Odia News Portal

ଖାଲି ପେଟରେ ଖାଆନ୍ତୁ ଗାଜର, ମିଳିବ ଅନେକ ଫାଇଦା

ଗାଜର ରସ ସେବନ କରିବା ଦ୍ବାରା ରକ୍ତବୃଦ୍ଧି ହୋଇଥାଏ। ମଧୁମେହ ରୋଗକୁ ଛାଡ଼ି ଗାଜର ପ୍ରାୟତଃ ସମସ୍ତ ରୋଗ ପାଇଁ ସେବନ କରାଯାଇପାରିବ। ଗାଜର ରସରେ ଭିଟାମିନ୍ ଏ,ବି,ସି,ଡି,ଇ,ଜି ଏବଂ କେ ମିଳିଥାଏ। ଗାଜର ଜୁସ୍ ପିଇଲେ କିମ୍ବା କଞ୍ଚା ଗାଜର ଖାଇବା ଦ୍ବାରା କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି…

ଆଜି ଶ୍ରୀଲଙ୍କାକୁ ଭେଟିବ ଭାରତ

ଗୌହାଟୀ : ଭାରତୀୟ କ୍ରିକେଟ୍ ଦଳ ୨୦୨୦ର ଅଭିଯାନ ଟ୍ବେଣ୍ଟି-୨୦ରୁ ହିଁ ଆରମ୍ଭ କରିବ। ଚଳିତ ବର୍ଷର ପ୍ରଥମ ମୁକାବିଲା ରେ କୋହଲି ବାହିନୀ ଆଜି ଦିନ ପଡ଼ୋଶୀ ଶ୍ରୀଲଙ୍କାକୁ ଭେଟିବ। ଏହା ମଧ୍ୟ ୨୦୨୦ ଋତୁରେ ଉଭୟ ଭାରତ ଏବଂ ଶ୍ରୀଲଙ୍କାର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ହେବ। ଗୌହାଟୀ ବର୍ଷାପଡା…

ଆଜିଠୁ ପୁଣି ବଢିବ ଶୀତ, ପ୍ରବଳ ଜାଡରେ ଥରିଵ ଓଡ଼ିଶା

ଭୁବନେଶ୍ବର  : ରାଜ୍ୟରେ ଦୁଇ ଦିନ ଧରି ବର୍ଷା ଲାଗି ରହିବା ପରେ ଛାଡି ଯାଇଛି। ବର୍ଷା ଛାଡିବା ପରେ ଆଜିଠୁ ପୁଣି ବଢିବ ଶୀତ। ପ୍ରବଳ ଜାଡରେ ଥରିବ ସାରା ଓଡ଼ିଶା। ଅଧିକାଂଶ ସ୍ଥାନରେ ତାପମାତ୍ରା ୩ରୁ ୪ଡିଗ୍ରୀ ଖସିଯିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅଧିକାଂଶ ସ୍ଥାନରେ…

କୁକୁଡା ଅଣ୍ଡା ନା ବତକ ଅଣ୍ଡା, କେଉଁଟି ଅଧିକ ଉପକାରୀ

ସ୍ବାଦିଷ୍ଟ ଖାଦ୍ୟ ଖାଇବା କାହାକୁ ବା ପସନ୍ଦ ନୁହେଁ। ହେଲେ ଏମିତି ବହୁତ କମ ଆଇଟମ୍ ରହିଛି ଯାହା ସ୍ବାଦିଷ୍ଟ ହେବା ସହ ପୁଷ୍ଟିକର ମଧ୍ୟ । ଏପରି ଖାଦ୍ୟଟିଏ ହେଲା ଅଣ୍ଡା । ଯାହା ଖାଇବା ପାଇଁ ସ୍ବାଦିଷ୍ଟ ହେବା ସହ ସ୍ବାସ୍ଥ୍ୟ ପାଇଁ ଅନେକ ମାତ୍ରାରେ ହିତକର। ଅଣ୍ଡା ଖାଇଲେ ଶରୀରକୁ ପ୍ରୋଟିନ,…

ମହିଳା ମାମଲା ଦେଖିଲେ ପୁଲିସ୍‍ ଛାତି ଧଡ ଧଡ

ଭୁବନେଶ୍ୱର : ଓଡିଶା ପୁଲିସ୍‍କୁ ଏବେ ମହିଳା ମାମଲା ଅଡୁଆ । ଅବସ୍ଥା ଏଭଳି ହେଲାଣି ଯେ ଏଭଳି ମାମଲା ଦେଖିଲାମାତ୍ରେ ପୁଲିସ୍‍ ଛାତି ଧଡ ଧଡ ହେଉଛି । ତେଣୁ ମହିଳା ସଂକ୍ରାନ୍ତୀୟ ମାମଲାରୁ କିଭଳି ରକ୍ଷା ପାଇବେ ଓ ଅନ୍ୟକୁ ଆଗକୁ ଠେଲି ନିଜେ ଖସିବେ ସେଥିପାଇଁ ପୁଲିସ୍‍ ବିଭାଗରେ ଜୋରଦାର କସରତ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଆଜିର ଶ୍ରୀଚନ୍ଦ୍ର ଆପଣଙ୍କୁ ଉଚ୍ଚ ସମ୍ମାନ, କାର୍ଯ୍ୟସାଧନ, ମିତ୍ରତା ବୃଦ୍ଧି, ବିବାଦର ସମାଧାନ କରିବା ଦିଗରେ ସହାୟକ ହେବ। ନିଜ ରାଶିରେ ମଙ୍ଗଳ ଓ ସ୍ବଗୃହାଭିମୁଖୀ ଚନ୍ଦ୍ର ଆପଣଙ୍କୁ ମାନସିକ ଓ ଶାରୀରିକ ସୁସ୍ଥତା ପ୍ରଦାନ କରିବେ। ଯାତ୍ରା, ଗୃହାରମ୍ଭ, ଅନ୍ୟାନ୍ୟ ପ୍ରତ୍ୟେକ…

ଲଞ୍ଚ ହେଲା Vivo S1 Pro , ମିଳିବ ଡାଇମଣ୍ଡ ସେପର କ୍ୟାମେରା

Vivo  କମ୍ପାନୀ ଭାରତୀୟ ବଜାରରେ ସ୍ମାର୍ଟ ଫୋନ Vivo S1 Pro କୁ ଲଞ୍ଚ କରିଛି । ଗତ ବର୍ଷ ଅଗଷ୍ଟ ମାସରେ କମ୍ପାନୀ ସିରିଜର Vivo S1କୁ ମାର୍କେଟରେ ଲଞ୍ଚ କରିଥିଲା । Vivo S1 Pro ନିଜ ପଛ କ୍ୟାମେରାକୁ ଡାଇମଣ୍ଡ ଆକାରର କରିଛି । ଅନ୍ୟପକ୍ଷରେ ଏହି ଫୋନର ଦର କମ୍ପାନୀ ଭାରତୀୟ ମୁଦ୍ରା…

ମିଠୁକୁ ନେଇ ବିବାଦୀୟ ବୟାନ ଦେଲେ ସନ୍ନି

ପର୍ଣ୍ଣଷ୍ଟାରରୁ ବଲିଉଡ୍‌ ଅଭିନେତ୍ରୀ ପାଲଟିଥିବା ସନ୍ନି ଲିଓନି ଏବେ ହିନ୍ଦୀ ଫିଲ୍ମ ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଛନ୍ତି। ତେବେ ନିକଟରେ ଏହି ଅଭିନେତ୍ରୀ ଏକ ଏଭଳି ମନ୍ତବ୍ୟ ଦେଇଛନ୍ତି ଯାହା ତାଙ୍କୁ ବିବାଦ ଘେରକୁ ଟାଣି ନେଇଛି। ସନ୍ନି କହିଛନ୍ତି ଯେ ସେ ଏକ ଦ୍ୱନ୍ଦ୍ୱରେ…

ଭିତରକନିକାରେ ଶେଷ ହେଲା କୁମ୍ଭୀର ଗଣନା

ରାଜନଗର : ଭିତରକନିକା ଜାତୀୟ ଉଦ୍ୟାନରେ ଶେଷ ହୋଇଛି କୁମ୍ଭୀର ଗଣନା । ଗତବର୍ଷ ତୁଳନାରେ ୧୫ଟି କୁମ୍ଭୀର ବଢି ୧୭୫୭ରେ ସଂଖ୍ୟା ପହଞ୍ଚିଛି । କୁମ୍ଭୀର ବିଶାରଦ ସୁଧାକର କରଙ୍କ ନେତୃତ୍ୱରେ କରାଯାଇଥିଲା । ୫୪ଟି ପର୍ଯ୍ୟାୟରେ ୨୩ଟି ଟିମ୍‌ଙ୍କ ଦ୍ୱାରା କୁମ୍ବୀର ଗଣନା କରାଯାଇଥିଲା । ମୋଟ୍‌…

ଦୂତୀଙ୍କୁ ପ୍ରଶଂସା କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ() ୱାର୍ଲ୍ଡ ୟୁନିଭର୍ସ ଗେମ୍ସରେ ସଫଳତା ପାଇବା ପରେ ଦୂତିଙ୍କୁ ପ୍ରଶଂସା କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି କହିଥିଲେ ୱାର୍ଲ୍ଡ ୟୁନିଭର୍ସ ଗେମ୍ସରେ ସଫଳତା ପାଇବା ସହ ଦେଶ ପାଇଁ ଗୌରବ ଆଣିଥିଲେ ଓଡିଆ ଝିଅ ଦୂତୀ ଚାନ୍ଦ । ଗତକାଲି ରାଷ୍ଟ୍ରପତି ଭବନରେ…