ବିଜେପୁରରେ ଇତିହାସ ରଚିଲା ବିଜେଡି
ନବୀନଙ୍କ ଲୋକପ୍ରିୟତା ଆଗରେ ମାତ ଖାଇଲେ ବିରୋଧୀ
ଭୁବନେଶ୍ବର () ବିଜେପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୀତା ସାହୁ ରାଜ୍ୟ ନିର୍ବାଚନ ଇତିହାସରେ ରେକର୍ଡ କରିଛନ୍ତି । ସେ 97 ହଜାର 990 ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀ ସନତ ଗଡତିଆଙ୍କୁ ହରାଇଛନ୍ତି । କଂଗ୍ରେସ ପୁଣି ଥରେ ବିଜେପୁରରେ…
