Odia News Portal

ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍, ୪ ମୃତ

ନୟାଗଡ଼: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ମୃତ। ନୟାଗଡ଼ ଓଡ଼ଗାଁ ଥାନା କରଡ଼ା ନିକଟରେ ଘଟିଛି ଦୁର୍ଘଟଣା। କାରଟି ଭୁବନେଶ୍ୱରରୁ ନନ୍ଦିଘୋର ଫେରିବା ବେଳେ କରଡ଼ା ନିକଟରେ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିଲା। ଏଥିରେ କାର ଡ୍ରାଇଭର ସମେତ ୪ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକମାନେ ନନ୍ଦୀଘୋର ନୋଳିଆ…

ଶେଷ ହେଲା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ବରଗଡ଼: କଂସ ବଧ ସହ ଶେଷ ହୋଇଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଦୀର୍ଘ ୧୧ ଦିନ ଧରି ବିଶ୍ୱରେ ସର୍ବ ବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିଥିବା ମହାନାଟକର ପଡିଛି ଯବନିକା । ଭଣଜା କୃଷ୍ଣ ହାତରେ ମାମୁ କଂସର ବଧରେ ଯାତ୍ରା ଶେଷ ହୋଇଛି । ଏହାପରେ ଉଗ୍ରସେନଙ୍କ ରାଜ୍ୟାଭିଷେକ ସହ ମଥୁରା…

ରାଜ୍ୟକୁ ପୁଣି ଲେଉଟିଲା ଶୀତ

ଭୁବନେଶ୍ବର : ରାଜ୍ୟକୁ ପୁଣି ଲେଉଟିଲା ଶୀତ। ଗତକାଲିର କୋହଲା ପାଗ ହଟିବା ପରେ ଆଜି ଶୀତ ଅନୁଭୂତ ହେଉଛି। ପାଣିପାଗ ବିଭାଗର ଆକଳନ ଅନୁସାରେ ରାତିର ତାପମାତ୍ରା ୪ରୁ ୬ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ କମିବ। ଉପକୂଳ ଓଡ଼ିଶାରେ ୩ରୁ ୪ ଡିଗ୍ରୀ ସେଲସିୟସ୍‌ ହ୍ରାସ ସମ୍ଭାବନା ରହିଛି। ଫଳରେ…

କାମାକ୍ଷାନଗର କଙ୍କଡ଼ାହାଡ ASI ଯଶୋବନ୍ତ ନିଲମ୍ବିତ

ଢେଙ୍କାନାଳ : ଏତଲା ନ ରଖିବା ପଡିଲା ମହଙ୍ଗା । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କଙ୍କଡ଼ାହାଡ ASI ଯଶୋବନ୍ତ ପୃଷ୍ଟି ନିଲମ୍ବିତ । ଡିସେମ୍ବର ୧୩ ତାରିଖରେ ବବିତା ନାମକ ଜଣେ ମହିଳାଙ୍କୁ କେହି ମାଡ ମାରିଥିଲେ । ଏ ନେଇ ବବିତା ଓ ତାଙ୍କ ସ୍ୱାମୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ…

ମୋ ସରକାରରେ ସାମିଲ ହେଲା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ

ଭୁବନେଶ୍ବର : ମୋ ସରକାରରେ ସାମିଲ ହେଲା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ଜନସାଧାରଣଙ୍କ ଠାରୁ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ଓ ସଚିବ ଫୋନ ଯୋଗେ ହିତାଧିକାରୀଙ୍କ ଫିଡବ୍ୟାକ ନେବେ । ରାଜ୍ୟର ସମସ୍ତ…

ଟି-୨୦ ସିରିଜ୍‌ ଜିତିଲା ଟିମ୍‌ ଇଣ୍ଡିଆ

ପୁନେ : ବଢ଼ିଆ ବ୍ୟାଟିଂ ପରେ ବଢ଼ିଆ ବୋଲିଂ । ଶ୍ରୀଲଙ୍କାକୁ ଶେଷ ମ୍ୟାଚ୍‌ରେ ୭୮ ରନ୍‌ରେ ହରାଇ ଭାରତ ୨-୦ରେ ଜିତିଲା ଟି-୨୦ ସିରିଜ୍‌ । ୬ ଓ୍ଵିକେଟ୍‌ରେ ୨୦୧ ରନ୍‌ କରିବା ପରେ ଭାରତ ବିପକ୍ଷ ଶ୍ରୀଲଙ୍କା ଦଳକୁ ୧୫.୫ ଓଭରରେ ମାତ୍ର ୧୨୩ ରନ୍‌ରେ ଅଲ୍‌ଆଉଟ୍‌ କରି ଦେଇଛି । ଶ୍ରୀଲଙ୍କା…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ରାଶ୍ୟାଧିପ ମଙ୍ଗଳ ସ୍ବଗୃହୀ ହେଲେ ମଧ୍ୟ ବାଧକାଧିପ ଶନିଙ୍କ ନକ୍ଷତ୍ରସ୍ଥ ଯୋଗୁ ସ୍ବାସ୍ଥ୍ୟ ସମସ୍ୟା ପୂର୍ଣ୍ଣତଃ ଉପଶମ ନ ହୋଇପାରେ । ନିଜ ପରିସରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ପାରିବାରିକ କ୍ଷେତ୍ରର ଅସନ୍ତୋଷ ଆପୋସ ଆଲୋଚନା ଦ୍ୱାରା…

ଜଗନ୍ନାଥଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ବ୍ରହ୍ମପୁର : ଗଞାମ ଜିଲ୍ଲା ଶେରଗଡ ବ୍ଳକ୍ ଗୋଠ ଗାଁରେ ଜଣେ ନାବାଳକ ଅଜଣା ରୋଗରେ ଆକ୍ରାନ୍ତ । ଗାଁର ପ୍ରଭାକର ପ୍ରଧାନଙ୍କ ସାନ ପୁଅ ଜଗନ୍ନାଥ ପ୍ରଧାନ ଅଜଣା ରୋଗରେ ଦିନ କାଟୁଛି । ଶିଶୁର ଶରୀର ସାରା ପୋଡିଗଲା ଭଳି ଦେଖାଯାଉଛି । ତେବେ ରୋଗ କଣ ଜଣାପଡୁନାହିଁ । ଏଥିପାଇଁ ଚିନ୍ତାରେ ପରିବାର…

ତୁଳସୀ ପତ୍ରର ସେବନ ଦ୍ୱାରା ଅନେକ ପ୍ରକାରର ରୋଗ ଦୂର ହୋଇଥାଏ

ତୁଳସୀକୁ ଆୟୁର୍ବେଦରେ ସଂଜିବନୀ ବୋଲି କୁହାଯାଇଥାଏ। ବୈଜ୍ଞାନିକ ଦୃଷ୍ଟିକୋଣରୁ ତୁଳସୀ ପତ୍ରର ସେବନ ଦ୍ୱାରା ଅନେକ ପ୍ରକାରର ରୋଗ ଦୂର ହୋଇଥାଏ। ଅନେକ ଗ୍ରନ୍ଥରେ ତୁଳସୀଙ୍କ ମହିଳା ମଧ୍ୟ ବର୍ଣ୍ଣିତ ହୋଇଛି।ହିନ୍ଦୁମାନେ ନିଜ ଘରେ ତୁଳସୀ ମାତାଙ୍କୁ ପୂଜା କରିଥାନ୍ତି।ଏଥିପାଇଁ ଘର ସମ୍ମୁଖରେ…

ବିନା ହେଲମେଣ୍ଟରେ ବାଇକ ଚଳାଇବା ଘଟଣା : ବିଜେଡି ପରେ କଂଗ୍ରେସର ପାଳି

ଭୁବନେଶ୍ବର :  ବିଜେଡି ପରେ ଏବେ କଂଗ୍ରେସର ପାଳି । ଭାରତ ବନ୍ଦ ସମୟରେ ଯୁବ, ଛାତ୍ର କଂଗ୍ରେସ କର୍ମୀମାନେ ବିନା ହେଲମେଣ୍ଟରେ ବାଇକ ଚଳାଉଥିଲେ । ଯାହା କମିସନେରେଟ୍ ପୋଲିସ ସିସିଟିଭି ଫୁଟେଜରୁ ସ୍ପଷ୍ଟ କରିଛି। ସିସିଟିଭି ଫୁଟେଜ ଆଧାରରେ ବାଇକ ମାଲିକଙ୍କ ପାଖକୁ ଯିବ ଚାଲାଣ । ଆଇନ ଆଖିରେ…