Odia News Portal

ରାଜ୍ୟ ସରକାରଙ୍କ ଜାଗା ମିଶନକୁ ବିଶ୍ବସ୍ତରୀୟ ମାନ୍ୟତା

ଭୁବନେଶ୍ବର () ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ବା ରାଜ୍ୟ ସରକାରଙ୍କ ଜାଗା ମିଶନକୁ ମିଳିଛି ବିଶ୍ବସ୍ତରୀୟ ମାନ୍ୟତା । ଓଡିଶାର ଏହି ଅଭିନବ କାର୍ଯ୍ୟକ୍ରମ ପାଇଁ ୱାର୍ଲଡ ହାବିଟାଟ ଓ ୟୁନ-ହାବିଟାଟ ପକ୍ଷରୁ ମିଳିତ ଭାବେ ତାମ୍ର ପଦକ ମିଳିଛି । ବିଶ୍ବସ୍ତରରେ ଅଭିନବ ବାସଗୃହ ଯୋଜନା ବା…

ରିଲିଜ୍ ପୂର୍ବରୁ ୧୫୫ କୋଟି ଆୟ କଲା ଏହି ଫିଲ୍ମ, ଦେଖନ୍ତୁ ଭିଡିଓ

ମୁମ୍ବାଇ()  ରିଲିଜ୍ ପୂର୍ବରୁ ୧୫୫ କୋଟି ଆୟ ଆୟ କରିସାରିଲାଣି ‘ଦବଙ୍ଗ ୩’। ଆମାଜନ୍ ପ୍ରାଇମ୍ ଅନ୍ଲାଇନ୍ ଷ୍ଟ୍ରିମିଂ, ଟି’ ସିରିଜ୍କୁ ମ୍ୟୁଜିକ୍ ଓ ଜି’କୁ ସ୍ୟାଟେଲାଇଟ୍ସ ରାଇଟ୍ସ ବିକ୍ରି କରି ଫିଲ୍ମଟି ଏହି ଟଙ୍କା ଆୟ କରିଛି। ସୂଚନା ଅନୁଯାୟୀ, ଏହି ଫିଲ୍ମ ନିଜ ଡିଜିଟାଲ୍ ରାଇଟ୍ସକୁ…

ପ୍ରଧାନମନ୍ତ୍ରୀ ସନା ମାରିନଙ୍କ ରେକର୍ଡ

ହୋଇସିଙ୍ଗ()  ୩୪ବର୍ଷୀୟ ସାଂସଦ ସନା ମାରିନ ହେଲେ ବିଶ୍ବର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ । ଡେମୋକ୍ରାଟିକ ପାର୍ଟି ରବିବାର ଦିନ ସନା ମାରିନଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଚୟନ କରିଛି । ଫିନଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଡେମୋକ୍ରୋଟିକ ପାର୍ଟିର ପୂର୍ବତନ ଅଧ୍ୟକ୍ଷ ଏଣ୍ଟି ରିନେ…

ପୋଲିସ ଡିଜି ଭାବେ ଦାୟିତ୍ୱ ନେଲେ ଅଭୟ

କଟକ() ପୋଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣ କଲେ ୧୯୮୬ ବ୍ୟାଚର ଆଇପିଏସ ଅଫିସର ଅଭୟ ।କଟକ ପୋଲିସ ମୁଖ୍ୟାଳୟ ଠାରେ ଅଭୟଙ୍କୁ ଦିଆଯାଇଛି ଅଭିବାଦନ । ପୂର୍ବରୁ ସେ ଜାତୀୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଥିଲେ । ତେବେ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ଦେବାରେ ଅନିୟମିତତା ଅଭିଯୋଗରେ…

‘ଆକ୍ଟିଙ୍ଗ ଏବଂ ସେକ୍ସ ମୋ ପାଇଁ ବ୍ରେଡ ଏବଂ ବଟର ପରି’

ମୁମ୍ବାଇ()  ଅଭିନେତା କାର୍ତ୍ତିକ ଆର୍ୟ୍ୟନ ନିଜ ଫିଲ୍ମ ‘ପତି ପତ୍ନୀ ଔର ଓ୍ବ’ର ପ୍ରମୋସନ ପାଇଁ ଲାଗିଛନ୍ତି।ଏକ ଚ୍ୟାଟ୍ ଶୋ ରେ ସେ କହିଛନ୍ତି ଯେ -‘ ଆକ୍ଟିଙ୍ଗ ଏବଂ ସେକ୍ସ ତାଙ୍କ ପାଇଁ ବ୍ରେଡ୍ ଏବଂ ବଟର ଭଳି’। କାର୍ତ୍ତିକଙ୍କୁ ପଚରାଯାଇଥିଲା ଯେ ଆକ୍ଟିଙ୍ଗ ଏବଂ ସେକ୍ସ ମଧ୍ୟରୁ କ’ଣ…

କ୍ରିକେଟ ଟିକେଟ ପାଇଁ ପରିଚୟ ପତ୍ର ଜରୁରୀ

ଭୁବନେଶ୍ୱର() ଆସନ୍ତା ଡିସେମ୍ବର ୨୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ ୱେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚ୍ ।ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଛି ଓଡିଶା କ୍ରିକେଟ୍ ଆସୋସିଏସନ୍ । ତେବେ ଟିକେଟ୍ କିଣିବା ପାଇଁ କ୍ରୀଡାପ୍ରେମୀଙ୍କ ଭିଡକୁ ନଜରରେ ରଖି…

ନୂଆ ବର୍ଷରେ କମିବ ପିଆଜ ଦର: ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର()  ନୂଆ ବର୍ଷରେ କମିବ ପିଆଜ ଦର । ଏହି ମାସ ଶେଷ କିମ୍ବା ଆସନ୍ତା ମାସ ପ୍ରଥମରୁ ପିଆଜ ଦର କମିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ମନ୍ତ୍ରୀ କହିଛନ୍ତି ପ୍ରବଳ ବର୍ଷା ସାରା ଦେଶର ଚାଷୀଙ୍କ ଅଂଟା ଭାଙ୍ଗିଦେଇଛି ।୧୨ ଲକ୍ଷ ମେଟ୍ରିକ ଟନ ପିଆଜ…

ନାଗରିକତା ବିଲକୁ ବିଜେଡିର ସମର୍ଥନ

ନୂଆଦିଲ୍ଲୀ() ନାଗରିକତା ସଂଶୋଧନ ବିଲକୁ ସମର୍ଥନ ଜଣାଇଲା ବିଜେଡି । ନାଗରିକତା ସଂଶୋଧନ ବିଲ ଆଗତ ସପକ୍ଷରେ ଭୋଟ ଦେଲା ବିଜେଡି । ଏନେଇ ବିଜେଡି ସାଂସଦ ଭର୍ତ୍ତୁହରି ମହତାବ ପ୍ରତିକି୍ରୟା ଦେଇଛନ୍ତି । ସେ କହିଛନ୍ତି ବିଲରେ କୌଣସି ଅସୁବିଧା ନାହିଁ ,ଜେପିସିକୁ ପଠାଇବାକୁ ଆମେ କହିଥିଲୁ’ ।…

ରକ୍ତ ଅଭାବରୁ ଆମେ କାହାକୁ ବି ମରିବାକୁ ଦେବାନି : ଜିଲ୍ଲାପାଳ

ବୌଦ୍ଧ: ରକ୍ତଦାନ କଲେ ଜିଲ୍ଲାପାଳ । ବୌଦ୍ଧ ଜିଲ୍ଲାପାଳ ରକ୍ତଦାନ କରି ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ । ରକ୍ତ ଦାନ ଏକ ମହତ କାମ । ଯୁବ ସମାଜ ଏଥିରେ ଆଗଭର ହେବା ଦରକାର । କାହିଁକିନା ରକ୍ତ ଅଭାବରୁ ଆମେ କାହାକୁ ବି ମରିବାକୁ ଦେବାନି ବୋଲି କହିଛନ୍ତି ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ…

ରକ୍ତଦାନ କଲେ ଶରୀରରୁ ରକ୍ତ କମେ ନାହିଁ : ମନରୁ ଦୂର କରନ୍ତୁ ଏହି ଭ୍ରମ 

ହାଯାଏ ରକ୍ତଦାନ ମହାପୁଣ୍ୟ। ତଥାପି ଏହାକୁ ନେଇ ଲୋକଙ୍କ ମନରେ ଭ୍ରମଧାରଣା ରହିଛି। ରକ୍ତଦାନ କଲେ ଶରୀରରୁ ରକ୍ତ କମିଯାଏ ବୋଲି ଅନେକଙ୍କ ଧାରଣା। କିଛି ଲୋକ ଭାବନ୍ତି ରକ୍ତଦାନ କଲେ ଶରୀର ଦୁର୍ବଳ ହୋଇଯିବ। ଆଜି ଅର୍ଥାତ ଜୁନ୍‌ ୧୪ ବିଶ୍ୱ ରକ୍ତଦାନ ଦିବସ। ଏହି ପୁଣ୍ୟ ଦିନରେ ରକ୍ତଦାନ…