ବୁଲ୍ବୁଲ୍ ପ୍ରଭାବିତ ଜିଲ୍ଲାରେ ଆକାଶମାର୍ଗରୁ ସର୍ଭେ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ବୁଲ୍ବୁଲ୍ ପ୍ରଭାବିତ ଜିଲ୍ଲାରେ ଆକାଶମାର୍ଗରୁ ସର୍ଭେ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଅପରାହ୍ଣରେ ଆକାଶମାର୍ଗରୁ ସର୍ଭେ କରିବେ ନବୀନ । ସେପଟେ ବାତ୍ୟା ବୁଲବୁଲ ଓ ବର୍ଷାରେ କଣ କ୍ଷୟକ୍ଷତି ହୋଇଛି । ଏ ନେଇ ୭ ଦିନ ଭିତରେ ରିପୋର୍ଟ ଦେବାକୁ ପ୍ରଭାବିତ…
