Odia News Portal

ଆଜି ସରୁଛି ଐତିହାସିକ ବାଲିଯାତ୍ରା

କଟକ()  ଆଜି ସରୁଛି କଟକର ଐତିହାସିକ ବାଲିଯାତ୍ରା । ଦିର୍ଘ ୮ଦିନ ହେଲା ରାଜ୍ୟର ଏହି ସର୍ବବୃହତ ବାଣିଜ୍ୟିକ ମେଳା ମହାନଦୀ ପଠାରେ ଚାଲି ଆସୁଥିଲା । ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପକ୍ଷରୁ ବାଲିଯାତ୍ରାକୁ ଜାତୀୟ ସ୍ଥରୀୟ ବାଣିଜ୍ୟ ମେଳାର ମଧ୍ୟ ପ୍ରଦାନ କରାଯାଇଛି । ନଭେମ୍ବର ୧୨ତାରିଖରୁ…

କଇଁଛଙ୍କ ମିଳନ ଆରମ୍ଭ

ଗଞ୍ଜାମ ()  ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ପୁରୁଣାବନ୍ଧ ଗ୍ରାମ ନିକଟ ଋଷିକୁଲ୍ୟା ମୁହାଣରେ ଅଲିଭ ରିଡ୍ଲେ କଇଁଛଙ୍କ ମିଳନ ପର୍ବ ଆରମ୍ଭ ହୋଇଛି। ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ଏହି ପ୍ରକ୍ରିୟା ଶୀଘ୍ର ଆରମ୍ଭ ହୋଇଥିବା ପରିବେଶବିତ୍ମାନେ କହିଛନ୍ତି। ଚଳିତମାସ ଶେଷ ଏବଂ ଡିସେମ୍ବରରେ ଦଳ…

ଟ୍ୟାରିଫ୍ ବଢାଇବା ପାଇଁ ପୁଣି ଜିଓ କଲା ବଡ ଘୋଷଣା

ନୂଆଦିଲ୍ଲୀ()  ପୁଣି ଝଟକା ଦେଲା ଜିଓ ।ପୁଣି ମହଙ୍ଗା ହେବ ଜିଓର ସବୁ ପ୍ଲାନ । ରିଲାଏନ୍ସ ଜିଓ ପକ୍ଷରୁ ଟ୍ୟାରିଫ୍ ପ୍ଲାନରେ ବୃଦ୍ଧି କରାଯିବା ନେଇ ଘୋଷଣା କରାଯାଇଛି । ତେବେ କେଉଁ ପ୍ଲାନରେ କେତେ ଟଙ୍କାର ବୃଦ୍ଧି କରାଯିବ, ସେନେଇ କମ୍ପାନୀ ପକ୍ଷରୁ କୌଣସି ଘୋଷଣା କରାଯାଇନାହିଁ । କିନ୍ତୁ…

ପ୍ରତ୍ୟାହାର ହେବନି ଟୋକନ ବ୍ୟବସ୍ଥା: ମନ୍ତ୍ରୀ

ଭୁବନେଶ୍ୱର() ଟୋକନ ବ୍ୟବସ୍ଥା କୌଣସି ମତେ ପ୍ରତ୍ୟାହାର ହେବନି ବୋଲି ଆଜି ପୁଣି କହିଛନ୍ତି ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସେ କହିଛନ୍ତି ଏହି ବ୍ୟବସ୍ଥା ଦ୍ୱାରା ଚାଷୀମାନେ ସେମାନଙ୍କ ଉଚିତ ପ୍ରାପ୍ୟ ପାଇବେ ଓ ସ୍ୱଚ୍ଛତା ଆସିବ । ତେବେ ଯଦି ବ୍ୟବସ୍ଥାରେ…

ଗ୍ରାହକଙ୍କୁ ମନଇଚ୍ଛା ଠକୁଛନ୍ତି ସୁନା ଦୋକାନୀ

ଭୁବନେଶ୍ୱର()  ସୁନା ବିକ୍ରି ବେଳେ ବଡ ଧରଣର ହେରଫେର କରୁଛନ୍ତି ସୁନା ଦୋକାନୀ ।ରାଜ୍ୟରେ ଗ୍ରାହକଙ୍କୁ ସୁନା ଦୋକାନୀ ଠକୁଥିବା ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରଶ୍ନରେ ଗୃହରେ ଉତ୍ତର…

ଭିଜିଲାନ୍‌ସ ହାତରେ କିରାଣୀ

ବରଗଡ଼ : ଲାଞ୍ଚ ନେଲା ବେଳେ ଭିଜିଲାନ୍‌ସ ହାତରେ ଧରାପଡିଲେ ଉପଜିଲ୍ଲାପାଳ ଅଫିସ କିରାଣୀ । ବରଗଡ଼ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସିନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟକରୁଥିବା ଡିଲେଶ୍ୱର ଭୁଏଙ୍କୁ ଧରିଛି ଭିଜିଲାନ୍‌ସ। ନୂତନ ଷ୍ଟାମ୍ପ ଭେଣ୍ଡର ଲାଇସେନ୍‌ସ କରାଇଦେବାକୁ…

ବିଷମୟ ହୋଇଛି ରାଜ୍ୟର ୧୯ଟି ନଦୀ

ଭୁବନେଶ୍ବର : ରାଜ୍ୟର ତଟବର୍ତ୍ତୀ ସହରାଞ୍ଚଳର ନର୍ଦ୍ଦମା ଜଳ ଯୋଗୁଁ ୧୯ଟି ନଦୀ ପ୍ରଦୁଷିତ । ସହରାଞ୍ଚଳର କଠିନ ବର୍ଜବସ୍ତୁ ପରିଚାଳନା ନିମନ୍ତେ ଜାରୀ କରାଯାଇଥିବା ନିର୍ଦ୍ଦେଶାବଳୀର ଉଲଂଘନ ଯୋଗୁଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସମ୍ବଲପୁର, ଜୁନାଗଡ, ପୁରୀ ଓ କଟକ ପୌର କର୍ତ୍ତୃପକ୍ଷଙ୍କ…

ମ୍ୟାକ୍ସରେ ସଫା କଲେ ମୂକ ବଧିର ପିଲା

ଭୁବନେଶ୍ବର : ସମାଜ କଲ୍ୟାଣମୂଳକ କାର୍ଯ୍ୟରେ ଜଡିତ ରାଉଣ୍ଡ ଟେବୁଲ୍ ଇଣ୍ଡିଆର (ଆର୍ ଟି ଆଇ) ପକ୍ଷରୁ ଦେଶବ୍ୟାପୀ ଆର୍ ଟାଇପ ସପ୍ତାହ ପାଳନ ହୋଇଯାଇଛି । ରାଉଣ୍ଡ ଟେବୁଲ୍ ସଦସ୍ୟ ତଥା ଟାବଲର ଏବଂ ସେମାନଙ୍କ ପତ୍ନୀ ତଥା ସର୍କଲରମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହାର…

ନୀଳାଚଳ ଇସ୍ପାତ ନିଗମକୁ ସରକାର ହାତକୁ ନିଅନ୍ତୁ

ଭୁବନେଶ୍ୱର : କଳିଙ୍ଗନଗରସ୍ଥିତ ନୀଳାଚଳ ଇସ୍ପାତ ନିଗମକୁ ଘରୋଇ ବ୍ୟବସାୟୀମାନଙ୍କ ହାତରେ ଟେକିଦେବା ପାଇଁ ଏମ୍ଏମ୍ଟିସି ଯେଉଁ ଚକ୍ରାନ୍ତ କରୁଛି ତାକୁ କଳିଙ୍ଗ ନଗର ମଜଦୁର ସଂଘ ଘୋର ବିରୋଧ କରିଛି । ଏହି ନିଗମର ପରିଚାଳନା ଦାୟିତ୍ୱ ସେଲ୍, ରାଷ୍ଟ୍ରୀୟ ଇସ୍ପାତ ନିଗମ, ଏମ୍ଏମ୍ଟିସି କିମ୍ବା…

ଅବିନାଶଙ୍କୁ ସ୍ନୁକର, ବରୁଣଙ୍କୁ ବିଲିୟାର୍ଡସ ଟାଇଟଲ୍‌

କଟକ : କଟକ କ୍ଲବଠାରେ ବିଲିୟାର୍ଡସ ଆଣ୍ଡ ସ୍ନୁକର ଆସୋସିଏଶନ ଅଫ ଓଡ଼ିଶା(ବିଏସ୍‌ଏଓ) ଓ ଓଡ଼ିଶା ମାଇନିଂ କର୍ପୋରେଶନର ମିଳିତ ଆନୁକୂଲ୍ୟରେ ୨୬ତମ ଅଲ ଓଡ଼ିଶା ବିଲିୟାର୍ଡସ ଓ ସ୍ନୁକର ରାଜ୍ୟ ର଼୍ୟାଙ୍କିଙ୍ଗ ଚାମ୍ପିୟନଶିପ ସୋମବାର ଉଦ୍‌ଘାଟିତ ହୋଇଛି। ପ୍ରଥମ ଦିବସରେ ଜୁନିୟର ବର୍ଗର ସ୍ନୁକର…