Odia News Portal

୩୦ବର୍ଷର ରିପୋର୍ଟ ଅନୁଧ୍ୟାନ କରିବେ ଆମିକସ କ୍ୟୁରୀ

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକର ୩୦ବର୍ଷର ରିପୋର୍ଟ ମାଗିଲେ ଆମିକସ କ୍ୟୁରୀ । ଗତ ୩୦ବର୍ଷ ମଧ୍ୟରେ ପରିଚାଳନା କମିଟି ବୈଠକରେ କଣ ସବୁ ନିଷ୍ପତି ନିଆଯାଇଛି ସେ ସର୍ମ୍ପକରେ ସେ ରିପୋର୍ଟ ତଲବ କରିଛନ୍ତି । ବିଗତ ୩୦ବର୍ଷର ପରିଚାଳନା କମିଟି ବୈଠକରେ ବିବରଣୀ ଓ ଏହାର ଅନୁପାଳନ ସମ୍ପର୍କିତ…

ଜଗନ୍ନାଥଙ୍କ ଦର୍ଶନ ପାଇଁ ଟିକେଟ ବ୍ୟବସ୍ଥା

ଏଣିକି ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଟିକେଟ ବ୍ୟବସ୍ଥା କରିବାକୁ ମନ୍ଦିର ପରିଚାଳନା କମିଟି ନିଷ୍ପତି ନେଇଛି । ଭିତରକାଠ ନିକଟରେ ଶ୍ରୀ ଜୀଉଙ୍କୁ ଦର୍ଶନ କରିବା ପାଇଁ ଏହି ଟିକେଟ ବ୍ୟବସ୍ଥା କରାଯିବ । ଟିକେଟର ୬୦ଭାଗ ଅନଲାଇନରେ ୩୫ଭାଗ କାଉଂଟରରେ ମିଳିବ । ଅବଶିଷ୍ଟ ୫ଭାଗ ଟିକେଟ ଦର୍ଶନୀ…

ଖାରବେଳଙ୍କୁ ପୋଲିସ ସୁରକ୍ଷା ଦେବାକୁ ନିଦେ୍ର୍ଧଶ

ଉକôଳ ଭାରତର ସଭାପତି ଖାରବେଳ ସ୍ୱାଇଁଙ୍କୁ ସୁରକ୍ଷା ଯୋଗାଇଦେବା ପାଇଁ ପୋଲିସ ଡିଜି ଆର ପି ଶର୍ମା ରାଜ୍ୟର ସବୁ ଏସପି ମାନଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଖାରବେଳ ଯେଉଁ ସବୁ ସ୍ଥାନ ଗସ୍ତ କରିବେ ସେସବୁ ଅଂଚଳରେ ତାଙ୍କୁ ସୁରକ୍ଷା ଦେବା ସହିତ ପରିସ୍ଥିତି ଉପରେ ନଜର ରଖିବାକୁ କୁହାଯାଇଛି ।…

ବିଶ୍ୱକପ ହକି ପାଇଁ ସରକାରୀ ଛୁଟି

ବିଶ୍ୱକପ ହକି ପାଇଁ ଭୁବନେଶ୍ୱର ଓ କଟକରୁ ଠାରୁ ଆରମ୍ଭ କରି ସାରା ଓଡିଶା ସଜେଇ ହୋଇଥିବା ବେଳେ ଆସନ୍ତାକାଲି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏହାର ଉଦଘାଟନ ଉସ୍ôବ ଅନୁÂିତ ହେଉଛି । ଏଥି ପାଇଁ ରାଜ୍ୟ ସରକାର ସରକାରୀ ଛୁଟି ଘୋଷଣା କରିଛନ୍ତି । ଆସନ୍ତାକାଲି ଭୁବନେଶ୍ୱରର ସମସ୍ତ ଶିକ୍ଷାନୁÂାନ…

ଅନ୍ଲାଇନରେ ବୁକିଂ ହେବ ସ୍ମାର୍ଟ ସାଇକେଲ

ଭୁବନେଶ୍ବର () ସ୍ମାର୍ଟ ସିଟିର ସ୍ମାର୍ଟ ରାସ୍ତାରେ ଗଡ଼ିଲା ସ୍ମାର୍ଟ "ମୋ ସାଇକେଲ"। ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ମୋ ସାଇକେଲ କାର୍ଯ୍ୟକ୍ରମକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 300 ସାଇକେଲ ଆରୋହୀ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ଛକରୁ ବାହାରି କଳିଙ୍ଗ…

ପଦ୍ମ ଛାଡି ଶଙ୍ଖ ଧରିବେ ଦିଲ୍ଲୀପ !

ଭୁବନେଶ୍ୱର () ଦଳର ସର୍ବୋଚ୍ଚ ନେତାଙ୍କ ଉପରେ କ୍ଷୁବ୍ଧ ହୋଇ ଦିଲ୍ଲୀପ ରାୟ ବିଧାୟକ ପଦରୁ ଇସ୍ତଫା ଦେବେ । ଯଦି ପ୍ରଧାନମନ୍ତ୍ରୀ ଘୋଷଣା କରିବା ପରେ ଏବଂ କେନ୍ଦ୍ର ଭୂପୃଷ୍ଠ ପରିବହନ ମନ୍ତ୍ରୀ ଶୀଳାନ୍ୟାଶ କରିବା ପରେ କାର୍ଯ୍ୟ ହଉନି ତେବେ ବିଧାୟକ ପଦରେ ରହି ଲାଭ କଣ । ଏହା ବିଚାରି ଦିଲ୍ଲୀପ…

ହକି ମାହୋଲକୁ ଆହୁରି ଚମକାଇବ ଭୁବନେଶ୍ବର ଫେଷ୍ଟିଭାଲ

ଭୁବନେଶ୍ବର () ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ଓ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ମିଳିତ ଭାବେ ୧ ଡିସେମ୍ବର ୨୦୧୮ରୁ ୧୬ ଡିସେମ୍ବର ୨୦୧୮ ପର୍ଯ୍ୟନ୍ତ ଡଟ୍ ଫେଷ୍ଟ୍ (ଭୁବନେଶ୍ବର ସିଟି ଫେଷ୍ଟିଭାଲ୍) ଆୟୋଜନ କରାଯିବ । ହକି ବିଶ୍ବକପ୍ ସହିତ ସମାନ୍ତରାଳ ଭାବେ ଏହି କାର୍ଯ୍ୟକ୍ରମ ଚାଲିବ ।…

ବ୍ରଣ ସମସ୍ୟା ଅଛି କି ? କରନ୍ତୁ …

ସବୁ ବର୍ଗର ଲୋକମାନଙ୍କ ପାଇଁ ସେମାନଙ୍କ ତ୍ବଚା ବହୁତ ଗୁରୁତ୍ବ ବହନ କରିଥାଏ । ତ୍ବଚା ପାଇଁ ଲୋକେ ବହୁତ କିଛି ଉପାୟ ଆପଣାଇଥାନ୍ତି । ଆଜିକାଲି ପ୍ରାୟତଃ ଲୋକଙ୍କ ତ୍ବଚାରେ ବ୍ରଣ ହେବା କାରଣରୁ, ସେମାନେ ବହୁତ କିଛି ଦାମିକିଆ କ୍ରିମ୍ ,ଲୋସନ ଏବଂ ଓୗଷଧର ସାହାଯ୍ୟ ନେଉଥିବା ଦେଖିବାକୁ ମିଳୁଛି…

ସେକ୍ସି ଅନ୍ଦାଜରେ ସବୁ ସୀମା ପାର୍

ବିଦାୟୀରେ ଖୁବ୍ ଲୋକପ୍ରିୟତା ହାସଲ କରିଥିବା ସାରା ନିଜର ନୂଆ ମ୍ୟୁଜିକ୍ ଆଲ୍ବମ୍ ରିଲିଜ୍ କରିଛନ୍ତି। ଏହି ଗୀତର ନାଁ ‘ବ୍ଲାକ୍ ହାର୍ଟ୍’। ସ୍ଲେଶ୍ ପ୍ରଡକ୍ସନ ସହ ମିଶି ସାରା ନିଜେ ଏହାକୁ ପ୍ରଡ୍ୟୁସ୍ କରିଛନ୍ତି। ନିଜ ଇନ୍ଷ୍ଟାଗ୍ରାମ୍ ଜରିଆରେ ଏହି ଭିଡିଓକୁ ସେ ଶେୟାର କରିଛନ୍ତି। କିନ୍ତୁ…

ଅପରେସନ ଅଲଆଉଟ, ଆଉ ୬ ସଫା

ଜମ୍ମୁ ଓ କଶ୍ମୀରର ଶୋପିଆନ ଜିଲ୍ଲାରେ ରବିବାର ସକାଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଶୋପିଆନ ଜିଲ୍ଲାର କପରନ୍ ବାଟଗୁଣ୍ଡରେ ଏହି ଏନ୍କାଉଣ୍ଟର ହୋଇଥିଲା। ପୁଲିସ୍ ଘଟଣାସ୍ଥଳରୁ ୬ଟି ବନ୍ଧୁକ ଓ ଅନେକ ଗୁଳି ଜବତ କରିଛି। ନିହତ ଆତଙ୍କବାଦୀଙ୍କ ମଧ୍ୟରେ ଲଶ୍କର…