Odia News Portal

ଅଯୋଧ୍ୟା ରାମ ମନ୍ଦିର ମାମଲାରେ ନୂଆ ମୋଡ

ନୂଆଦିଲ୍ଲୀ() ଦୀର୍ଘ ଦଶନ୍ଧି ଧରି ଚାଲିଥିବା ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ଶେଷ ହୋଇଛି। ସୁପ୍ରିମକୋର୍ଟ ୪୦ ଦିନ କାଳ ଶୁଣାଣି କରିବା ପରେ ରାୟ ସଂରକ୍ଷିତ ରଖିଛନ୍ତି। ନଭେମ୍ବର ୪ରୁ ୧୭ ମଧ୍ୟରେ ଏହି ମାମଲାର ରାୟ ଆସିବ। ଅନ୍ୟପକ୍ଷରେ ଏହି ବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟ ଗଠନ…

ବିଶ୍ବ ସ୍ତରରେ ସୋଆକୁ ମାନ୍ୟତା

ଭୁବନେଶ୍ବର () ଟାଇମ୍ସ ହାୟର୍ ଏଜୁକେସନ୍ ୱାର୍ଲ୍ଡ ୟୁନିଭର୍ସିଟି ମାନ୍ୟତା - ୨୦୨୦ ପାଇଁ ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ୬୦୧ ରୁ ୮୦୦ କ୍ୟାଟେଗୋରୀରେ ସ୍ଥାନିତ ହୋଇଛି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସଟି) । ଗୁରୁବାର ଏହି ମାନ୍ୟତା ପ୍ରକାଶିତ ହୋଇଥିବା ବେଳେ…

ଏଣିକି କୃଷି ବିଭାଗର ବରିଷ୍ଠ ଅଧିକାରୀ ସିଧାସଳଖ ଚାଷୀମାନଙ୍କୁ ଭେଟିବେ

ଭୁବନେଶ୍ବର () ପ୍ରଶାସନିକ ସ୍ତରରେ ନିଆଯାଉଥିବା ନିଷ୍ପତ୍ତି ଓ ଯୋଜନାଗୁଡ଼ିକ ତୃଣମୂଳ ସ୍ତରରେ କାର୍ଯ୍ୟକାରିତା ଓ ଏହାର ସୁଫଳ ସିଧାସଳଖ ଚାଷୀମାନଙ୍କ ନିକଟରେ ପହଞ୍ଚାଇବା କାର୍ଯ୍ୟର ତଦାରଖ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ଜିଲ୍ଲା ଗସ୍ତ କରିବା ପାଇଁ…

ଭାଇରାଲ ହେଉଛି ଏହି ଅଭିନେତ୍ରୀଙ୍କ ହଟ ଫଟୋ,ଦେଖନ୍ତୁ

ଅଭିନେତ୍ରୀ କାମ୍ୟା ପଞ୍ଜାବୀ ଏବେ ବୟଫ୍ରେଣ୍ଡ ଶଲଭ ଡାଙ୍ଗଙ୍କ ସହ ଦୁବାଇରେ ଛୁଟି କାଟୁଛନ୍ତି। ଏହି ଭେକେସନ୍‌ର ଫଟୋ କାମ୍ୟା ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ସେୟାର କରିଛନ୍ତି। ୪୦ ବର୍ଷୀୟା କାମ୍ୟା ବିକିନି ଲୁକ୍‌ରେ ବୋଲ୍ଡ ଦିଶୁଛନ୍ତି। ଫଟୋରେ କାମ୍ୟାଙ୍କୁ ପାଣି ଭିତରେ ପୋଜ୍‌…

ମହିଳାଙ୍କୁ ଦୁଷ୍କର୍ମ ଓ ବ୍ଲାକମେଲିଂ ଅଭିଯୋଗରେ କନେଷ୍ଟବଳ ଗିରଫ

ପୁରୀ : ପୁରୀ ପୋଲିସର ଜଣେ କନେଷ୍ଟବଳ ଖାକିରେ ଲାଗିଇଛନ୍ତି ଦାଗ। ମହିଳାଙ୍କୁ ଦୁଷ୍କର୍ମ ଓ ବ୍ଲାକମେଲିଂ ଅଭିଯୋଗରେ କନେଷ୍ଟବଳ ଗିରଫ। ପୁରୀ ନିମାପଡା ଥାନା କନେଷ୍ଟବଳ ଗଙ୍ଗାଧର ରାଉତଙ୍କୁ ଏହି ଅଭିଯୋଗରେ ଗିରଫ କରିଛି ସତ୍ୟବାଦୀ ପୋଲିସ। ସତ୍ୟବାଦୀ ଥାନାରେ ଡ୍ୟୁଟି କରୁଥିବା ସମୟରେ ଜଣେ…

ଦେଖିବାକୁ ବହୁତ ଛୋଟ ଶିଶୁ ହେଲେ ବୁଦ୍ଧି ବିଚକ୍ଷଣ

ଫୁଲବଣୀ : ବୟସ ମାତ୍ର ୪ବର୍ଷ। ହେଲେ ବୁଦ୍ଧି ବିଚକ୍ଷଣ। ଯେଉଁ ବୟସରେ ନାମୀଦାମୀ ସ୍କୁଲରେ ପଢ଼ୁଥିବା ପିଲା ମଧ୍ୟ ଏପରି ପ୍ରଶ୍ନର ଉତ୍ତର ଦେବାକୁ ପଛାଇ ଥାଆନ୍ତି, ସେଠାରେ ଆଦିବାସୀ ମୂଲକରେ ରହି ଅଙ୍ଗନବାଡ଼ିରେ ପାଦ ଥାପିଥିବା ଏହି ପିଲାଟି କେଉଁଠୁ ଏତେ ଜ୍ଞାନ ସାଉଣ୍ଟିଲା ତାହା ସମସ୍ତଙ୍କୁ…

୧୧ ବିଲିୟନ କୋଟି ଟଙ୍କାର ମାଲିକ ଏହି ଅଭିନେତା

ମୁମ୍ବ୍ଧବ() ବଲିଉଡର ପ୍ରସିଦ୍ଧ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଲାଇଫଷ୍ଟାଇଲ ମଧ୍ୟ ଖୁବ ସମ୍ଭ୍ରାନ୍ତୀୟ। ସେ ସୈଫ ଅଲ୍ଲୀ ନବାବ ନାଁରେ ପରିଚିତ। କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହେଉଛନ୍ତି ନବାବ ସୈଫ। ବର୍ତ୍ତମାନ ସୈଫ ପାଖାପାଖି ୧୧୦୦ କୋଟି ଟଙ୍କାର ମାଲିକ। ପ୍ରତି ବର୍ଷ ସୈଫ ୫୫…

ବିଶ୍ୱର ସବୁଠୁ ସୁନ୍ଦରୀ ମହିଳା, ଫଟୋ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ() ଗ୍ରୀକ୍ ଗଣନା ଅନୁସାରେ ୨୩ ବର୍ଷୀୟା ସୁପର୍ ମଡେଲ୍ ବେଲା ହେଡିଡ୍ ହେଉଛନ୍ତି ବିଶ୍ୱର ସବୁଠାରୁ ସୁନ୍ଦରୀ ମହିଳା। ‘ଗୋଲ୍ଡେନ୍ ରେସିଓ ଅଫ୍ ବିଉଟି ଫି’ ଷ୍ଟାଣ୍ଡାର୍ଡ’ ଅନୁଯାୟୀ ବୈଜ୍ଞାନିକମାନେ ବେଲାଙ୍କୁ ପୃଥିବୀର ସବୁଠାରୁ ସୁନ୍ଦରୀ ମହିଳା ବୋଲି ଘୋଷଣା କରିଛନ୍ତି।…

ଖଣ୍ଡଗିରି ଥାନାରେ ଓମବାବାଙ୍କ ନାଁରେ ଅଭିଯୋଗ

ଭୁବନେଶ୍ୱର() ଓମ ବାବାଙ୍କ ପାଇଁ ଅଡୁଆ ବଢୁଛି । ବୁଧବାର କୋରାପୁଟ ଯୁବ କଂଗ୍ରେସ ପକ୍ଷରୁ ଓମ୍ ବାବାଙ୍କ ନାମରେ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ବାବାକୁ ତୁରନ୍ତ ଗିରଫ କରାଯାଉ ବୋଲି ଯୁବକଂଗ୍ରେସ ଦାବି କରିଛି। ନଚେତ ତାଙ୍କୁ ଅଣ୍ଡାମାଡ଼ କରାଯିବ ବୋଲି କୋରାପୁଟ ଯୁବକଂଗ୍ରେସ…

ବିଜେପୁର ବିଜେଡିର: ସୁର

ବରଗଡ() ବିଜେପୁର ଉପ ନିର୍ବାଚନ ଆଉ ରହିଲା ୩ ଦିନ । ତିନି ପ୍ରମୁଖ ଦଳ ମଧ୍ୟରେ ଚାଲିଛି ବଳ କଷାକଷି। ଆଜି ବିଜେପୁର ରାଲିରେ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓହ୍ଲାଇଥିବା ବେଳେ କଂଗ୍ରେସ ପକ୍ଷରୁ ସୁର ରାଉତରାୟ ପ୍ରଚାର କରୁଛନ୍ତି। ତେବେ ଏହି ଭିତରେ ନିର୍ବାଚନ ପୂର୍ବରୁ…