Odia News Portal

ଏହି କଣ୍ଠଶିଳ୍ପୀଙ୍କୁ ବିବାହ କରିବେ ନେହା କକ୍କର

ମୁମ୍ବାଇ()  ବଲିଉଡର ଫେମସ ଗାୟିକା ନେହା କକ୍କଡ ଏବେ ବେଶ ଚର୍ଚ୍ଚାରେ ଅଛନ୍ତି।ଏବେ ନେହା କକ୍କଡ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି। ସୂଚନାଯୋଗ୍ୟ ଯେ, ନେହା ତାଙ୍କର ଶ୍ୱଶୁର ଘରର ଲୋକଙ୍କୁ ଭେଟି ସେମାନଙ୍କ ସହ ଫଟୋ ମଧ୍ୟ ଉଠାଇଛନ୍ତି । କେବଳ ସେତିକି ନୁହେଁ ସେମାନେ…

ଆଜିଠୁ ତିନି ଦିନ ବର୍ଷା

ଭୁବନେଶ୍ୱର () ରାଜ୍ୟରେ ଆଜିଠାରୁ ୩ ଦିନ ବର୍ଷା ସମ୍ଭାବନା । ପଶ୍ଟିମ ଓ ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ଅଧିକାଂଶ ଜିଲ୍ଲାରେ ଘଡଘଡି ସହ ସ୍ୱଳ୍ପ ବର୍ଷା ହୋଇପାରେ । ଏନେଇ ସୂଚନା ଜାରି କରିଛନ୍ତି ଆଂଚଳିକ ପାଣିପାଗ କେନ୍ଦ୍ର । ଏହାପରେ କିନ୍ତୁ ପାଗରେ ପରିବର୍ତନ ଆସିପାରେ । ବର୍ଷା କମିବା ସହ…

୩ଟି ବଡ଼ ପ୍ରକଳ୍ପ ସଂପ୍ରସାରଣକୁ ଅନୁମୋଦନ

ଭୁବନେଶ୍ୱର() ଆଜି ହାଇଲେବଲ କମିଟି ବୈଠକରେ ୩ଟି ବଡ଼ ପ୍ରକଳ୍ପ ସଂପ୍ରସାରଣକୁ ଅନୁମୋଦନ ମିଳିଛି । ଏହାଦ୍ୱାରା ୧୭ ହଜାର ୮ ଶହ ୩୩ କୋଟି ଟଙ୍କା ପୁଞ୍ଜିନିବେଶ ହେବା ସହ ୬ ହଜାର ୫୩୯ ନିଯୁକ୍ତି ସୃଷ୍ଟି ହେବ । ଏନେଇ ସୂଚନା ଦେଇଛନ୍ତି ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଶିଳ୍ପ…

ଶିକ୍ଷକଙ୍କୁ ମିଳିବନି ଖରାଛୁଟି : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର() ଖରାଛୁଟିରେ ଚାଲିବ ସ୍ୱତନ୍ତ୍ର କ୍ଲାସ । ଖରାଛୁଟିରେ ସ୍କୁଲ ଆସିବେ ଶିକ୍ଷକ । ଖରାଛୁଟିରେ ଦୁର୍ବଳ ଛାତ୍ରଙ୍କ କ୍ଲାସ ନେବେ ଶିକ୍ଷକ । ଏନେଇ ଆଜି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଆଗାମୀ ଗ୍ରୀଷ୍ମଛୁଟିରେ ଶିକ୍ଷକମାନେ…

ନିଦ ବଟିକା ନେଇଯାଇପାରେ ଜୀବନ !

ଉତ୍ତମ ନିଦ ହେବା ପାଇଁ ଆଜିକାଲି କିଛି ଲୋକ ନିଦ ବଟିକା ଖାଉଛନ୍ତି ଜ୍ଝ ତେବେ ଆପଣ ନିଦ ବଟିକା ମନଇଚ୍ଛା ଖାଉଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ ଜ୍ଝ କାରଣ ଏହି ଔଷଧ ଶାନ୍ତିରେ ଶୋଇବାକୁ ଦେଇଥାଏ ସତ, ମାତ୍ର ଏହାକୁ ଅଭ୍ୟାସରେ ପକାଇବା ଦ୍ବାରା ଏହା ମୃତ୍ୟୁର କାରଣ ମଧ୍ୟ ପାଲଟିପାରେ।…

ଅଚାନକ କୋଣାର୍କ ଗସ୍ତରେ ୫-ଟି ସଚିବ

ଭୁବନେଶ୍ୱର: ପ୍ରବଳ ଶୀତ ଓ କୁହୁଡ଼ି କୁ ଖାତିର ନକରି ବଡି ଭୋର ସମୟରେ ଅଚାନକ କୋଣାର୍କ ଗସ୍ତ କରିଛନ୍ତି ୫-ଟି ସଚିବ ଭି.କେ.ପଣ୍ଡିଆନ । ସେ ଆଜି ଭୋର ୫ଟା ବେଳେ ସୁର୍ଯ୍ୟ ମନ୍ଦିରରେ ପହଞ୍ଚି ଏହାର ଚାରିପାଖ ବୁଲିବା ସହିତ ବାହାର ବେଢ଼ା ପରିଦର୍ଶନ କରିଛନ୍ତି । କୋଣାର୍କ ମନ୍ଦିରର…

ଶରୀରପାଇଁ କେତେ ଜରୁରୀ ଉପବାସ ?

ଏବେ ନବରାତ୍ରି ଚାଲିଛି। ଏହି ସମୟରେ ଅନେକ ଲୋକ କରିଥାନ୍ତି । ଆଉ କେତେକ ଗୋଟିଏ ବେଳା ଖାଇଥାନ୍ତି । ସେମାନେ ମନେ କରନ୍ତି ଯେ ଧାର୍ମିକ ଦୃଷ୍ଟିକୋଣରୁ ‘ଉପବାସ’ର ସ୍ୱତନ୍ତ୍ର ମହତ୍ତ୍ୱ ରହିଛି। ସାଧାରଣତଃ ଶରୀରରୁ ବିଷାକ୍ତ ବା ଅନାବଶ୍ୟକ ଦ୍ରବ୍ୟ ନିଷ୍କାସନରେ ଏକ ବଡ଼ ଉପାୟ ହେଲା‘ଉପବାସ’ ବୋଲି…

ଭାରତ ବନ୍ଦରେ କଂଗ୍ରେସର ହତାଶିଆ ପ୍ରଦର୍ଶନ

ଭୁବନେଶ୍ୱର : ଭାରତ ବନ୍ଦ ଡାକରା ପୁଣିଥରେ କଂଗ୍ରେସର ସ୍ୱର୍ଗତ ନେତା ଲୁଲୁ ମହାପାତ୍ରଙ୍କୁ ମନେ ପକାଇ ଦେଇଛି । କଂଗ୍ରେସ କର୍ମୀମାନେ ଆଜି ମନେ ମନେ ଲୁଲୁଙ୍କୁ ଝୁରି ହୋଇଛନ୍ତି । ଲୁଲୁ ଭାଇ ଥିଲେ କଂଗ୍ରେସ ଆଜି ଏଭଳି ହତାଶିଆ ବନ୍ଦ କରିନଥାନ୍ତା ବୋଲି ମଧ୍ୟ କେତେକ ଖୋଲାଖୋଲି କହିବାକୁ ପଛାଉ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଆଜି ଏକାଦଶସ୍ଥ ଶୁକ୍ର ଯୋଗୁ ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟରେ ବନ୍ଧୁମାନଙ୍କ ଆନୁଷଙ୍ଗିକ ସାହାଯ୍ୟ ଓ ସହଯୋଗ ଅବ୍ୟାହତ ରହିବ । ଚନ୍ଦ୍ର ପାପଗ୍ରହ ରାହୁ ସଂଯୁକ୍ତ ହେତୁ ପାରିବାରିକ ସ୍ତରରେ ରାଗ, ରୁଷା ଓ ଅଭିମାନଭରା ପରିବେଶ ସୃଷ୍ଟି ହୋଇପାରେ । ଅର୍ଥ ସମ୍ପର୍କୀୟ ଆବଶ୍ୟକତା…

ଫାଶୀଦଣ୍ଡ ଶୁଣାଇବା ପରେ କାହିଁକି କଲମ ମୁନ ଭାଙ୍ଗି ଦିଅନ୍ତି ବିଚାରପତି, ଜାଣନ୍ତୁ ପ୍ରକୃତ କାରଣ

ଅନେକ ବାର ସିନେମାରେ ଆପଣ ଦେଖିଥିବେ ଯେଉଁ କଲମରେ ବିଚାରକ ଫାଶୀ ଦଣ୍ଡାଦେଶ ଦିଅନ୍ତି ସେହି କଲମ ମୁନକୁ ସେଇଠାରେ ଭାଙ୍ଗି ଦିଅନ୍ତି। ତେବେ ଏପରି କାହିଁକି କରାଯାଏ ଆସନ୍ତୁ ଜାଣିବା ... ତେବେ ଏମିତି ନିୟମ କେବଳ ଭାରତରେ ପ୍ରଚଳିତ ଅଛି। କୌଣସି ଅପରାଧୀକୁ ଫାଶୀ ଦଣ୍ଡାଦେଶ ଶୁଣାଇବା ପରେ…