Odia News Portal

ନିରଞ୍ଜନଙ୍କ ଗାଦି ରକ୍ଷା ପାଇଁ କଂଗ୍ରେସର ଆନ୍ଦୋଳନ

ଭୁବନେଶ୍ୱର : ରାଜ୍ୟରେ ଏବେ କଂଗ୍ରେସ ସକ୍ରିୟ ।ରାଜରାସ୍ତାରେ ପିଆଜ ବିକ୍ରି ଠାରୁ ଆରମ୍ଭକରି ରାତି ଅଧରେ ମହମବତୀ ଶୋଭାଯାତ୍ରା ଓ ମନ୍ତ୍ରୀଙ୍କ ଘରକୁ ଟମାଟୋ ମାଡ ଭଳି କାର୍ଯ୍ୟକ୍ରମରେ ଦଳ ମାତିଛି । ତେବେ ସୁପ୍ତ ଅବସ୍ଥାରେ ଥିବା କଂଗ୍ରେସ ହଠାତ୍‍ କାହିଁକି ଏଭଳି ଜାଗ୍ରତ ହୋଇଗଲା ତାହାକୁ…

୪ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ

ଭୁବନେଶ୍ୱର : ଆସନ୍ତାକାଲି ୪ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ । ଶ୍ରୀ ହରିଚନ୍ଦନ ଆସନ୍ତାକାଲି ଅପରାହ୍ନ ୩.୫୦ରେ ଭୁବନେଶ୍ୱର ଆନ୍ତର୍ଜାତିକ ବିମାନବନ୍ଦରରେ ପହଂଚି ସଂଦ୍ଧ୍ୟାବେଳେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଥିବା ମହାମହିମ…

ହାଇଦ୍ରାବାଦ ଏନ୍‌କାଉଣ୍ଟର ଘଟଣା : ସ୍ୱରା କହିଲେ ନ୍ୟାୟ ନୁହେଁ, ପୋଲିସ ନିୟମ ଭାଙ୍ଗିଛି’

ହାଇଦ୍ରାବାଦ ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣାର ମୁଖ୍ୟ ୪ ଅଭିଯୁକ୍ତଙ୍କୁ ପୋଲିସ ଏନକାଉଣ୍ଟରରେ ହତ୍ୟା କରିଛି। ଯାହାକୁ ନେଇ ବଲିଉଡର ଅନେକ କଳାକାର ବିଭିନ୍ନ ପ୍ରକାର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କିଏ ପୋଲିସର କାମକୁ ପ୍ରଶଂସା କରିଥିବା ବେଳେ ଆଉ କିଏ ପୋଲିସ ନିୟମ ଭାଙ୍ଗିଛି ବୋଲି…

ଓଡ଼ିଶାର ଝିଲିଙ୍କୁ ମିଳିଲା ସ୍ୱର୍ଣ୍ଣ ପଦକ

ଭୁବନେଶ୍ୱର : ନେପାଳର କାଠମାଣ୍ଡୁରେ ଚାଲିଥିବା ଦକ୍ଷିଣ ଏସୀୟ କ୍ରୀଡ଼ାରେ ଓଡ଼ିଶାର ଝିଲି ଦଳବେହେରା ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ରେଳବାଇ ତରଫରୁ ପ୍ରତିନିଧିତ୍ୱ କରୁଥିବା ଝିଲି ମହିଳା ଭାରୋତ୍ତୋଳନର ୪୫ କେଜିରୁ କମ୍‌ ବର୍ଗରେ ପ୍ରଥମ ହୋଇ ଏହି ସଫଳତା ଅର୍ଜନ କରିଛନ୍ତି । ଝିଲି ଦୁଇ…

10 ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ ପ୍ରଦାନ

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ 2019-20 ବର୍ଷ ପାଇଁ ଲାପଟପ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ 10 ଜଣ ଯୁକ୍ତ ଦୁଇର ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ ପ୍ରଦାନ କରି ସେମାନଙ୍କ ଉଜ୍ବଳ ଭବିଷ୍ୟତ…

ଗୋଟିଏ ଘଣ୍ଟା ଲାଇଭ୍ ଶୋ’ ପାଇଁ ୩ କୋଟି

ମୁମ୍ବାଇ() ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ଦାମ୍ ଏବେ ଖୁବ୍ ବଢ଼ିଯାଇଛି। ନୂଆବର୍ଷ ପାଇଁ ଗୋଟିଏ ଲାଇଭ୍ ଶୋ’ ପାଇଁ ସେ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ନେବେ। ଆଜି ପର୍ୟ୍ୟନ୍ତ ଭାରତରେ ଲାଇଭ୍ ଶୋ’ ପାଇଁ କୌଣସି ଅଭିନେତ୍ରୀ ଘଣ୍ଟାକୁ ଏତେ ଟଙ୍କା ନେଇନାହାନ୍ତି। ୨୫ ବର୍ଷୀୟା ଉର୍ବଶୀ…

ସଂଗଠିତ ଓ ଅଣସଂଗଠିତ ଶ୍ରମିକଙ୍କ ସୁରକ୍ଷା ରାଜ୍ୟ ସରକାରଙ୍କ ପ୍ରାଥମିକତା

ଭୁବନେଶ୍ୱର() ପେନସନ ସପ୍ତାହ ଉପଲକ୍ଷେ ଅନୁÂିତ ରାଜ୍ୟ ସ୍ତରୀୟ ସଚେତନତା ଶିବିରରେ ଉଦବୋଧନ ଦେଇ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ କହିଥିଲେ ଯେ, ସଂଗଠିତ ଓ ଅସଂଗଠିତ ଶ୍ରମିକ ମାନଙ୍କର ସାମାଜିକ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବିଭିନ୍ନ କଲ୍ୟାଣକାରୀ ଯୋଜନା…

ଏନକାଉଣ୍ଟରକୁ ଆଇନ ମନ୍ତ୍ରୀଙ୍କ ସମର୍ଥନ

ଭୁବନେଶ୍ୱର() ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣାରେ ୪ ଦୁଷ୍କର୍ମୀଙ୍କୁ ତେଲେଙ୍ଗାନା ପୋଲିସ ଏନକାଉଣ୍ଟର ଘଟଣାରେ ପ୍ରତିକି୍ରୟା ରଖିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ମନ୍ତ୍ରୀ କହିଛନ୍ତି, ସେମାନେ ବହୁତ ବଡ ଦୋଷୀ, କଠୋର ଦଣ୍ଡ ଦରକାର ଥିଲା । ଏନେଇ ମାନବାଧିକାର କ’ଶ କହିଛନ୍ତି ମୁଁ…

ଭୁଲ ଚାଲାଣ କଟିଥିଲେ ଫେରସ୍ତ ହେବ ଟଙ୍କା : ମନ୍ତ୍ରୀ

ଭୁବନେଶ୍ୱର () ଟ୍ରାଫିକ୍ ନିୟମ କଡ଼ାକଡ଼ି ହେବା ପରେ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ କରାଯାଉଛି। କିନ୍ତୁ ଚାଲାଣ କାଟିବାରେ ତ୍ରୁଟି ପରିଲକ୍ଷିତ ହେଲେ ଫେରସ୍ତ ମିଳିବ ଟଙ୍କା । ଏନେଇ ଶୁକ୍ରବାର ଦିନ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ମନ୍ତ୍ରୀ କହିଛନ୍ତି,…

ବ୍ୟବସାୟ ଜଗତରେ ଦୌଡରାଣୀ

ଭୁବନେଶ୍ୱର()  ଦୌଡରାଣୀ ଦୂତି ଚାନ୍ଦ ଏବେ ବ୍ୟବସାୟ ଜଗତରେ ପାଦ ଥାପିଛନ୍ତି। ନିକଟରେ ରାଜଧାନୀ ଭୁବନେଶ୍ବରରେ ଦୁଇଟି ହୋଟେଲ ଖୋଲିଛନ୍ତି ଦୂତି। ଓଡ଼ିଶାରେ ଆସନ୍ତା ଦୁଇ ତିନି ବର୍ଷ ଭିତରେ ୧୦୦ ହୋଟେଲ ଖୋଲିବାକୁ ଲକ୍ଷ୍ୟ ରଖିଛନ୍ତି ସେ। ହୋଟେଲର ନାଁ ‘ଡିଟି ଡିଲାଇଟ୍ସ’ ରଖା ଯାଇଛି।…