Odia News Portal

ଓଡ଼ିଶା ଏଫ୍‌ସିର ଗ୍ରାସ୍‌ରୁଟ୍‌ ପ୍ରୋଗ୍ରାମ ଆରମ୍ଭ

ଭୁବନେଶ୍ୱର : ତୃଣମୂଳ ସ୍ତରରୁ ଓଡ଼ିଶାରେ ଫୁଟ୍‌ବଲ ଖେଳର ବିକାଶ ଏବଂ ଛାତ୍ରୀଛାତ୍ରମାନଙ୍କୁ ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରରେ ପହଞ୍ଚାଇବା ଲକ୍ଷ୍ୟରେ ଓଡ଼ିଶା ଏଫ୍‌ସି ପକ୍ଷରୁ ଗ୍ରାସ୍‌ରୁଟ୍‌ ପ୍ରୋଗ୍ରାମ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ସୋମବାର ସାଇ ଇଣ୍ଟରନ୍ୟାଶନାଲ…

ଖାଇ ଖାଇ ଖୋଳ କରିଦେଲେ 

ଭୁବନେଶ୍ୱର : କିଏ ଖଣି ଖାଇଲାଣି ତ କିଏ ଜମି ଲୁଟିଲାଣି । କିଏ ନିଶା ବେପାର କଲାଣି ତ ଆଉ କିଏ ସୁଧ ବେପାର କରି ଆଧିପତ୍ୟ ବିସ୍ତାର କଲାଣି । ଦୋନମ୍ବରି ଧନ୍ଦାରେ ଚୋର-ଦଲାଲଙ୍କ ଠାରୁ ଦୁଇ ପାଦ ଆଗକୁ ଯାଇ ମାଫିଆ ସାଜିଛି କମିଶନରେଟ୍ ପୋଲିସ । ଏକଥା ଆମେ କହୁନୁ ବରଂ ଗତ କିଛି ଦିନର ଘଟଣା ହିଁ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଆଜି ପ୍ରତ୍ୟେକ କ୍ଷେତ୍ରରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। ଆର୍ଥିକ ସ୍ଥିତି ପୂର୍ବପରି ରହିବ ଏବଂ ବନ୍ଧୁଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ଖବରଟିଏ ପାଇ ଖୁସି ଅନୁଭବ କରିବେ। ସାଧାରଣ ତର୍କଜନିତ ବିବାଦରୁ ଦୂରେଇ ରହିବା ଭଲ ହେବ। ପାରିବାରିକ ପରିସ୍ଥିତି ପ୍ରତି…

ଶିବଙ୍କ ପୂଜାରେ କାହିଁକି ଲାଗିନଥାଏ ତୁଳସୀ , ଜାଣନ୍ତୁ ପ୍ରକୃତ କାରଣ

ହିନ୍ଦୁ ଧର୍ମର ପୂଜା ପାଠ ଏବଂ ମାଙ୍ଗଳିକ କାର୍ୟ୍ୟରେ ତୁଳସୀ ଗଛର ବିଶେଷ ମହତ୍ତ୍ବ ରହିଥାଏ। କିନ୍ତୁ ତୁଳସୀ ଭଗବାନ ଶିବଙ୍କ କୌଣସି ପୂଜାରେ ଅର୍ପଣ କରାଯାଇନଥାଏ। ଆସନ୍ତୁ ଜାଣିବା ... ପୂର୍ବ ଜନ୍ମରେ ତୁଳସୀଙ୍କ ନାଁ ବୃନ୍ଦା ଥିଲା ଏବଂ ସେ ଜାଲନ୍ଧର ନାମକ ରାକ୍ଷସଙ୍କ ପତ୍ନୀ ଥିଲେ।…

ପ୍ରଦୂଷଣ ମୁକ୍ତ ବିଶ୍ବର ସ୍ବପ୍ନ ନେଇ କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ବଡ ଅଭିଯାନ

ପୁରୀ : ଏବେ ସମୟ ବିଶ୍ବକୁ ପ୍ରଦୂଷଣ ମୁକ୍ତ ସବୁଜ ବନାନୀ କରିବାର । କାରଣ ସ୍ବଚ୍ଛ ପରିବେଶ ସୁସ୍ଥ ଶରୀର । କେବଳ ଜଣେ ନୁହେଁ ଏହି ଦୃଢ ଲକ୍ଷ୍ୟ ନେଇ ସମସ୍ତେ ପରିବେଶକୁ ସ୍ବଚ୍ଛ କରିବା ପାଇଁ ଶପଥ ନେବାକୁ ପଡିବ । ଏହି ବାର୍ତ୍ତା ନେଇ ସୋମବାର କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖରୁ ଆରମ୍ଭ…

ଏହି ପ୍ରଶ୍ନର ଉତ୍ତର ଦେଇ ମିସ୍ ଇଣ୍ଡିଆ ହୋଇଥିଲେ ସୁସ୍ମିତା ସେନ

ମୁମ୍ବାଇ()  ୧୯୯୪ ମସିହାରେ ମିସ୍ ୟୁନିଭର୍ଶ ଟାଇଟଲ ବିଜୟୀ ଭାରତୀୟ ସୁନ୍ଦରୀ ସୁସ୍ମିତାଙ୍କର ଆଜି ଜନ୍ମଦିନ। ଆଜି ସୁସ୍ମିତା ନିଜର ୪୪ତମ ଜନ୍ମଦିନ ପାଳନ କରିବେ। ୧୯୯୪ ମସିହାରେ ସୁସ୍ମିତା ମିସ୍ ଇଣ୍ଡିଆ ହୋଇଥିଲେ। ସେହି ସମୟରେ ଉଭୟ ଅଭିନେତ୍ରୀ ଐଶ୍ବର୍ୟ୍ୟା ରାୟ ଓ ସୁସ୍ମିତା ସେନ୍…

ଶ୍ରମମନ୍ତ୍ରୀଙ୍କ ଦ୍ୱାରା ୱେବ ପୋର୍ଟାଲ ‘ଓଡିଆ ଫଳକ’ ଲୋକାର୍ପିତ

ଭୁବନେଶ୍ୱର() ଆଜି ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ତରଫରୁ ଏକ ୱେବ ପୋର୍ଟାଲ ‘ଓଡିଆ ଫଳକ’ର ଲୋକାର୍ପଣ କରାଯାଇଛି । ଏହାର ମୁଖ୍ୟ ଉଦେ୍ଧଶ୍ୟ ହେଉଛି ରାଜ୍ୟରେ ଥିବା ସମସ୍ତ ଦୋକାନ ଓ ବାଣିଜି୍ୟକ ପ୍ରତିÂାନର ନାମ ଫଳକ ଓଡିଆ ଭାଷାରେ ପ୍ରଦର୍ଶନ କ୍ଷେତ୍ରରେ ଜନସାଧାରଣଙ୍କ ଭାଗିଦାରୀ ଏବଂ…

ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ଗୃହରେ ଅନୁପସ୍ଥିତ ରହିଲେ ଏହି ସୁନ୍ଦରୀ ସାଂସଦ

ନୂଆଦିଲ୍ଲୀ()  ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସର ସାଂସଦ ତଥା ଅଭିନେତ୍ରୀ ନୁସରତ୍ ଜହାଁ ଶୀତକାଳୀନ ଅଧିବେଶନର ପ୍ରଥମ ଦିନରୁ ଗୃହରେ ଅନୁପସ୍ଥିତ ରହିଛନ୍ତି। ସୂଚନା ଅନୁସାରେ ନିଃଶ୍ବାସ ଓ ପ୍ରଶ୍ବାସରେ ନୂସରତ୍ କଷ୍ଟ ଅନୁଭବ କରିବାରୁ ଗତ ରବିବାର ତାଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ…

ବିଜୁଳି ବିଭାଗ ନେଇଛି ୧୧୯ ହାତୀଙ୍କ ଜୀବନ

ଭୁବନେଶ୍ୱର() ବିଜୁଳି ବିଭାଗ ନେଲାଣି ୧୧୯ ହାତୀଙ୍କ ଜୀବନ । ବିଦ୍ୟୁତ ଆଘାତରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗଜରାଜ ଆଖି ବୁଜିଛନ୍ତି । ପୂର୍ବତନ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କର ଏକ ପ୍ରଶ୍ନର ଉତ୍ତର ଦେଇ ଜଙ୍ଗଲ ଓ ପରିବେଷ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାରେ ଏହି ସୂଚନା…

୫-ଟି ଅଧିନକୁ ଆସିଲା ଅଗ୍ନିଶମ ବିଭାଗ

ଭୁବନେଶ୍ୱର() ବିଭିନ୍ନ ବାସଗୃହ ଓ ବିଲଡିଂ ପାଇଁ ସୁରକ୍ଷା ପ୍ରମାଣପତ୍ର ପାଇଁ ଏବେ ଆଉ ଅଗ୍ନିଶମ ସେବା ନିଦେ୍ର୍ଧଶାଳୟକୁ ଯିବାକୁ ପଡିବ ନାହିଁ । ବିଭାଗର କ୍ଷେତ୍ରୀୟ କର୍ମଚାରୀମାନେ ଏଥିପାଇଁ ଆବଶ୍ୟକ ଅନୁମୋଦନ ଓ ପ୍ରମାଣପତ୍ର ଦେଇପାରିବେ । ଅଗ୍ନି ସୁରକ୍ଷା କ୍ଷେତ୍ରରେ ଅଧିକ ସଚେତନତା ଓ…