Odia News Portal

ନୂଆବର୍ଷରେ ବୌଦ୍ଧ ଜିଲ୍ଲାବାସୀଙ୍କୁ ନବୀନଙ୍କ ଭେଟି

ଭୁବନେଶ୍ୱର() ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକ ସେବା ଭବନରେ ଭିଡିଓ କନଫରେନସିଂ ଜରିଆରେ ବୌଦ୍ଧ ଜିଲ୍ଲା ମହୋତ୍ସବ ଉଦଘାଟନ କରିଛନ୍ତି । ଏହି ମହୋତ୍ସବ ଜିଲ୍ଲା ତଥା ରାଜ୍ୟରେ କଳାରେ ପ୍ରସାରରେ ସଫଳ ହେବା ସହିତ କଳାକାର ମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ…

ନିରଂଜନ ହେଲେ ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦେଶକ

ଭୁବନେଶ୍ୱର() ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ନିଦେ୍ର୍ଧଶକ ତଥା ଯୁଗ୍ମ ଶାସନ ସଚିବ ଭାବେ କାର୍ଯ୍ୟ କରୁଥିବା ନିରଂଜନ ସେଠୀଙ୍କର ନିଦେ୍ର୍ଧଶକ ପଦବୀକୁ ପଦନ୍ନୋତି ହୋଇଛି । ତାଙ୍କର ୩୦ ବର୍ଷ କାର୍ଯ୍ୟକାଳ ମଧ୍ୟରେ ବିଭିନ୍ନ ସମୟରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଲୋକ…

ସାତକୋଶିଆରୁ ଫେରିଯିବ ସୁନ୍ଦରୀ

ଭୁବନେଶ୍ୱର() ସାତକୋଶିଆ ରୁ ଖୁବଶୀଘ୍ର ଫେରିଯିବ ବାଘୁଣୀ ସୁନ୍ଦରୀ । ଏନେଇ ମଧ୍ୟପ୍ରଦେଶ ଚିଫ ଓ୍ବାଇଲ୍ଡ ଲାଇଫ ଓ୍ବାର୍ଡେନକୁ ଚିଠି ଲେଖି ଜଣାଇଲେ ଚିଫ୍ ଓ୍ବାଇଲ୍ଡ ଲାଇଫ ଓ୍ବାର୍ଡେନ ହରିଶଙ୍କର ଊପାଧ୍ୟାୟ । ଯେବେ ସୁବିଧା ହେବ ସେବେ ସୁନ୍ଦରୀ କୁ ନେଇପାରିବେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି…

ଟିକଟ ନପାଇବାରୁ ପ୍ରତିହିଂସା ପରାୟଣ ହୋଇ ଶାଳୀନତା ଭୁଲୁଛନ୍ତି ଲେଖାଶ୍ରୀ

ଭୁବନେଶ୍ୱର() ଶାଳୀନତା ରକ୍ଷା ସହିତ ନିମ୍ନରୁଚିର ମନ୍ତବ୍ୟ ନଦେବାପାଇଁ ବାରମ୍ବାର ଅନୁରୋଧ ସତ୍ତେ୍ୱ ବି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ଏଥିରୁ ନିବୃତ୍ତ ରହୁନାହାନ୍ତି । ପ୍ରତିହିଂସା ପରାୟଣ ସହିତ ବ୍ୟକ୍ତିଗତ ରାଗ ଶୁଝାଇବା ପାଇଁ ସେ ଏଭଳି ବକ୍ତବ୍ୟ ରଖୁଥିବା ବିଜେଡି ମୁଖପାତ୍ର…

ଅହିଂସା ମାଧ୍ୟମରେ ହିଁ ବିଶ୍ୱର ବିଭିନ୍ନ ସମସ୍ୟାର ସମାଧାନ କରାଯାଇ ପରିବ

ଭୁବନେଶ୍ୱର() କଥା, କାର୍ଯ୍ୟ ଓ ଚିନ୍ତାରେ ହିଂସା ତ୍ୟାଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଜଣାଇଛନ୍ତି । ଭୁବନେଶ୍ୱର ସ୍ୱାଧିନତା ସଂଗ୍ରାମୀ ପଡିଆରେ ୩୩ତମ ସ୍ୱାଧିନତା ସଂଗ୍ରାମୀ ମହୋତ୍ସବ ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଅହିଂସା ମାହାତ୍ମାଗାନ୍ଧୀଙ୍କ ବିଶ୍ୱକୁ…

ଆସିଲା ୩ୟ କିସ୍ତି ପିଏମ କିଷାନ

ଭୁବନେଶ୍ୱର() ପ୍ରଧାନମନ୍ତ୍ରୀ କୃଷକ ନିଧି ବା ପିଏମ କିଷାନ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କର୍ଣ୍ଣାଟକ ତୁମୁକୁରୁ ଠାରେ ପିଏମ କିଷାନ ତୃତୀୟ କିସ୍ତି ପ୍ରଦନ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ବର୍ଷକୁ ଦୁଇଥର ପିଏମ କିଷାନ ଟଙ୍କା ମିଳିବ । ଥରକୁ ୬ ହଜାର ଲେଖାଏଁ…

ସ୍ୱତନ୍ତ୍ର ଟ୍ରେନରେ କନଫର୍ମ ଟିକେଟ

ନୂଆଦିଲ୍ଲୀ()  ମାତ୍ରାଧିକ ଯାତ୍ରୀଭିଡା ସମୟରେ ପୂର୍ବରୁ ସ୍ୱତନ୍ତ୍ର ଟ୍ରେନ ମାନଙ୍କର ଚଳାଚଳର ଉପଲବ୍ଧି ସହିତ ଜନପ୍ରିୟ ରେଳମାର୍ଗ ମାନଙ୍କରେ ନିୟମିତ ଚଳାଚଳ କରୁଥିବା ଟ୍ରେନ ମାନଙ୍କରେ ଯାତ୍ରୀ ଭିଡକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ପୂର୍ବତଟ ରେଳପଥରୁ ଏବଂ ଏହା ମଧ୍ୟଦେଇ ଦେଶର ବିଭିନ୍ନ…

କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପୁଣି ଥରେ ଓଡିଶା ପୁରସ୍କୃତ

ଭୁବନେଶ୍ୱର() ଓଡିଶାକୁ କୃଷି କର୍ମଣ ପୁରସ୍କାର । କୃଷି କ୍ଷେତ୍ରରେ ଉକ୍ରର୍ଷ ପ୍ରଦର୍ଶନ ପାଇଁ ଓଡିଶା ପୁରସ୍କୃତ ହୋଇଛି  । କର୍ଣ୍ଣାଟକ ତୁମୁଜୁରୁରେ ପୁରସ୍କାର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ଠାରୁ ପୁରସ୍କାର ଗ୍ରହଣ କଲେ କୃଷି ମନ୍ତ୍ରୀ ଅରୁଣ ସାହୁ ।

ବଦଳିଲା କମିଶନରେଟ୍ ପୋଲିସ ମୁଖ୍ୟାଳୟ ନାମ

ଭୁବନେଶ୍ୱର() ଆଜି କମିଶନରେଟ୍ ପୋଲିସର ୧୨ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ସପ୍ତମ ବାଟାଲିଆନରେ ସ୍ବତନ୍ତ୍ର କାର୍ୟ୍ୟକ୍ରମ ଆୟୋଜିତ ହୋଇଛି । ଆଜିଠୁ କମିଶନରେଟ୍ ପୋଲିସ ମୁଖ୍ୟାଳୟର ନାମ ପରିବର୍ତ୍ତନ ହୋଇ ପୋଲିସ ସେବା ଭବନ ଭାବେ ନାମିତ କରାଯାଇଛି । ପ୍ରତିଷ୍ଠା ଦିବସ ଅବସରରେ ଏହି ଘୋଷଣା…

ନିକୁଞ୍ଜ ବିହାରୀ ଧଳ ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ

ଭୁବନେଶ୍ୱର()  ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ୭ ଜଣ ବରିଷ୍ଠ ଓ କନିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ନୂତନ ଦାୟିତ୍ବ ପ୍ରଦାନ କରାଯାଇଛି। ପ୍ରଦୀପ୍ତ ମହାପାତ୍ରଙ୍କୁ ରାଜସ୍ୱ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ନିକୁଞ୍ଜ ବିହାରୀ ଧଳଙ୍କୁ ସ୍ୱାସ୍ଥ୍ୟ ପରିବାର…