Odia News Portal

ବିବାହକୁ ନେଇ ଝିଅଙ୍କ ମନରେ ଉଙ୍କି ମାରିଥାଏ ଏସବୁ ପ୍ରଶ୍ନ

ବିବାହ ଭଳି ଏକ ପବିତ୍ର ବନ୍ଧନରେ ବାନ୍ଧିହେବା ପୂର୍ବରୁ ଝିଅମାନଙ୍କ ମନକୁ ଅନେକ ପ୍ରଶ୍ନ ଆସିଥାଏ। ଏହା ସ୍ବାଭାବିକ। ତେବେ ପୁଅଙ୍କ ଅପେକ୍ଷା ଝିଅମାନେ ଏନେଇ ବେଶି ଚିନ୍ତିତ ଥାଆନ୍ତି। ନିଜ ପରିବାର ଲୋକଙ୍କୁ ଛାଡ଼ି ଅନ୍ୟ ଏକ ପରିବାରକୁ ନିଜର କରିବା, ସେମାନଙ୍କ ସହ ନିଜକୁ ଖାପଖୁଆଇ ଚଳିବା…

ଝାଡ଼ଖଣ୍ଡରେ ଭୋଟ ଗଣତି ଆରମ୍ଭ

ଝାଡ଼ଖଣ୍ଡ : ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟ ଗଣତି। ୮୧ ବିଧାନସଭା ଆସନ ପାଇଁ ଚାଲିଛି ଭୋଟ ଗଣତି । କାଉଁଟିଂ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଚଳିତ ନିର୍ବାଚନରେ ଭୋଟ ହାର ଥିଲା ୬୫.୧୭ପ୍ରତିଶତ। ଅପରାହ୍ନ ସୁଦ୍ଧା ଫଳାଫଳ ଆସିବାର ସମ୍ଭାବନା ରହିଛି ।…

ବାରବାଟୀରେ ସୁପର ସୋ : ଦିନିକିଆ ସିରିଜ୍‌ କବଜା କଲା ବିରାଟ ବାହିନୀ

କଟକ : ବାରବାଟୀରେ ସୁପର ସୋ । ଷ୍ଟାଡିୟମ୍‌ ଭରପୂର ଦର୍ଶକଙ୍କ ସମର୍ଥନ ଓ ଉତ୍ସାହର ଉଚିତ ମୂଲ୍ୟ ଦେଇଛି ବିରାଟ ବାହିନୀ । ଷ୍ଟାଡିୟମ୍‌ରେ ହେଲା ପଇସା ଅସୁଲ ମ୍ୟାଚ୍‌ । କଡ଼ା ଟକ୍କର ଭିତରେ ସରିଲା ମ୍ୟାଚ୍‌ । ନିର୍ଣ୍ଣାୟକ ମ୍ୟାଚ୍‌ ସହ ଦିନିକିଆ ସିରିଜ୍‌ ଜିତି ନେଇଛି ଟିମ୍‌ ଇଣ୍ଡିଆ । ପୂରା…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ । ଯାନ ବାହାନ ଚଳାଚଳରେ, ଆଲୋଚନା କ୍ଷେତ୍ର, ମାତୃବର୍ଗ,ଜମିଜମାରେ, ଦୋକାନବାଡି, ହୋଟେଲ ଆଦି ବ୍ୟବସାୟିକ କ୍ଷେତ୍ରରେଉନ୍ନତମାନର ଫଳ ପାଇବେ । ଅଫିସରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ ଓ…

ଜାଣନ୍ତୁ ବାଘ କାହିଁକି ହରିଣକୁ ସହଜରେ ଶିକାର କରିନିଏ

ହରିଣଙ୍କୁ ବାଘ ଖୁବ୍ ସହଜରେ ଶିକାର କରିନିଏ। ଏହାର କାରଣ ଜାଣିଛନ୍ତି କି? ଆସନ୍ତୁ ଜାଣିବା ... ଇଂଲଣ୍ଡର ବୈଜ୍ଞାନିକ ଡ. ଫେନେଲଙ୍କ ଅନୁସାରେ ହରିଣ କେବଳ ନୀଳ ଏବଂ ସବୁଜ ରଙ୍ଗକୁ ଚିହ୍ନିପାରେ। ତେଣୁ ଏହାର ଫାଇଦା ଉଠାଇନିଏ ବାଘ। କାରଣ ବାଘର ରଙ୍ଗ କମଳା ବା ନାରଙ୍ଗୀ। ଯାହା ହରିଣକୁ ସବୁଜ…

ମୋ କୁଶପୁତଳିକାକୁ ଚପଲ ମାର

ନୂଆଦିଲ୍ଲୀ ()  ଦିଲ୍ଲୀର ରାମଲୀଲା ମଇଦାନରେ ଆୟୋଜିତ ବିଜେପିର ଧନ୍ୟବାଦ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧନ କରିଛନ୍ତି। ମୋଦୀ କହିଛନ୍ତି, କୁଶପୁତଳିକାକୁ ଚପଲ ମାର, ନିଆଁ ଲଗାଇ ଦିଅ। ହେଲେ ଏହାର ରାଗ ସୁଝାଇବାକୁ ଯାଇ ଗରିବ ଲୋକଙ୍କ ଘର କିମ୍ୱା ଗାଡ଼ି ପୋଡ଼ ନାହିଁ।…

ଷ୍ଟାଇଲିସ୍ କପୁଲ ଅଫ୍ ଦ ଇୟର

ମୁମ୍ବାଇ() ଶାହାରୁଖ ଖାଁଙ୍କ ସିକ୍ରେଟ୍ ଖୋଲିଲେ ପତ୍ନୀ ଗୌରୀ ଖାଁ । ଏକ ସାକ୍ଷାତ୍କାରରେ ଗୌରି କହିଛନ୍ତି ବାହାରକୁ ଯିବା ସମୟରେ ତାଙ୍କୁ ପ୍ରସ୍ତୁତ ହେବାକୁ ମାତ୍ର ୫ ମିନିଟ୍ ସମୟ ଲାଗିଥାଏ। ହେଲେ ଶାହାରୁଖ ବାହାରକୁ ଯିବାକୁ ହେଲେ ପ୍ରାୟ ୫ ଘଣ୍ଟା ପର୍ୟ୍ୟନ୍ତ ନିଜକୁ ପ୍ରସ୍ତୁତ…

ଟିକ୍ ଟକ୍ ନିଶାରେ ବିଧାୟକ

ଭୁବନେଶ୍ୱର() ଅଭିନେତା ଠାରୁ ଆରମ୍ଭ କରି ରାଜନେତା ଟିକ୍ ଟକ୍ ନିଶାରୁ କେହି ବାଦ୍ ପଡୁନାହନ୍ତି । ବିଭିନ୍ନ ସମୟରେ ନେତାମାନଙ୍କର ଟିକ୍ ଟକ୍ ଭିଡିଓ ଭାଇରାଲ୍ ହେଉଥିବା ନଜରକୁ ଆସୁଛି । ପାରାଦୀପ ବିଧାୟକ ସମ୍ବିତ ରାଉରରାୟଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।…

ଅଦିନିଆ ମିଶ୍ରଣ ଏବେ କଂଗ୍ରେସକୁ ଅଡୁଆ

ଦଳରେ ମିଶିଥିବା ବ୍ୟକ୍ତି ରାଜଧାନୀରୁ ହୋଇଥିଲେ ଗିରଫ ଭୁବନେଶ୍ୱର : ଓଡିଶା କଂଗ୍ରେସକୁ ଅଦିନିଆ ମିଶ୍ରଣ ଅଡୁଆ ହୋଇଛି । ଆଜି କଂଗ୍ରେସ ଭବନ ଠାରେ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଥିବା ବ୍ୟକ୍ତିଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ । ଏହି ଅଭିଯୋଗର ସତ୍ୟତା…

ମାଗଣା ପାସ ପାଇଁ ନେତା, ଅଫିସର ଡହଳବିକଳ

ଭୁବନେଶ୍ୱର : ଐତିହାସିକ ବାରବାଟି ଷ୍ଟାଡିୟମରେ ଆସନ୍ତାକାଲି ଖେଳାଯିବାକୁ ଥିବା ଭାରତ-େଓଷ୍ଟେଣ୍ଡିଜ ଦିନିକିଆ ମ୍ୟାଚ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ହାତରୁ ପଇସା ଦେଇ ପ୍ରଥମ ଟିକେଟ କାଟିଲେ । ଏହାପରେ ଆରମ୍ଭ ହେଲା ଟିକେଟ ବିକ୍ରି ପ୍ରକ୍ରିୟା । ମୁଖ୍ୟମନ୍ତ୍ରୀଙ୍କୁ ଆଦର୍ଶ…