Odia News Portal

ରାଜ୍ୟପାଳଙ୍କୁ ବିଧାନସଭା ମନା

କୋଲକାତା() ରାଜ୍ୟପାଳଙ୍କୁ ବିଧାନସଭା ମନା । ରାଜ୍ୟପାଳ ରାଜ୍ୟର ପ୍ରଥମ ନାଗରିକ ହୋଇଥିଲେ ହିଁ ତାଙ୍କୁ ମମତା ସରକାର ବିଧାନସଭାରେ ପ୍ରବେଶ ପାଇଁ ଅନୁମତି ଦେଇ ନାହାନ୍ତି। ବିଧାନସଭାକୁ ଆଜି ରାଜ୍ୟପାଳ ଜଗଦୀପ ଧନକାର ଯାଇଥିବା ବେଳେ ଭିଭିଆଇପିଙ୍କ ପାଇଁ ଉଦ୍ଦିଷ୍ଟ ଗେଟ୍ରେ ତାଲା ପଡ଼ିଥିଲା।…

ଆରଟିଓରେ ଥଇଥାନ ହେବେ ଏଜେଣ୍ଟ

ଭୁବନେଶ୍ୱର()  ଆରଟିଓରେ ଏଜେଂଟ ବା ମଧ୍ୟସ୍ଥି କାମ କରିବା ନେଇ ହାଇକୋର୍ଟ ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ରାୟ ।ମଧ୍ୟସ୍ଥିଙ୍କୁ ଚିହ୍ନଟ କରିବା ସହ ଥଇଥାନ କରିବାକୁ ପରିବହନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଆରଟିଓ ଅଫିସରେ ବିଭିନ୍ନ ଏଜେଣ୍ଟ ପ୍ରବଶେ ଉପରେ କଟକଣା ଲାଗିବନି ।…

ମିଶିଲା ପ୍ରଧାନମନ୍ତ୍ରୀ କିଷାନ ଓ କାଳିଆ ଯୋଜନା

ଭୁବନେଶ୍ୱର() କାଳିଆ ଯୋଜନା ଚାଲୁ ରହିବ। ଏହା କହିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ। ପିଏମ କିଷାନ ସହ କାଳିଆ ଯୋଜନାର ମିଶ୍ରଣ ପ୍ରସଙ୍ଗରେ ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି। ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି ଯେ, କାଳିଆ ଲାଭ ଲୋକଙ୍କ ପାଖକୁ ଯିବ। କାଳିଆ-କିଷାନ ମିଶ୍ରଣ ହେବ। କାଳିଆ…

ରକେଟ ବେଗରେ ବଢୁଛି ପିଆଜ ଦର : ଯୋଗାଣ ବିଭାଗ ବେଫିକର

ଭୁବନେଶ୍ୱର : ପିଆଜ ଦରବୃଦ୍ଧିକୁ ନେଇ ରାଜ୍ୟର ଖାଉଟିମାନେ ଅଣନିଶ୍ୱାସି ହୋଇପଡିଥିବାବେଳେ ଖାଉଟି କଲ୍ୟାଣ ବିଭାଗର କାର୍ଯ୍ୟ ଉପରେ ଏବେ ପ୍ରଶ୍ନବାଚୀ ଉଠିଲାଣି । ଗତକାଲି ପିଆଜ ଦର ରକେଟ ବେଗରେ ଦୁଇ ଘଣ୍ଟାରେ କିଲୋ ୪୦ଟଙ୍କା ବଢିଯିବା ପରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ବେଫିକର…

‘କୋଳଥ’ର ଉପକାରିତା ବିଷୟରେ ଆସନ୍ତୁ ଜାଣିବା

ପୁଷ୍ଟିସାର, ଲୌହସାର, କାଲ୍‌ସିଅମ୍‌ରେ କୋଳଥ ଭରପୂର। ଏଥିରେ ଶ୍ବେତସାର ଓ ଚର୍ବିର ମାତ୍ରା କମ୍‌। ନିୟମିତ ଖାଇବା ଦ୍ୱାରା ମେଦ ବହୁଳତା ଏବ˚ ଓଜନ ହ୍ରାସ ପାଏ। ଋତୁକାଳୀନ ସମସ୍ୟା ଭୋଗୁଥିବା ମହିଳାମାନେ କୋଳଥ ଡାଲି ଖାଇବା ଉଚିତ। ଏହା ଦ୍ୱାରା ଅତ୍ୟଧିକ ରକ୍ତସ୍ରାବ କମେ।…

ସତ୍ୟଭାମା ଦେବୀ ବିଦ୍ୟାଳୟରେ ପୋଷାକ ବଣ୍ଟନ

ଭୁବନେଶ୍ୱର : ସତ୍ୟଭାମା ଦେବୀ ମୂକବଧିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ କରାଯାଇଛି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧିନସ୍ଥ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ୍ରରେ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଆଜିର ବଜ୍ର ଯୋଗ ପ୍ରତିବନ୍ଧକ ହଟାଇ କାର୍ଯ୍ୟସିଦ୍ଧି କରାଇବ। ସକାଳ ସମୟଟି ଆନନ୍ଦମୁଖର ରହିବା ସହ ପ୍ରତ୍ୟେକ କ୍ଷେତ୍ରରେ ସମୟୋଚିତ ଦୃଢ଼ ପଦକ୍ଷେପ ନେଲେ କୃତକାର୍ଯ୍ୟ ହେବେ। ଅଫିସ କାମରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ। ବହୁତ ଆଲୋଚନା ଶେଷରେ ବନ୍ଧୁ ସାହାଯ୍ୟ ସହଯୋଗର…

୧୪ବର୍ଷ ପର୍ୟ୍ୟନ୍ତ ଶୋଇରହିଥିଲେ ଲକ୍ଷ୍ମଣଙ୍କ ପତ୍ନୀ

ସୀତାଙ୍କୁ ରାବଣଙ୍କ କବଳରୁ ମୁକ୍ତି କରିବା ପାଇଁ ଘମାଘୋଟ ଯୁଦ୍ଧ ହୋଇଥିଲା । ଏହି ଯୁଦ୍ଧରେ ରାବଣଙ୍କୁ ଶ୍ରୀରାମଚନ୍ଦ୍ର ବଧ କରିବା ପୂର୍ବରୁ ରାବଣର ଭାଇ କୁମ୍ଭକର୍ଣ୍ଣ, ରାବଣଙ୍କ ପୁଅ ଇନ୍ଦ୍ରଜିତଙ୍କ ଭଳି ବହୁ ବଡବଡ ଯୋଦ୍ଧାଙ୍କୁ ମଧ୍ୟ ବଦ୍ଧ କରିବାକୁ ହୋଇଥିଲା । ରାବଣଙ୍କ ପୁଅ ଇନ୍ଦ୍ରଜିତ…

ଫାଷ୍ଟ ଟ୍ରାକ କୋର୍ଟରେ ଶୁଣାଣି

ନୂଆଦିଲ୍ଲୀ() ଫାଷ୍ଟ ଟା୍ରକ କୋର୍ଟରେ ହେବ ହାଇଦ୍ରବାଦ ଗଣଦୁଷ୍କର୍ମ ମାମଲାର ଶୁଣାଣି । ଶୁଣାଣି ପାଇଁ ଅନୁମତି ଦେଲେ ତେଲେଙ୍ଗାନା ହାଇକୋର୍ଟ । ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସେପଟେ ହାଇଦ୍ରାବାଦ, କୋଲକାତା, ଅମୃତସର, ଚେନ୍ନାଇ ଓ ଓଡ଼ିଶାର ବିଭିନ୍ନ ସ୍ଥାନରେ ମହିଳା, ଯୁବତୀ ଓ…

‘ଇୟର୍ ଇନ୍ ରିଭ୍ୟୁ ୨୦୧୯ ଲିଷ୍ଟ୍’ ରେ ସଲ୍ମାନ୍ ଓ ସନ୍ନି

ଭୁବନେଶ୍ୱର () ‘ୟାହୁ ଇଣ୍ଡିଆ’ର ‘ଇୟର୍ ଇନ୍ ରିଭ୍ୟୁ ୨୦୧୯ ଲିଷ୍ଟ୍’ ସାମ୍ନାକୁ ଆସିଛି। ଏଥିରେ ଇଣ୍ଟରନେଟ୍ରେ ସବୁଠୁ ଅଧିକ ସର୍ଚ୍ଚ ହୋଇଥିବା ବଲିଉଡ୍ ସେଲେବ୍ରିଟି ‘ଦବଙ୍ଗ ଖାନ୍’ ସଲ୍ମାନ୍ ଓ ହଟ୍ ନାୟିକା ସନ୍ନି ଲିଓନ ଙ୍କ ନାଁ ସାମ୍ନାକୁ ଆସିଛି। ତାଲିକା ଅନୁୟାୟୀ, ଚଳିତ ବର୍ଷ…