Odia News Portal

ଶୀତ ଦିନିଆ ସକାଳେ ଗରମ ଗରମ ଖାଆନ୍ତୁ ଟେଷ୍ଟି ‘ସାଉଥ ଇଣ୍ଡିଆନ ଉପମା’

ସବୁଦିନ ଗୋଟିଏ ପ୍ରକାର ଜଳଖିଆ ଖାଇ ଯେ କେହି ବିରକ୍ତ ହୋଇ ଯାଇଥିବେ । ବିଶେଷ କରି ଛୁଟି ଦିନ ମାନଙ୍କରେ ବିଶେଷ କରି କିଛି ନୂଆ ଖାଇବାକୁ ଇଚ୍ଛା ହୋଇଥାଏ । ତେଣୁ କରି ଆଜିର ଛୁଟି ଦିନରେ ଏକ ନୂଆ ପ୍ରକାର ଜଳଖିଆ ପ୍ରସ୍ତୁତ କରି ଖାଆନ୍ତୁ ଓ ନିଜ ପରିବାର ଲୋକଙ୍କୁ ଖୁଆନ୍ତୁ । ଆଉ ଆପଣଙ୍କୁ ଏହା…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଆଜି ଆପଣଙ୍କ ସ୍ବାସ୍ଥ୍ୟରେ ସାମ୍ୟତା, କାର୍ଯ୍ୟୟ ସିଦ୍ଧି, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଲାଭାନ୍ବିତ ହେବ। ସନ୍ତାନଙ୍କ କୌଣସି ସମସ୍ୟା, ଶିକ୍ଷାରେ ପ୍ରତିବନ୍ଧକ, ଆଲୋଚନାରେ ବିଫଳତା ମାନସିକ ଦୁଃଶ୍ଚିନ୍ତାର କାରଣ ହୋଇପାରେ। ଜମିଜମା ବିବାଦ, ପଦୋନ୍ନତି, ପଦସ୍ଥ…

ଜନ୍ମପରଠାରୁ ନେତ୍ରହୀନ ଥିଲେ ରାଧା

ସ୍ୱାଧିକାର ନ୍ୟୁଜ() ଜନ୍ମପରଠାରୁ ନେତ୍ରହୀନ ଥିଲେ ରାଧା। ଯେଉଁ ଦିନ ସେ କୃଷ୍ଣଙ୍କ ନାମ ଶୁଣିଲେ ସେଦିନ ତାଙ୍କ ଆଖି ଖୋଲିବା ସହ ସେ ଦୁନିଆ ଦେଖିଥିଲେ। ରାଧାଙ୍କ ନାମାନୁସାରେ ଏକ ଗାଁ ବି ରହିଛି ଯାହାକୁ ଲୋକେ ବରସାନା ବୋଲି କହନ୍ତି। ସେତେବେଳେ କଂସର ରାଜୁତି ଥିଲା। ତା ସୈନ୍ୟଙ୍କ ଭୟରେ…

ଅଜିତ ପାୱାରଙ୍କୁ କ୍ଲିନଚିଟ

ନୂଆଦିଲ୍ଲୀ()  ମାହାରାଷ୍ଟ୍ରରେ ମହାଭାରତ ଚାଲିଥିବା ବେଳେ ଆଜି ପୁଣି ଆସିଛି ନୂଆ ଟୁଇଷ୍ଟ ।ପାୱାର ପାଇଁ ରାତିଅଧିଆ ପଦ୍ମ ପଛରେ ଛିଡା ହୋଇଥିବା ଛୋଟ ପାୱାର ଅର୍ଥାତ ଏନସିପି ନେତା ତଥା ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ମିଳିଛି ବଡ ଆଶ୍ୱସ୍ତି । ଜଳସେଚନ ଦୁର୍ନୀତି ମାମଲାରେ…

କାହିଁକି ଭିକ୍ଷାବୃତ୍ତି କରୁଥିଲେ ବାବା,ଜାଣନ୍ତୁ ପ୍ରକୃତ କାରଣ

ସ୍ୱାଧିକାର ନ୍ୟୁଜ()  ଏବେ ଆମେ ଭିକ୍ଷାବୃତ୍ତିର ଆବଶ୍ୟକତା ବିଷୟରେ ବିଚାର କରିବା ସମ୍ଭବତଃ କିଛି ଲୋକଙ୍କ ମନରେ ସନେ୍ଦହ ଉପôନ୍ନ ହୋଇପାରେ ଯେ ବାବା ଜଣେ ସନ୍ଥପୁରୁଷ ହୋଇଥିଲେ ମଧ୍ୟ ଆଜୀବନ କାହିଁକି ଭିକ୍ଷାବୃତ୍ତି ଦ୍ୱାରା ନିର୍ବାହ କରୁଥିଲେ ? ତେବେ ଆସନ୍ତୁ ଜାଣିବା ଏହାର କାରଣ ...…

ଖବର ଅଥବା NEWSର ଫୁଲ୍ ଫର୍ମ ଜାଣନ୍ତୁ …

ସ୍ୱାଧିକାର ନ୍ୟୁଜ() ଦୈନନ୍ଦିନ ଜୀବନରେ ଆମେ ଅନେକ ଶଦ୍ଧ ବ୍ୟବହାର କରୁ । ହେଲେ ଏମିତି କିଛି ଶଦ୍ଧ ଅଛି ଯାହା ଆମେ ପ୍ରତ୍ୟକ ଦିନ ବ୍ୟବହାର କରୁ ହେଲା ଏହାର ଫୁଲ ଫର୍ମ ଆମେ ଜାଣିନଥାଉ । ଏମିତି ଏକ ଶଦ୍ଧ ହେଲା ଖବର ଅଥବା ନ୍ୟୁଜ(NEWS) । ୯୯ ପ୍ରତିଶତ ଲୋକଙ୍କୁ ଜଣା ନଥିବ NEWSର ଫୁଲ୍ ଫର୍ମ…

ରୁଲିଂ ଦେଲେ ବାଚସ୍ପତି

ଭୁବନେଶ୍ୱର()  ବିଧାନସଭାରେ ନାଉଗାଁ ଦୁଷ୍କର୍ମ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ ବିରୋଧୀ । ଦୁଷ୍କର୍ମ ଘଟଣାରେ ରୁଲିଂ ଦାବି କରି ବିରୋଧୀ ଗୃହରେ ହଙ୍ଗାମା କରିଥିଲେ । ଫଳରେ ବାରମ୍ବାର ମୁଲତବି ହୋଇଥିଲା ଗୃହ । ତେବେ ବିରୋଧୀଙ୍କ ତୀବ୍ର ବିରୋଧ ପରେ ଶେଷରେ ଦାବି ଗ୍ରହଣ କରିଛନ୍ତି…

ଆସିବ ମାଇକେଲଙ୍କ ବାୟୋପିକ

ମୁମ୍ବାଇ () ଆଗାମୀ ଦିନରେ ବଡ ପରଦାକୁ ଆସିବ ମାଇକେଲ୍ ଜ୍ୟାକ୍ସନଙ୍କ ବାୟୋପିକ । ପ୍ରଯୋଜକ ଗ୍ରାହମ୍ କିଙ୍ଗ୍ ଏହି ବାୟୋପିକ୍ ତିଆରି କରିବେ। ଏଥିପାଇଁ ତାଙ୍କୁ ରାଇଟ୍ସ ମଧ୍ୟ ମିଳିସାରିଲାଣି। ମାଇକେଲ୍ ଜ୍ୟାକ୍ସନଙ୍କ ବାୟୋପିକ୍ ପାଇଁ କାହାଣୀ ଲେଖୁଛନ୍ତି ଜନ୍ ଲୋଗନ୍। ଫିଲ୍ମ ‘ଦ ଏଭିଏଟର୍’ରୁ…

୬ ମାସରେ ୬୦୪ ନାବାଳିକାଙ୍କୁ ଦୁଷ୍କର୍ମ

ଭୁବନେଶ୍ୱର() ଚଳିତ ବର୍ଷର ପ୍ରଥମ ୬ ମାସରେ ପ୍ରାୟ ୬୦୪ ଜଣ ନାବାଳିକା ଦଷ୍କର୍ମର ଶିକାର ହୋଇଛନ୍ତି । ଆଜି ବିଧାନସଭାରେ ତଥ୍ୟ ଦେଇଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ବିଦ୍ୟଶଙ୍କର ମିଶ୍ର । ନାବାଳିକା ଦୁଷ୍କର୍ମ ରୋକିବା ପାଇଁ କେନ୍ଦ୍ରଠୁ ରାଜ୍ୟ ପର୍ୟ୍ୟନ୍ତ କେତେ କଣ ଯୋଜନା ପ୍ରଣୟନ…

ଜେଲ୍ ପାଇଁ ମୋବାଇଲ୍ ଫୋନ୍ ଡିଟେକ୍ଟର ବ୍ୟବସ୍ଥା

ଭୁବନେଶ୍ୱର()  ରାଜ୍ୟର ସମସ୍ତ ଜେଲ୍କୁ ଦିଆଯିବ ମୋବାଇଲ୍ ଫୋନ୍ ଡିଟେକ୍ଟର। ଖୁବ୍ ଶୀଘ୍ର ସବୁ ଜେଲ୍କୁ ୩ ଶହ ମୋବାଇଲ୍ ଫୋନ୍ ଡିଟେକ୍ଟର ଦିଆଯିବ ବୋଲି ଜେଲ୍ ବିଭାଗ ପକ୍ଷରୁ ସୂଚନା ମିଳିଛି। ଜେଲ୍ କର୍ମଚାରୀଙ୍କୁ ଏହି ଫୋନ୍ ଡିଟେକ୍ଟର ମିଳିବା ପରେ ସେମାନେ ଅତି ସହଜରେ ଜାଣି ପାରିବେ କେଉଁ…