Odia News Portal

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଫଡ଼ନାଭିସ୍

ନୂଆଦିଲ୍ଲୀ () ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଦେବେନ୍ଦ୍ର ଫଡ଼ନାଭିସ । ଏହାର କିଛି ସମୟ ପୂର୍ବରୁ ଅଜିତ୍ ପାଓ୍ଵାର ଉପ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଦେବେନ୍ଦ୍ର ଫଡ଼ନାଭିସ ମଧ୍ୟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏହା ସହିତ ସେ ଶିବସେନା, ଏନସିପି ଓ କଂଗ୍ରେସ…

ଅଜିତ ପାଓ୍ଵାରଙ୍କ ଇସ୍ତଫା

ନୂଆଦିଲ୍ଲୀ () ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅଜିତ୍ ପାଓ୍ଵାର ।ମହାରାଷ୍ଟ୍ର ରାଜନୀତିରେ ଏବେ ସବୁଠୁ ବଡ଼ ଟ୍ଵିଷ୍ଟ ଦେଖିବାକୁ ମିଳିଛି। ଯେଉଁ ଅଜିତ୍ ପାଓ୍ଵାରଙ୍କ ଦମରେ ଦେବେନ୍ଦ୍ର ଫଡ଼ଣବିସ ମହାରାଷ୍ଟ୍ରରେ ଶନିବାର ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଇ ସରକାର ଗଢ଼ିଥିଲେ ଏବଂ ବହୁମତ…

ସମ୍ବିଧାନ ଦେଶକୁ ଏକାଠି ବାନ୍ଧି ରଖିବାର ଅଠା ସଦୃଶ

ଭୁବନେଶ୍ୱର () ଓଡିଶା ବିଧାନସଭାରେ ସମ୍ବିଧାନ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ପୁଣି ଥରେ ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରିବାକୁ ଦାବି କରିଛନ୍ତି । ଏହା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଜାତିର ପିତାଙ୍କୁ ଶ୍ରେଷ୍ଟ ସମ୍ମାନ ହେବ ।…

ପ୍ରମାଣ ଦେଲେ ରାଜନୀତି ଛାଡିବି:ମହାରଥୀ

ଭୁବନେଶ୍ୱର() ମହାରଥୀଙ୍କ ନାଁରେ ବିଜେପି ଆଣିଥିବା ସାଙ୍ଘାତିକ ଅଭିଯୋଗର ଉତ୍ତର ରଖିଛନ୍ତି ପ୍ରଦୀପ ମହାରଥୀ । ତାଙ୍କ ନାଁରେ ଉଠିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଓ କପୋଳକଳ୍ପିତ ବୋଲି ମହାରଥୀ କହିଛନ୍ତି । ସାତ ଥର ବିଧାୟକ ଭାବେ ଜିତିଛି । ଶହେ କୋଟି ତ ଦୂରର କଥା ଶହେ ଟଙ୍କାର ଜମି…

ଅଧାରୁ କାମ ଛାଡୁ ଥିବା କଂଟ୍ରାକ୍ଟରଙ୍କ ଉପରେ ହେବ କାର୍ୟ୍ୟାନୁଷ୍ଠାନ :ସୁଶାନ୍ତ ସିଂ

ଭୁବନେଶ୍ୱର()  ଅଧାରୁ କାମ ଛାଡି କଂଟ୍ରାକ୍ଟର ଅନ୍ୟ ବିଭାଗରେ କାମ କରୁଥିବା ବିଧାନସଭାରେ ଅଭିଯୋଗ ଆଣିଛନ୍ତି ବିଧାୟକ ଅତନୁ ସବ୍ୟସାଚୀ ନାୟକ । ତେଣୁ ଠକ ଠିକାଦାରଙ୍କୁ କଳା ତାଲିକା ଭୁକ୍ତ କରିବାକୁ ଦାବି କରିଛନ୍ତି ଅତନୁ । ଅତନୁଙ୍କ ପ୍ରଶ୍ନର ଉତ୍ତରରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ…

ଖୋଲିବନି ରତ୍ନ ଭଣ୍ଡାର: ଆଇନ ମନ୍ତ୍ରୀ

ଭୁବନେଶ୍ୱର() ରତ୍ନଭଣ୍ଡାର ଖୋଲିବନି କି ଅଡିଟ ହେବନି ଏନେଇ ସ୍ପଷ୍ଟ କଲେ ଆଇନ ମନ୍ତ୍ରୀ ପ୍ରତାନ ଜେନା । ଆଜି ବିଧାନସଭାରେ ସୁରେଷ ରାଉତରୟଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି, ଏବେ ରତ୍ନଭଣ୍ଡାର ଖୋଲିବାର ପାଇଁ ପ୍ରସ୍ତାବ ନାହିଁ । ରତ୍ନଭଣ୍ଡାର ଶେଷ ଥର…

ଆସନ୍ତାକାଲି ଫ୍ଲୋର ଟେଷ୍ଟ

ନୂଆଦିଲ୍ଲୀ () ମହାରାଷ୍ଟ୍ର ରାଜନୀତି ନେଇ ସୁପ୍ରିମକୋର୍ଟରେ ଶୁଣାଣି ।ଆସନ୍ତାକାଲି ସନ୍ଧ୍ୟା ୫ଟା ପୂର୍ବରୁ ବିଧାନସଭାରେ ବହୁମତ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଲେ ସର୍ବୋଚ୍ଚ ନ୍ୟାୟାଳୟ । ଅସ୍ଥାୟୀ ବାଚସ୍ପତି ନିଯୁକ୍ତ କରି ବିଧାୟକମାନଙ୍କ ଶପଥ ଗ୍ରହଣ ପରେ ବହୁମତ ପରୀକ୍ଷା କରିବାକୁ…

ବଲିଉଡରେ କିପରି ଚୁମ୍ବନ ଦୁଶ୍ୟକୁ ଶୁଟିଂ କରାଯାଏ, ଜାଣିଲେ ହୋସ ଉଡିଯିବ

ବଲିଉଡ୍ ର ରଙ୍ଗିନ୍ ପରଦାରେ ଯଦି ଆଜି କାଲିର ସମୟ ରେ ଚୁମ୍ବନ ର ଦୁଶ୍ୟକୁ ଉପସ୍ଥାପନ କରା ନଯାଉଛି ତେବେ ତାହା ବକ୍ସ ଅଫିସ୍ରେ ହିଟ୍ ହେଉ ନାହିଁ । ଯେମିତିକି କେବଳ ଏହି ଚୁମ୍ବନ ଦୃଶ୍ୟ ବିନା ଚଳଚିତ୍ରର ଅର୍ଥ ହିଁ କିଛି ନାହିଁ। ଏହା ଖାଲି ଆମ ମତ ନୁହେଁ ଆଜ୍ଞା ଏହା ଖୋଦ୍ ଚଳଚିତ୍ର ନିର୍ମାତା…

ଧନିଆ ପତ୍ର ଖାଇଲେ ଦୂର ହେବ ଏହି ୪ଟି ରୋଗ

ବିଭିନ୍ନ ରୋଗରୁ ରକ୍ଷା କରିଥାଏ ସବୁଜ ପନିପରିବା । ଏହା ସହ ଶରୀରକୁ କୌଣସି ରୋଗ ଯେପରି ଛୁଇଁ ନ ପାରୁ ସେଥି ପାଇଁ ମଧ୍ୟ ଡାକ୍ତରମାନେ ସବୁଜ ପନିପରିବା ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି । ସେଥି ମଧ୍ୟରୁ ଗୋଟିଏ ହେଲା ଧନିଆ ପତ୍ର । ଯଦି ଆପଣ ଧନିଆ ପତ୍ରକୁ କଞ୍ଚାରେ ଖାଇବା ପାଇଁ ପସନ୍ଦ କରୁ…

ଫେଲ୍‍ ମାରିଲା ବିରୋଧିଙ୍କ ରଣନୀତି

ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍‍ ଆଜି ବିଧାନସଭାର ମଞ୍ଜୁରୀଲାଭ କରିଥିବାବେଳେ ଏହି ଅଧିବେଶନର ୧୦ ଦିନ ମଧ୍ୟରେ ସରକାରୀଦଳର ସଫଳ ଗୋଟି ଚାଳନା ଯୋଗୁଁ ବିରୋଧିମାନେ କୌଣସି ଗୋଟିଏ ହେଲେ ପ୍ରସଙ୍ଗରେ ସେଭଳି ସଫଳ ହୋଇପାରି ନାହାନ୍ତି । ବିଶେଷକରି ମୁଖ୍ୟ ବିରୋଧିଦଳ…