Odia News Portal

ଡେବ୍ୟୁ ପାଇଁ ପ୍ରସ୍ତୁତ ଶାହରୁଖ୍‌ ଖାନଙ୍କ ପୁଅ ଅବରାମ ?

ନିକଟରେ ସ୍କୁଲର ଆନୁଆଲ୍‌ ପ୍ରୋଗ୍ରାମରେ ଲିପଷ୍ଟିକ୍‌ ଲଗାଇଥିବା ଶାହରୁଖ୍‌ ଖାନଙ୍କ ସାନ ପୁଅ ଅବରାମଙ୍କ ଫଟୋ ଖୁବ୍‌ ଚର୍ଚ୍ଚାରେ ଥିଲା । ବାପାଙ୍କ ହାତ ଧରି ଅବରାମ ଉଠାଇଥିବା କ୍ୟୁଟ ଫଟୋ ଫ୍ୟାନ୍ସ ମାନଙ୍କୁ ଖୁବ୍‌ ପସନ୍ଦ ଆସିଥିଲା । ଏବେ ଅବରାମଙ୍କ ଫଟୋ ସୁଟ୍‌ ସମୟର କିଛି ଫଟୋ ସାମ୍ନାକୁ…

ଭାଇରାଲ ହେଉଛି ସାରା ଅଲ୍ଲୀ ଖାନଙ୍କ ବିକିନି ପିନ୍ଧା ଫଟୋ

ମୁମ୍ବାଇ : ବଲିଉଡର ଚୁଲବୁଲି  ଆକଟ୍ରେସ୍ ସାରା ଅଲ୍ଲୀ ଖାନ୍ ନିଜର ଅଭିନୟକୁ ନେଇ ସବୁବେଳେ ରହିଥାନ୍ତି ଚର୍ଚ୍ଚାରେ। ଏବେ ସାରା ଅଲ୍ଲୀ ଖାନଙ୍କ ବିକନି  ପିନ୍ଧା ଫଟୋ ଖୁବ୍ ଚର୍ଚ୍ଚାରେ ରହିଛି। ସୋସିଆଲ ମିଡିଆରେ ସେୟାର କରିବା ପରେ ଲୋକମାନେ ବିଭିନ୍ନ ପ୍ରକାର କମେଣ୍ଟ ଦେଇଛନ୍ତି। ଯୋରଦାର…

ନୟାଗଡ଼ ଟାଉନରୁ ମହୀପୁର ଯାଏ ଗଡିଲା ଟ୍ରେନ୍‌

ନୟାଗଡ : ପ୍ରତିକ୍ଷାର ଅନ୍ତ । ନୟାଗଡ଼ ଟାଉନରୁ ମହୀପୁର ଯାଏ ଗଡିଲା ଟ୍ରେନ୍‌ । ନୟାଗଡ଼ ଟାଉନ୍‌ ରେଳ ଷ୍ଟେସନ୍‌ରେ ନୟାଗଡ଼ ଟାଉନ୍‌ ଓ ମହିପୁର ନୂଆ ରେଳ ଲାଇନ୍‌ର ଲୋକାର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆସନ୍ତାକାଲି ଠାରୁ ନିଦ୍ଧାରିତ ସମୟରେ ଟ୍ରେନ ଚଳାଚଳ କରିବେ ।…

କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ :

ଭୁବନେଶ୍ବର : ଡିସେମ୍ବର ୧୪ ତାରିଖରେ ନବରଙ୍ଗପୁର ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଏଯାଏଁ ପୋଲିସର ହାତ ଖାଲି ପଡ଼ିଛି । ତେବେ ଦୋଷୀକୁ ଶୀଘ୍ର ଗିରଫ ଦାବୀ ସହ ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ ପାଳନ କରାଯାଉଛି । ତେବେ…

ବିଜେଡି ଦଳ ନୁହେଁ ଏକ ଜନ ଆନ୍ଦୋଳନ : ବିଜେଡି ସୁପ୍ରିମୋ

ଭୁବନେଶ୍ବର : ପ୍ରତିଷ୍ଠା ଦିବସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଓ୍ଵାରଫୁଲ୍‌ ମେସେଜ୍‌ । ଦଳ କାହା ଉପରେ ନିର୍ଭରଶୀଳ ନୁହେଁ । ବିଜୁ ଜନତା ଦଳ ରାଜନୈତିକ ଦଳ ନୁହେଁ । ଏହା ତିଷ୍ଠି ରହିବା ଓ ଆଗକୁ ବଢ଼ିବା ପାଇଁ କାହା ଉପରେ ନିର୍ଭର କରେ ନାହିଁ । କିଛି ବ୍ୟକ୍ତି କିମ୍ବା କିଛି…

ଭାଇଜାନ୍‌ କାହିଁକି କହିଲେ ‘ନୋ ବାର୍ଥଡେ ପାର୍ଟି’

ମୁମ୍ବାଇ : ଆସନ୍ତା ୨୭ତାରିଖରେ ବଲିଉଡ୍‌ ଭାଇଜାନ ସଲମାନ ଖାନଙ୍କର ଜନ୍ମଦିନ। ଏଥର ଦବଙ୍ଗ ଷ୍ଟାର ସଲମାନ ନିଜର ୫୪ ତମ ଜନ୍ମଦିନ ପାଳନ କରି ଥାନ୍ତେ। ପ୍ରତିବର୍ଷ ସଲମାନ ତାଙ୍କ ଫାର୍ମ ହାଉସରେ ଖୁବ୍‌ ଧୁମ୍‌ଧାମରେ ନିଜର ଜନ୍ମଦିନ ପାଳନ କରନ୍ତି। ସଲମାନଙ୍କ ବର୍ଥଡେ ସେଲିବ୍ରେଶନର ଫଟୋ ସୋସିଆଲ…

ମନ୍ତ୍ରୀ ଗାଇଲେ ଭଜନ : ଫଟୋ ଭାଇରାଲ୍

ଭୁବନେଶ୍ବର : ମନ୍ତ୍ରୀ ଗାଇଲେ ଭଜନ।  ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ହେ ମାଧବ ଭଜନ ଗାଇଛନ୍ତି । ଷ୍ଡୁଡିଓରେ ଏହି ଗୀତ ସେ ରେକର୍ଡ କରିଥିବାର  ଭିଜୁଆଲ୍ ଏବେ ବେସ୍ ଭାଇରାଲ୍ ହୋଇଛି । ପୂର୍ବରୁ ବିଭିନ୍ନ ସମୟରେ ସେ ଭଜନ ଗାଇଥିବାରୁ ଭିଜୁଆଲ୍  ଭାଇରାଲ୍ ହୋଇଥିଲା । ତେବେ ହେ ମାଧବ…

ରବିନା ଟଣ୍ଡନ, ଭାରତୀ ସିଂହ, ଫରାହ ଖାନଙ୍କୁ ବଡ ଝଟକା

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ରବିନା ଟଣ୍ଡନ୍‌, ଫିଲ୍ମ ନିର୍ମାତା ଫରାହ ଖାନ୍‌ ଓ କମେଡ଼ିଆନ୍ ତଥା ହାସ୍ୟ କଳାକାର ଭାରତୀ ସିଂହଙ୍କୁ ଲାଗିଛି ଏକ ବଡ ଝଟକା। କାରଣ ଏମାନଙ୍କ ବିରୋଧରେ ପଞ୍ଜାବର ଅମୃତସର ଥାନାରେ ମାମଲା ରୁଜୁ କରାଯାଇଛି। ଏମାନଙ୍କ ବିରୋଧରେ ଧାର୍ମିକ ଭାବନାକୁ ଆହତ କରିବାର…

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି

ଭୁବନେଶ୍ବର : ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ବଲାଙ୍ଗିର ରାଜେନ୍ଦ୍ର କଲେଜର ପ୍ଲାଟିନମ୍‌ ଜୁବଲି କାର୍ଯ୍ୟକ୍ରମରେ ସେ ଯୋଗଦେବେ । ଏହାସହ ବଲାଙ୍ଗିର ନିକଟ ବରକାନୀ ଗାଁରେ ଏଲପିଜି ବଟଲିଂ ପ୍ଲାଣ୍ଟକୁ ଉଦଘାଟନ କରିବେ ଉପରାଷ୍ଟ୍ରପତି । ଏହି…

ରାଜଧାନୀ ଏକ୍ସପ୍ରେସରେ ଓଡ଼ିଶାର ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ପ୍ରଦର୍ଶନୀ

ଭୁବନେଶ୍ବର : ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ଭୁବନେଶ୍ୱର -ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସରେ ନାଲୋକୋ ଦ୍ୱାରା ପ୍ରଯୋଜିତ ଓଡ଼ିଶାର ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ପ୍ରଦର୍ଶନୀ ଉଦ୍‌ଘାଟିତ । ରାଜଧାନୀ ଏକ୍ସପ୍ରେସ୍‌ରେ ଓଡ଼ିଆ ସଂସ୍କୃତି ଓ ଲୋକକଳାର ଝଲକ ଦେଖିବାକୁ ମିଳିଛି । ବୌଦ୍ଧ…