Odia News Portal

ତପ୍ତପାଣି ଘାଟିରେ ଓଲଟିଲା ପିକ୍‌ନିକ୍‌ ବସ୍, ୩୦ ଛାତ୍ରଛାତ୍ରୀ ଆହତ

ବ୍ରହ୍ମପୁର : ବ୍ରହ୍ମପୁର ତପ୍ତପାଣି ଘାଟିରେ ଓଲଟିଲା ପିକ୍‌ନିକ୍‌ ବସ୍ । ଭାରସାମ୍ୟ ହରାଇ ବସ ଓଲଟି ପଡିଥିବା ବେଳେ ୨୫ ଜଣରୁ ଅଧିକ ଛାତ୍ରଛାତ୍ରୀ ଏଥିରେ ଆହତ ହୋଇଛନ୍ତି । ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ପିକନିକରୁ ଫେରୁଥିବା ବେଳେ ଏଭଳି ଅଘଟଣ ଘଟିଛି । ଦୁର୍ଘଟଣା ପ୍ରରେ…

ଲିଭୁଛି ବିଜେପିର ପଦଚିହ୍ନ !

ଭୁବନେଶ୍ୱର : ଦେଶରୁ ଭାରତୀୟ ଜନତା ପାଟି ର୍(ବିଜେପି)ର ପଦଚିହ୍ନ ଲିଭିବାରେ ଲାଗିଛି । ସାରା ଦେଶକୁ ଗୈରିକ କରିବାକୁ ଦାବି କରୁଥିବା ଦଳ ଉପରୁ ଏବେ  ଦେଶବାସୀ ଆସ୍ଥା ହରାଉଛନ୍ତି । ଝାରଖଣ୍ଡ ନିର୍ବାଚନ ଫଳାଫଳ ପରେ ଏହାର ସଙ୍କେତ ମିଳୁଛି । ତେବେ ଏହାର କାରଣ କଣ, ୨୦୧୯ରେ ଦେଶର ସବୁଠାରୁ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଅନୁରାଧା ନକ୍ଷତ୍ରରେ ଚନ୍ଦ୍ର ଥିବାରୁ କୌଣସି ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ମଧ୍ୟ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ। ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ପରଶ୍ରୀକାତର ସହକର୍ମୀଙ୍କ…

ମଣ୍ଡିକୁ ଘୋଡାରେ ଆସିଲା ମାଣ୍ଡିଆ

ଭୁବନେଶ୍ୱର : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଆନ୍ଧ୍ର ଓଡିଶା ସୀମାନ୍ତ ନକ୍ସଲ ଉପଦ୍ରୁତ ଅ ।ଦିବାସୀ ବହୁଳ  ମାଓ ପ୍ରବଣ ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ବଡ଼ପଡ଼ା ଠାରେ ଆଜି  ଓଡିଶାର କୃଷି ମନ୍ତ୍ରୀ  ଡ଼ଃ ଅରୁଣ କୁମାର ସାହୁ, ଓଡ଼ିଶାର କୃଷି ବିଭାଗୀୟ…

ଦରକାର ଯେଉଁଠି ପ୍ରଣବ ସେଇଠି, ତୁଟାଇଲେ ମଙ୍ଗୁ ମଠ ବିବାଦ

ଭୁବନେଶ୍ୱର() ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି )ଙ୍କ କାର୍ୟ୍ୟଶୈଳୀକୁ ପ୍ରଶଂସା କରିଛନ୍ତି ପଞ୍ଜାବ ବିଧାୟକ ସମରଜିତ ସିଂ । ଏହା ସହ ପୁରୀ ମଙ୍ଗୁ ମଠ ନେଇ ପଞ୍ଜାବ ସରକାରଙ୍କ ଯେଉଁ ଭୁଲ ବୁଝାମଣା ଥିଲା ତାହା ବି ଦୂର ହୋଇଛି ବୋଲି ବିଧାୟକ କହିଛନ୍ତି କ୍ଷ ଏନେଇ ପଞ୍ଜାବର ଏକ ଶିଖ୍…

କାକଟପୁର ମା ମଙ୍ଗଳାଙ୍କ ଆଶ୍ଚର୍ୟ୍ୟଜନକ ରହସ୍ୟ , ଜାଣନ୍ତୁ

ଏହି ମା ମଙ୍ଗଳା ମନ୍ଦିରରେ ରହିଛି ଅନେକ ଆଶ୍ଚର୍ୟ୍ୟଜନକ ମହିମା ଯାହା ଆପଣ ଜାଣି ନଥିବେ ତେବେ ଆସନ୍ତୁ ଜାଣିବା ମା ଙ୍କ ମହିମା ସମ୍ପର୍କରେ । ପୌରାଣିକ ତଥ୍ୟରୁ ପ୍ରାଚୀ ନଦୀ ମହାଗର୍ଭରେ ମା ମଙ୍ଗଳା ବୁଡିକି ରହିଥିଲେ । ଥରେ ଜଣେ ନାବିକ ନଦୀରେ ଡ଼ଙ୍ଗା ବହୁଥିବା ବେଳେ ହଠାତ ଅଦିନିଆ ଝଡ଼ରେ…

ଅକ୍ଷୟ କୁମାରଙ୍କ ନାଁରେ ଅଭିଯୋଗ

ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଫିଲ୍ମ ‘ଗୁଡ଼ ନ୍ୟୁଜ୍’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଇତିମଧ୍ୟରେ ଫିଲ୍ମର ଏକ ଡାଇଲଗ୍ ପ୍ରୋମୋ ରିଲିଜ୍ ହୋଇଥିଲା। ସେଥିରେ ଅକ୍ଷୟ କୁମାର କିଛି ଏମିତି କହିଦେଇଛନ୍ତି ଯେ ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଯାଇଛି। ଏବେ ୟୁଜର୍ସ ସୋସିଆଲ ମିଡ଼ିଆରେ ଅକ୍ଷୟ…

ଶ୍ରୀଲଙ୍କା ପାଇଁ ଭାରତୀୟ ଦଳ ଘୋଷଣା, ରୋହିତ ଓ ସାମି ବାଦ୍‌ ପଡ଼ିଲେ କାହିଁକି ?

ମୁମ୍ବାଇ : ଏ ବର୍ଷ ବିଜୟ ସହ ସାରିଛି ଟିମ୍‌ ଇଣ୍ଡିଆ । ଆସନ୍ତା ବର୍ଷ ଆରମ୍ଭରୁ ଭେଟିବ ପଡ଼ୋଶୀ ଶ୍ରୀଲଙ୍କାକୁ । ୨୦୨୦ ଜାନୁଆରୀ ୫ ତାରିଖରୁ ଘରୋଇ ସିରିଜ୍‌ରେ ଶ୍ରୀଲଙ୍କା ସହ ମୁକାବିଲା କରିବ ଭାରତୀୟ ଦଳ । ଦୁଇ ଟିମ୍‌ ଟି-୨୦ ସିରିଜ୍‌ ଖେଳିବେ । ଏଥିପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି…

ଚାଲେଞ୍ଜର ଟ୍ରଫି ପାଇଁ ଦୁଇ ଓଡ଼ିଆ ମହିଳା କ୍ରିକେଟର

କଟକ : ଚାଲେଞ୍ଜର ଟ୍ରଫି ପାଇଁ ୨ ଓଡ଼ିଆ ମହିଳା କ୍ରିକେଟର ମନୋନୀତ ହୋଇଥିବା ସୂଚନା ମିଳିଛି । ସେହି ଦୁଇ ମହିଳା ହେଉଛନ୍ତି ସୁଶ୍ରୀ ଦିବ୍ୟଦର୍ଶନୀ ଓ ମାଧୁରୀ ମେହେତା । ସେମାନେ ଟ୍ରଫି ପାଇଁ ମନୋନୀତ ହୋଇଛନ୍ତି । ସିନିଅର ଚାଲେଞ୍ଜର ଟ୍ରଫିରେ ସେହି ଦୁଇ ଖେଳାଳୀ ଭାଗ ନେବେ । ଆସନ୍ତାବର୍ଷ…

୩୦ ଛାତ୍ରଛାତ୍ରୀଙ୍କୁ ସ୍ବତନ୍ତ୍ର ଟ୍ରେନିଂ

ଭୁବନେଶ୍ୱର()  ଆର୍ଟିଫିସିଆଲ ଇଣ୍ଟେଲିଜେନସ୍ ମେସିନ ଲର୍ଣ୍ଣିଂ ସେଣ୍ଟରକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଛାତ୍ରଛାତ୍ରୀମାନଙ୍କୁ ୩ମାସ ଯାଏ ସ୍ବତନ୍ତ୍ର ଭାବେ ଟ୍ରେନିଂ ଦିଆଯିବ । ସିଇଟି କଲେଜରେ ରାଜ୍ୟର ପ୍ରଥମ ଆର୍ଟିଫିସିଆଲ ଇଣ୍ଟେଲିଜେନସି ମେସିନ୍ ଲର୍ଣ୍ଣିଂ ସେଣ୍ଟର…