Odia News Portal

ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା

ଭୁବନେଶ୍ୱର() ବାତ୍ୟା ବୁଲବୁଲରେ ହୋଇଥିବ କ୍ଷୟକ୍ଷତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଲୋକସେବା ଭବନରେ ଏହି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆକାଶମାର୍ଗରୁ ପ୍ରଭାବିତ ଅଂଚଳ ଅନୁଧ୍ୟାନ କରିବା ପରେ ଆଜି ସମୀକ୍ଷା ହୋଇଥିଲା । ଏହା ସହ ୫ଜିଲ୍ଲାର ଜିଲ୍ଲାପାଳଙ୍କ ସହ…

ହସ୍ପିଟାଲର ଆଇସିୟୁରେ ଲତା

ମୁମ୍ବାଇ() କୋକିଳ କଣ୍ଠୀ ଗାୟିକା ଲତା ମଙ୍ଗେସକର ଅସୁସ୍ଥ ହୋଇପଡିଥିବା ଖବର ମିଳିଛି। ଛାତିରେ ସଂକ୍ରମଣ ଯୋଗୁ ତାଙ୍କୁ ରବିବାର ରାତି ପ୍ରାୟ ୨ଟାରେ ମୁମ୍ବାଇର ବିଚ୍ କ୍ୟାଣ୍ଡି ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଏବେ ସେ ସୁସ୍ଥ ଥିବା ଓ ସୋମବାର ତାଙ୍କୁ ଡିସଚାର୍ଜ କରାଯାଇଥିବା…

ଏଣିକି କିସ୍ତିରେ ସୁଝିପାରିବେ ବିଦ୍ୟୁତ୍ ବିଲ

ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ବଡ ଖବର । ଏଣିକି ଉପଭୋକ୍ତା କିସ୍ତିରେ ସୁଝିପାରିବେ ବିଦ୍ୟୁତ୍ ବିଲ ।ଉତ୍ତରପ୍ରଦେଶରେ ବିଦ୍ୟୁତ ବିଭାଗ ପକ୍ଷରୁ ଏଭଳି ଏକ ଯୋଜନା ଆରମ୍ଭ ହୋଇଛି । ଯେଉଁମାନେ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଓ ବହୁଦିନ ଧରି ବିଦ୍ୟୁତ ବିଲ ପୈଠ କରିପାରିନାହାନ୍ତି ସେମାନଙ୍କ ପାଇଁ…

ଭାଜପା ମିଛ କହୁଛି: ଅରବିନ୍ଦ

ନୂଆଦିଲ୍ଲୀ () ଶିବସେନା ନେତା ତଥା ମୋଦି ସରକାରଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିବା ଅରବିନ୍ଦ ସାଓ୍ବନ୍ତ ସୋମବାର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ମହାରାଷ୍ଟ୍ର ରାଜନୀତିକୁ ଦେଖି ସେ ଏହି ଇସ୍ତଫା ଦେଇଥିବା କହିଛନ୍ତି। ସେ କହିଛନ୍ତି, ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ…

୧୩ରୁ ବିଧାନସଭା ଅଧିବେଶନ

ଭୁବନେଶ୍ବର() ୧୩ରୁ ଆରମ୍ଭ ହେବ ଧାନସଭା ଶୀତକାଳୀନ ଅଧିବେଶନ ।ଅଧିବେଶନ ରେ ୩୦ଟି କାର୍ୟ୍ୟ ଦିବସ ରହିଛି। ୨୧ଟି ସରକାରୀ କାର୍ୟ୍ୟ ଦିବସ ଓ ୫ଟି ବେସରକାରୀ କାର୍ୟ୍ୟ ଦିବସ ରହିଛି ।ଡ଼ିସେମ୍ବର୧୯ତାରିଖ ଯାଏ ଚାଲିବ ଅଧିବେଶନ । ଏହି ଅଧିବେଶନ ବେଳେ ବିରୋଧୀ ବିଭିନ୍ନ ପ୍ରସଂଗ ଉଠାଇବା ପାଇଁ…

୨ ଟ୍ରେନ ମୁହାଁମୁହିଁ ଧକ୍କା , ୨୦ ଆହତ

ହାଇଦ୍ରାବାଦ () ସିଗ୍ନାଲ ଫେଲ ହେବା କାରଣରୁ ହାଇଦ୍ରାବାଦ କାଚିଗୁଡା ଷ୍ଟେସନରେ ଦୁଇଟି ଟ୍ରେନ୍ ମୁହାଁମୁହିଁ ଧକ୍କା ହୋଇଛନ୍ତି। ପ୍ରାୟ ୧୧ଟା ୪୫ରେ ଦୁର୍ଘଟଣା ହୋଇଥିଲା। ଏ ନେଇ ସାଉଥ ସେଣ୍ଚ୍ରାଲ ରେଳ(ଏସସିଆର) ଅଧିକାରୀ ସୂଚନା ଦେଇଛନ୍ତି । ଏଥିରେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି।…

କାଲିଠାରୁ ଆରମ୍ଭ ବାଲିଯାତ୍ରା

କଟକ() ଆସନ୍ତାକାଲି ଠାରୁ ଆରମ୍ଭ ହେବ ଐତିହାସିକ ବାଲିଯାତ୍ରା ।ବାଲିଯାତ୍ରା ରାଜ୍ୟର ଉତ୍ସବ ମାନ୍ୟତା ପାଇବାପରେ ଜିଲା ପ୍ରଶାସନ, କଟକ ମହାନଗର ନିଗମ ଓ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ଏଥର ବାଲିଯାତ୍ରାରେ ବହୁ ନୂତନ ଯୋଜନା ହାତକୁ ନିଆଯାଇଛି। ଚଳିବ ବର୍ଷ ବାଲିଯାତ୍ରାରେ ୪ଟି ମଣ୍ଡପରେ…

ରାଜଧାନୀରେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ ଗିରଫ

ଭୁବନେଶ୍ବର: ଅସୁରକ୍ଷିତ ରାଜଧାନୀ। କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ। ଘଟଣାରେ ଅଭିଯୁକ୍ତକୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ। ଗିରଫ ପଶ୍ଚିମବଙ୍ଗର ଅଜୟ ବାଘ। ସେ ଭୁବନେଶ୍ୱରରେ ରଙ୍ଗ ମିସ୍ତ୍ରୀ ଭାବେ କାମ କରନ୍ତି। ଅଭିଯୋଗ ଅନୁୟାୟୀ ଛାତ୍ରୀ ଜଣକ ୟୁନିଟ୍‌-୧ ଅଞ୍ଚଳରେ…

ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ଅରବିନ୍ଦ ସାଓ୍ବନ୍ତ

ନୂଆଦିଲ୍ଲୀ :  କେନ୍ଦ୍ର ଭାରି ଶିଳ୍ପ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଅରବିନ୍ଦ ସାଓ୍ବନ୍ତ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଅରବିନ୍ଦ ସାଓ୍ବନ୍ତ ସୋମବାର ସକାଳେ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ଦକ୍ଷିଣ ମୁମ୍ବାଇ ଲୋକସଭା କ୍ଷେତ୍ରରୁ ସାଂସଦ…

ଜିଏସ୍‍ଟି ଠକେଇ ଛନ୍ଦିହୋଇଥିବା ସଂସ୍ଥା କୃଷି ଯନ୍ତ୍ରପାତି କିଣା ଦୌଡରେ

ଭୁବନେଶ୍ୱର : ସରକାରଙ୍କୁ ସାଢେ ୩କୋଟି ଟଙ୍କାର ଜିଏସ୍‍ଟି ଚୂନ ଲଗାଇଥିବା ସଂସ୍ଥା ଏବେ ସମଗ୍ର ରାଜ୍ୟ ପାଇଁ କୃଷି ଯନ୍ତ୍ରପାତି କିଣିବା ଦୌଡରେ । ଜିଏସ୍‍ଟି ଠକିଥିବା ସଂସ୍ଥା ବିରୁଦ୍ଧରେ ତଦନ୍ତ ପାଇଁ ଗତ ଜୁଲାଇ ମାସରୁ ରାଜ୍ୟ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଥିବାବେଳେ ସମ୍ପୃକ୍ତ ସଂସ୍ଥା…