ସୋସିଆଲ ମିଡିଆ ଉପରେ ଲାଗିବ ଅଙ୍କୁଶ
ନୂଆଦିଲ୍ଲୀ() ସୋସିଆଲ ମିଡିଆ ଉପରେ ଏଣିକି ଲାଗିବ ଅଙ୍କୁଶ । ସୋସିଆଲ ମିଡିଆକୁ ଆଉ ବେଶି ଦିନ ଲଗାମହୀନ ଭାବରେ ଛାଡି ଦିଆଯିବ ନାହିଁ । ଏଥିପାଇଁ ଆସନ୍ତା ଜାନୁଆରୀ ୧୫ ତାରିଖ ସୁଦ୍ଧା ଆଇନ ଆଣିବାକୁ କେନ୍ଦ୍ର ସରକାର ନିଷ୍ପତି କରିଛନ୍ତି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତି ସୁପି୍ରମକୋର୍ଟକୁ…
