ଗ୍ରାହକଙ୍କୁ ମନଇଚ୍ଛା ଠକୁଛନ୍ତି ସୁନା ଦୋକାନୀ
ଭୁବନେଶ୍ୱର() ସୁନା ବିକ୍ରି ବେଳେ ବଡ ଧରଣର ହେରଫେର କରୁଛନ୍ତି ସୁନା ଦୋକାନୀ ।ରାଜ୍ୟରେ ଗ୍ରାହକଙ୍କୁ ସୁନା ଦୋକାନୀ ଠକୁଥିବା ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରଶ୍ନରେ ଗୃହରେ ଉତ୍ତର…
