ଟାଟୁ କରିବାକୁ ଇଚ୍ଛୁକ କି ? ତେବେ ପଢି ରଖନ୍ତୁ କିଛି ଗୁରୁତ୍ଵପୂର୍ଣ୍ଣ କଥା
ଆଜିକାଲି ଟାଟୁ ଏକ ଫ୍ୟାଶନ୍ ପାଲଟି ଯାଇଛି। ଅଧିକାଂଶ ଲୋକ ଶରୀରରେ ଟାଟୁ କରିବାକୁ ପସନ୍ଦ କରୁଛନ୍ତି। ହେଲେ ଏହି ଟାଟୁ ପାଇଁ ବେଳେବେଳେ ବଡ଼ ବଡ଼ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତେଣୁ ଟାଟୁ କରିବା ପୂର୍ବରୁ କିଛି ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ। ଯାହାଦ୍ବାରା ପରେ ଆମକୁ…
