Odia News Portal

ଦାୟିତ୍ବ ନେବେ SHG ମହିଳା

ଭୁବନେଶ୍ବର () ରାଜ୍ୟବାସୀଙ୍କୁ 24 ଘଣ୍ଟା ପାଇପ ଯୋଗେ ବିଶୁଦ୍ଧ ପାଣି ଯୋଗାଇ ଦେବା ପାଇଁ ଆଜି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏବଂ ୟୁନିସେଫ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏକ ବୁଝାମଣା ସ୍ବାକ୍ଷରିତ ହୋଇଛି । ଏଥିପାଇଁ ଭୁବନେଶ୍ବରର 5ଟି ଅଂଚଳ, ପୁରୀର 2ଟି…

ଅସୁସ୍ଥତା ପାଇଁ ବିଗ ବିଙ୍କ ଓଜନ କମିଲା ଏତିକି କିଲୋ

ମୁମ୍ବାଇ () ଅସୁସ୍ଥତା ପାଇଁ ବିଗ ବି ଅମିତାଭ ବଚ୍ଚନଙ୍କ ଓଜନ ପାଞ୍ଚ କିଲୋ କମିଯାଇଛି। ଟୁଇଟରରେ ନିଜର ପ୍ରଶଂସକମାନଙ୍କୁ ବିଗ୍ ବି ନିଜେ ଏହା କହିଛନ୍ତି। ନିକଟରେ ଅସୁସ୍ଥ ହୋଇପଡ଼ିଥିଲେ ବିଗ୍ ବି । ଫଳରେ ତାଙ୍କୁ ନାନାବତୀ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ କିଛି ଦିନ…

ପ୍ରସିଦ୍ଧ ଅଲାରନାଥ ମନ୍ଦିର ଏବେ ପାଣି ଘେରରେ

ପୁରୀ : ଲଘୁଚାପ ଜନିତ ଲଗାଣ ବର୍ଷା ପାଣିରେ ଉବୁଟୁବୁ ବ୍ରହ୍ମଗିରି। ଏହି କ୍ରମରେ ପ୍ରସିଦ୍ଧ ଅଲାରନାଥ ମନ୍ଦିରରେ ଆଣ୍ଠୁଏ ପାଣି ଭର୍ତ୍ତି ହେବା ସହ ମନ୍ଦିରର ଗର୍ଭଗୃହ ଛାତରୁ ପାଣି ଗଳୁଛି । ଯଦ୍ବାରା ଗର୍ଭ ଗୃହ ଭିତରେ ଲହଡୀ ଭାଙ୍ଗୁଛି ବର୍ଷାପାଣି । ତଥାପି ପାଣିରେ ପଶି ଶ୍ରଦ୍ଧାଳୁ…

କାଳୀ ପୂଜା ନିମନ୍ତେ ଜିଲା ପ୍ରଶାସନର ପ୍ରସ୍ତୁତି ବ୍ୟଠକ ଅନୁଷ୍ଠିତ

ପୁରୀ ଜିଲା ଅନ୍ତର୍ଗତ ସତ୍ୟବାଦୀର ବିରଗୋବିନ୍ଦପୁର ସ୍ତିତ ମା ଦକ୍ଷିଣକାଳୀଙ୍କ କାଳୀ ପୂଜା ନିମନ୍ତେ ଏକ ପ୍ରସ୍ତୁତି ବ୍ୟଠକ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରସ୍ତୁତି ବ୍ୟଠକ ଉପଜିଲାପାଳ ଭବତାରଣ ସାହୁଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥଇଥିଲା। ଆସନ୍ତା ୨୭ ଓ ୨୮ ତାରିଖରେ ଲକ୍ଷା ଦିକ…

299 ଜଣ ଅଧ୍ୟାପକଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉଚ୍ଚଶିକ୍ଷା ବିଭାଗରେ 299 ଜଣ ନୂଆ ଅଧ୍ୟାପକଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି । ଉଚ୍ଚଶିକ୍ଷା ବିଭାଗରେ ମୋଟ 833 ଜଣ ନୂଆ ଅଧ୍ୟାପକ ଚୟନ ହୋଇଛନ୍ତି । ଏହି ନିଯୁକ୍ତି ପ୍ରକ୍ରିୟା ନଭେମ୍ବର ମାସ ପର୍ଯ୍ୟନ୍ତ ଜାରି ରହିବ ଏବଂ ନବ…

ଥାନା ପରିଦର୍ଶନ କଲେ ଗୃହ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ୱର() ଆଜି ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଅଚାନକ କମିଶନରେଟ ପୋଲିସର ଲକ୍ଷ୍ମୀସାଗର ଥାନାକୁ ଗସ୍ତ କରିଥିଲେ । ଥାନାରେ ମୋ ସରକାର କାର୍ଯ୍ୟକ୍ରମ କିପରି କାର୍ଯ୍ୟକାରୀ ହେଉଛି ସେ ନେଇ ଥାନା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଥାନାକୁ ମାମଲା ନେଇ ଆସୁଥିବା…

ଏ ପିଏ ଜଣଙ୍କ କିଏ ?

ଭୁବନେଶ୍ୱର() କ୍ୟାମେରା ଧରି ଏଠି ସେଠି ଫଟୋ ଉଠାଉଥିବା ଏବଂ ମନ୍ତ୍ରୀଙ୍କ ସହିତ ନେସିଘଷି ହେଉଥିବା କ୍ୟାମେରା ମ୍ୟାନ ଜଣଙ୍କ ଏବେ ଜଣେ କୋଟିପତି । ଖାଲି କୋଟି ପତି ନୁହଁନ୍ତି,ଏହା ମଧ୍ୟରେ ଜଣେ ମନ୍ତ୍ରୀଙ୍କର ପିଏ ମଧ୍ୟ ବନିଯାଇଛନ୍ତି । ତାଙ୍କ ବିନା ଇସାରାରେ ଏହି ମନ୍ତ୍ରୀଙ୍କ ବିଭାଗରେ…

କାହିଁକି ଏହି ଅଭିନେତ୍ରୀ ଖାଇଲେ ଚାପୁଡା

ମୁମ୍ବାଇ() କଲର୍ସରେ ପ୍ରସାରିତ ହେଉଥିବା ରିଅଲିଟି ସୋ ବିଗ ବସ ୧୩’ରେ ଏବେ କଳି ଝଗଡ଼ା ଦେଖିବାକୁ ମିଳୁଛି। ନିକଟରେ ଏକ ଟାସ୍କରେ କଥା ଏତେ ବଢ଼ିଗଲା ଯେ ଦେବୋଲିନା ଶେହେନାଜଙ୍କୁ ଚାପୁଡ଼ା ମାରିବାକୁ ମଧ୍ୟ ପଛାଇଲେଣି। ଏହି ଘଟଣା ପରେ ସୋଶାଲ୍ ମିଡିଆରେ ଝଡ଼ ସୃଷ୍ଟି ହୋଇଯାଇଛି। ଗତ…

ସ୍କୁଲରେ ଏଣିକି ଅନଲାଇନ ଉପସ୍ଥାନ

ଭୁବନେଶ୍ୱର() ଖୁବ୍ ଶୀଘ୍ର ସ୍କୁଲରେ ଲାଗୁ ହେବ ଅନ୍ଲାଇନ ଉପସ୍ଥାନ ବ୍ୟବସ୍ଥା । ଯାହାଫଳରେ ରାଜ୍ୟର ସମସ୍ତ ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନକୁ ଲୋକସେବା ଭବନରୁ ସିଧାସଳଖ ଦେଖିବ ଗଣଶିକ୍ଷା ବିଭାଗ । ଏହା ଦ୍ବାରା ଜାଣି ହେବ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥାନ । ପାଇଲଟ୍…

ଉଠିଲା ନିଲମ୍ବନ ଆଦେଶ

ସୁନ୍ଦରଗଡ() ରାଜ୍ୟ ସରକାର ସସପେଣ୍ଡ କରିଥିବା ସୁନ୍ଦରଗଡର ସିଡିଏମଓ ଡାକ୍ତର ପଙ୍କଜ ପଟେଲଙ୍କ ଉପରେ ଆଜି ସସପେଣ୍ଡ ଆଦେଶ ପ୍ରତ୍ୟାହାର କରିନେଇଛନ୍ତି । ଏହା ପରେ ତାଙ୍କୁ ସୁନ୍ଦରଗଡର ଜିଲ୍ଲା ମୁଖ୍ୟ ଚିକିସôାଳୟର ସିନିୟର କନ୍ସଲ୍ଟାଣ୍ଟ୍ ଭାବେ ନୂଆ ନିଯୁକ୍ତି ଦିଆଯାଇଛି। ଗତ ୧୩ ତାରିଖ ଦିନ…