Odia News Portal

୧୦ ଜିଲ୍ଲାରେ ଦୁଇଦିନ ବର୍ଷା ଲାଗି ସତର୍କ ସୂଚନା

ଭୁବନେଶ୍ୱର()  ରାଜ୍ୟର ୧୦ ଜିଲ୍ଲାକୁ ବର୍ଷା ଲାଗି ସତର୍କତା ସୂଚନା ଦିଆଯାଇଛି । ଘଡଘଡି ସହ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ସତର୍କ ଜାରି କରାଯାଥିବା ୧୦ଟି ଜିଲ୍ଲା ହେଉଛି ବରଗଡ, ସମ୍ବଲପୁର, ସୋନପୁର, ବଲାଙ୍ଗିର, ବୌଦ୍ଧ, କନ୍ଧମାଳ, ଅନୁଗୋଳ, କଳାହାଣ୍ଡି,…

କ୍ରିକେଟ ଖେଳ ହେଲା କୃଷି ନିର୍ଦ୍ଦେଶାଳୟକୁ କାଳ

ଧରାପଡିଥିବା ଯୁବକ କ୍ରିକେଟ ଖେଳିବାକୁ ଆସି ପାଇଥିଲେ ଠିକା ନିଯୁକ୍ତି ଭୁବନେଶ୍ୱର : ଲାଞ୍ଚ କାରବାରରେ ଜେଲ୍‍ ଯାଇଥିବା ଉଦ୍ୟାନ କୃଷି ନିର୍ଦ୍ଦେଶକଙ୍କୁ ନେଇ ରାଜ୍ୟରେ ଚହଳ ପଡିଥିବାବେଳେ ଟଙ୍କା ସହ ଧରାପଡିଥିବା ଯୁବକଙ୍କ ସଂକ୍ରାନ୍ତରେ ରୋଚକ ତଥ୍ୟ ମାନ ପଦାକୁ ଆସିବାରେ ଲାଗିଛି ।…

ରାଜ୍ୟରେ କୋହଲା ପାଗ ଓ ହାଲୁକା ବର୍ଷା ସମ୍ଭାବନା

ଭୁବନେଶ୍ୱର : ପାଗ ବଦଳିଯାଇଛି । ସବୁଠି ମେଘୁଆ ଓ କୋହଲା ପାଗ । ରାତି ତାପମାତ୍ରା ବଢ଼ିଥିବାବେଳେ ଦିନରେ ପାରଦ ଖସିଛି । ବୁଧବାର ରାଜ୍ୟରେ କେତେକ ଜାଗାରେ ହାଲୁକା ବର୍ଷା ହୋଇଥିବାବେଳେ ଗୁରୁବାର କିଛି ସ୍ଥାନରେ ବର୍ଷା ହୋଇଛି । ପାଣିପାଗ ପୂର୍ବାନୁମାନ ହେଲା, ଆଉ ୨ ଦିନ ପାଗ ମେଘୁଆ ରହିବ ।…

୨୦୨୦ ଆରମ୍ଭରୁ ଖାକିରେ ଦାଗ

ଭୁବନେଶ୍ବର : ବର୍ଷ ଆରମ୍ଭରୁ ଖାକିରେ ଲାଗିଲା ଦାଗ । ପୁରୀରେ ଜଣେ ପୁଲିସ କର୍ମଚାରୀଙ୍କ ସରକାରୀ କ୍ୱାର୍ଟର୍ସରେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ପୁଣି ଜଣେ ପୁଲିସ ବାବୁଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, ଜଣେ ଏଏସ୍‌ଆଇ…

ଓଡ଼ିଶାକୁ ପୁଣି କେନ୍ଦ୍ର ଗୃହମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ : ବିପର୍ଯ୍ୟୟ ମୁକାବିଲା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମୁହଁରେ ପୁଣି ଓଡ଼ିଶାର ପ୍ରଶଂସା। ସେ କହିଛନ୍ତି, ନିକଟରେ ୩ଟି ବାତ୍ୟା ଫାଇଲିନ୍‌, ହୁଡ୍‌ହୁଡ ଓ ଫନି ବାତ୍ୟା ଆସିଥିଲା। ସେଥିରେ ୬୪ ଜଣଙ୍କ ପ୍ରାଣହାନୀ ଘଟିଛି। ୧୯୯୯ ମହାବାତ୍ୟାରେ ୧୦ ହଜାର ଜଣଙ୍କ ମୃତ୍ୟୁ…

୫ ଦିନ ହେଲା CRPF ଯବାନ ନିଖୋଜ

ରାୟଗଡ଼ା : ୫ ଦିନ ହେଲା CRPF ଯବାନ ନିଖୋଜ। ରାୟଗଡ଼ା ଜିଲ୍ଲା CRPF ଚତୁର୍ଥ ବାଟାଲିଆନର ଜଣେ ହାବିଲଦାର ଗତ ୫ ଦିନ ଧରି ନିଖୋଜ ଅଛନ୍ତି। ତାଙ୍କ ନାଁ ଧରମ ଦେବ ଓ ଘର ଉତ୍ତରପ୍ରଦେଶରେ। ସେ ବାଭ୍ରୋ କମ୍ପାନୀରେ କାର୍ଯ୍ୟରତ ଥିଲେ। ଗତ ୨୯ ତାରିଖରୁ ରାୟଗଡ଼ା ଜିଲ୍ଲା ମହୋତ୍ସବ ଚଇତି ପର୍ବରେ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଆଜିର ବ୍ୟୟଭାବସ୍ଥ ଚନ୍ଦ୍ର ବିଦେଶସ୍ଥ ଆତ୍ମୀୟଙ୍କ ସମସ୍ୟା ବିଷୟରେ ଚିନ୍ତିତ କରାଇ ପାରିବାରିକ ଅଶାନ୍ତି ସୃଷ୍ଟିକରିବ। ଉଚ୍ଚାରୋହୀ ଧନାଧିପତିଙ୍କ ସୁପ୍ରଭାବରେ ଅର୍ଥଲାଭ,ବ୍ୟବସାୟିକ ସଫଳତା, ପରିବହନରେ ଉନ୍ନତି ଓ ଆନୁଷ୍ଠାନିକ କାମରେ ନିୟୋଜିତ କରାଇପାରନ୍ତି। କର୍ମାଧିପତି…

ନୂଆବର୍ଷରେ ବୌଦ୍ଧ ଜିଲ୍ଲାବାସୀଙ୍କୁ ନବୀନଙ୍କ ଭେଟି

ଭୁବନେଶ୍ୱର() ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକ ସେବା ଭବନରେ ଭିଡିଓ କନଫରେନସିଂ ଜରିଆରେ ବୌଦ୍ଧ ଜିଲ୍ଲା ମହୋତ୍ସବ ଉଦଘାଟନ କରିଛନ୍ତି । ଏହି ମହୋତ୍ସବ ଜିଲ୍ଲା ତଥା ରାଜ୍ୟରେ କଳାରେ ପ୍ରସାରରେ ସଫଳ ହେବା ସହିତ କଳାକାର ମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ…

ନିରଂଜନ ହେଲେ ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦେଶକ

ଭୁବନେଶ୍ୱର() ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ନିଦେ୍ର୍ଧଶକ ତଥା ଯୁଗ୍ମ ଶାସନ ସଚିବ ଭାବେ କାର୍ଯ୍ୟ କରୁଥିବା ନିରଂଜନ ସେଠୀଙ୍କର ନିଦେ୍ର୍ଧଶକ ପଦବୀକୁ ପଦନ୍ନୋତି ହୋଇଛି । ତାଙ୍କର ୩୦ ବର୍ଷ କାର୍ଯ୍ୟକାଳ ମଧ୍ୟରେ ବିଭିନ୍ନ ସମୟରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଲୋକ…

ସାତକୋଶିଆରୁ ଫେରିଯିବ ସୁନ୍ଦରୀ

ଭୁବନେଶ୍ୱର() ସାତକୋଶିଆ ରୁ ଖୁବଶୀଘ୍ର ଫେରିଯିବ ବାଘୁଣୀ ସୁନ୍ଦରୀ । ଏନେଇ ମଧ୍ୟପ୍ରଦେଶ ଚିଫ ଓ୍ବାଇଲ୍ଡ ଲାଇଫ ଓ୍ବାର୍ଡେନକୁ ଚିଠି ଲେଖି ଜଣାଇଲେ ଚିଫ୍ ଓ୍ବାଇଲ୍ଡ ଲାଇଫ ଓ୍ବାର୍ଡେନ ହରିଶଙ୍କର ଊପାଧ୍ୟାୟ । ଯେବେ ସୁବିଧା ହେବ ସେବେ ସୁନ୍ଦରୀ କୁ ନେଇପାରିବେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି…