କାହିଁକି ନିଆଁ ଭିତରକୁ ନିଜର ହାତକୁ ପୂରାଇ ଦେଇଥିଲେ ବାବା
ସ୍ୱାଧିକାର ନ୍ୟୁଜ() ସାଇ ବାବାଙ୍କ ଚମକ୍ରାରିତା ବିଷୟରେ ସମସ୍ତ ଅଳ୍ପବହୁତେ ଜାଣନ୍ତି । କିନ୍ତୁ ବାବାଙ୍କର ସର୍ବବ୍ୟାପକତା ଏବଂ ଦୟାଳୁସ୍ୱଭାବ ବିଷୟରେ ଆସନ୍ତୁ ଜାଣିବା ।
୧୯୧୦ ମସିହାରେ ଦୀପାବଳୀର ସମୟରେ ବାବା ଧୁନି ପାଖରେ ବସି ନିଆଁରେ ନିଜ ଦେହକୁ ସେକି ହେଉଥିଲେ ଏବଂ ଧୁନିରେ…
