହି ସବୁ ଜିଲ୍ଲାରେ ବର୍ଷା ଲାଗିରହିବ

ଭୁବନେଶ୍ୱର() ଆସନ୍ତା ୬ ତାରିଖ ପର୍ୟ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକା ବର୍ଷା ଲାଗିରହିବ। କୋହଲା ପାଗ ସାଙ୍ଗକୁ କେତେକ ସ୍ଥାନରେ ଘୂର୍ଣ୍ଣିଝଡ଼ ହେବାର ସମ୍ଭାବନା ରହିଛି। ଏନେଇ ଆଜି ସୂଚନା ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଲଗାତାର ୩ ଦିନ ଧରି ରାତିର ସର୍ବନିମ୍ନ…

ଓଡିଶାକୁ ନିରାଶ କଲେ ଅର୍ଥକମିଶନ

ନୂଆଦିଲ୍ଲୀ() ଓଡିଶାକୁ ହତାସ କଲେ ଅର୍ଥକମିଶନ । କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶଧନ ୨୦୨୦-୨୧ ଆର୍ଥିକ ବର୍ଷରୁ ହ୍ରାସ ପାଇଛି। ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିସ୍ ଆଧାରରେ କେନ୍ଦ୍ର ସରକାର କେନ୍ଦ୍ରୀୟ ଟିକସରେ ରାଜ୍ୟଗୁଡ଼ିକୁ ଦେଉଥିବା ଅଂଶଧନକୁ ୪୨ରୁ ୪୧ପ୍ରତିଶତକୁ ହ୍ରାସ କରିଛନ୍ତି।…

ବିପ୍ଲବୀ କବି ରବି ସିଂହଙ୍କ ପରଲୋକ

କଟକ ()ବିପ୍ଲବୀ କବି ରବି ସିଂହଙ୍କ ପରଲୋକ । କଟକ ସ୍ଥିତ ବାସଭବନରେ ୮୯ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ କବି ଓ ସାହିତ୍ୟିକ ମହଲରେ ଶୋକର ଛାୟା ଖେଳିଯାଇଛି । ସୋଆ ଲିଟେରାରୀ ଫେଷ୍ଟିଭାଲରେ ଶୋକ ପ୍ରକାଶ କରିଛନ୍ତି କବି ଓ ସାହିତ୍ୟିକ । କବି ରବି ସିଂହ…

ବାପୁଜୀନଗରରେ ଆଜିଠୁ ୱାନ ୱେ, ନମାନିଲେ ଜୋରିମାନା

ଭୁବନେଶ୍ୱର() ବାପୁଜୀନଗରରେ ନୂଆ ଟ୍ରାଫିକ୍ ପ୍ଲାନ୍ । ୨୧ ତାରିଖରେ ଏ ନେଇ ପ୍ରସ୍ତୁତ ନକ୍ସାକୁ ବିଏମ୍ସି ମୋହର ମାରିବା ପରେ ରବିବାରଠାରୁ ଏହାକୁ କାର୍ୟ୍ୟକାରୀ କରାଯାଉଥିବା ନେଇ କମିସନରେଟ୍ ପୁଲିସ ପକ୍ଷରୁ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇଛି। ବାପୁଜୀନଗର ପରିସର ଓ କଳ୍ପନାରୁ…

ସୁସ୍ଥ ଶରୀର ପାଇଁ ସେବନ କରନ୍ତୁ ହଳଦୀ ମିଶା କ୍ଷୀର, ଦୂର ହେବ ଅନେକ ସମସ୍ୟା

ଭୁବନେଶ୍ୱର : ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ ହଳଦୀ କ୍ଷୀର । ଦେହ ଦରଜ ସହ ଥଣ୍ଡାକାଶ ପାଇଁ ହଳଦୀ ମିଶାଇ ଉଷୁମ କ୍ଷୀର ପିଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ । ଯଦି ଆପଣଙ୍କୁ ଥକ୍କାପଣ ଅନୁଭବ ହେଉଥିବ ତାହେଲେ ମଧ୍ୟ ଏହି ହଳଦୀ ମିଶା କ୍ଷୀର ପିଇବା ଦ୍ୱାରା ସତେଜ ଆପଣ ଅନୁଭବ କରିବେ ।…