ମଧ୍ୟ-ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଦେହାନ୍ତ
ଭୋପାଳ : ମଧ୍ୟପ୍ରଦେଶରେ ପ୍ରଥମ ନନ୍-କଂଗ୍ରେସ ମୁଖ୍ୟମନ୍ତ୍ରୀ ହୋଇଥିବା କୈଳାସ ଚନ୍ଦ୍ର ଯୋଶୀଙ୍କ ଆଜି ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ଯୋଶୀ ପ୍ରାୟ ୩ ବର୍ଷ କାଳ ଅସୁସ୍ଥ ଥିବା ବେଳେ ଆଜି ଭୋପାଳର ଏକ ଘରୋଇ ମେଡିକାଲରେ ତାଙ୍କର ମୃତ୍ୟୁ ଘଟିଥିଲା ।…
