Odia News Portal

ବଢିଲା ସ୍ୱେଚ୍ଛାକୃତ ଜମି ପ୍ରଦାନ ଅବଧି

ଭୁବନେଶ୍ୱର() ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ୱେଚ୍ଛାକୃତ ଭାବରେ ଜମି ବିକ୍ରୟ ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ସମୟ ସୀମାକୁ ଆଉ ୭ ଦିନ ଅର୍ଥାତ ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଶ୍ରୀମନ୍ଦିର ନିରପତ୍ତା ବଳୟ ନିମନ୍ତେ…

‘ମଧୁ’ ଆପର ଶୁଭାରମ୍ଭ କଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର () ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଗଞ୍ଜାମରେ ଆରମ୍ଭ ହୋଇଛି ‘ମଧୁ’ ଆପ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମଧୁ ଆପକୁ ଶୁଭାରମ୍ଭ କରିଛନ୍ତି । ଛାତ୍ରଛାତ୍ରୀମାନେ ‘ମଧୁ ଆପ’କୁ ମୋବାଇଲ ଫୋନରେ download କରି ସେଥିରୁ ଭିଡିଓ ଦ୍ୱାରା ସେମାନେ ଶ୍ରେଣୀରେ ପଢା ଯାଇଥିବା ପାଠ ବୁଝି…

ସଭ୍ୟ ସମାଜରେ କୁକର୍ମକାରୀର କୌଣସି ସ୍ଥାନ ନାହିଁ : ଡିଆଇଜି

ପୁରୀ()  ପୁରୀରେ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ କନଷ୍ଟେବଳ ଜିତେନ୍ଦ୍ର ସେଠୀକୁ ଗିରଫ କରାଯାଇଛି। ଏଥିସହ ଅନ୍ୟ ୩ ଅଭିଯୁକ୍ତଙ୍କୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି। ସେପଟେ ଏକ ସାମ୍ବାଦିକ ସମ୍ମିଳନୀରେ ଡିଆଇଜି ଆଶିସ ସିଂହ କହିଛନ୍ତି ପୀଡିତାଙ୍କର ଡାକ୍ତରୀମାଇନା କରଯାଇସାରିଛି ।…

ନାସା ଚନ୍ଦ୍ରଯାନ-୨ : ମିଳିଲା ଲ୍ୟାଣ୍ଡର ବିକ୍ରମର ସନ୍ଧାନ

ଓ୍ବାସିଂଟନ : ମିଳିଲା ଲ୍ୟାଣ୍ଡର ବିକ୍ରମର ସନ୍ଧାନ ।  ଆମେରିକାର ନ୍ୟାଶନାଲ ଏରୋନେଟିକ୍ସ ଆଣ୍ଡ ସ୍ପେଶ ଆଡମିନିଷ୍ଟ୍ରେସନ ବା ନାସା ଚନ୍ଦ୍ରଯାନ-୨ର ବିକ୍ରମ ଲ୍ୟାଣ୍ଡର ସନ୍ଧାନ ମିଳିଛି। ନାସା ଟ୍ୱିଟ୍ କରି ଲୁନାର ରେକନେସେନ୍ସ ଅର୍ବିଟର ବା ଏଲଆରଓ ଚନ୍ଦ୍ରପୃଷ୍ଠରେ ବିକ୍ରମର ସନ୍ଧାନ ପାଇଥିବା…

ଶିଶୁ ଭବନ ଛକରେ ପୁଲିସ କଂଗ୍ରେସ କର୍ମୀ ଧସ୍ତାଧସ୍ତି

ଭୁବନେଶ୍ୱର : ଭୁବନେଶ୍ୱରର ଶିଶୁ ଭବନ ଛକ ନିକଟରେ ପୁଲିସ ଓ କଂଗ୍ରେସ କର୍ମୀ ଧସ୍ତାଧସ୍ତି । କଂଗ୍ରେସ କର୍ମୀମାନେ କ୍ୟାଣ୍ଡେଲ ରାଲି କରି ନବୀନ ନିବାସ ଆଡକୁ ଯାଉଥିବା ବେଳେ ସେମାନଙ୍କୁ ପୁଲିସ ଅଟକାଇବା ପାଇଁ ଚେଷ୍ଟା କରିଥିଲା । ଏହାପରେ ପୁଲିସ ଏ କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ…

ରୋଗପ୍ରତିଷେଧକ ବୃଦ୍ଧିକାରୀ ଉପାଦାନରେ ଭରପୂର ରସୁଣ

ଓଜନ ବଢ଼ିବା ସମସ୍ୟାରେ ଆଜିକାଲି ଅନେକ ପୀଡ଼ିତ। ସାବଧାନତା ସତ୍ତ୍ବେ କମ୍‌ ଦିନ ମଧ୍ୟରେ ଓଜନ ନିୟନ୍ତ୍ରଣକୁ ଆଣିବା ସମସ୍ତଙ୍କ ପକ୍ଷେ ସହଜ ହେଉନାହିଁ। ତେବେ, କ୍ରମାଗତ ସନ୍ତୁଳିତ ଆହାର ଓ କିଛି ଶାରୀରିକ ବ୍ୟାୟାମ ଦ୍ୱାରା ତାହା ସମ୍ଭବ ହୋଇପାରୁଛି। ଏ କ୍ଷେତ୍ରରେ ରସୁଣ ଏକ ଉତ୍ତମ ବିକଳ୍ପ।…

ଆମେରିକାରେ ପ୍ରଶଂସା ସାଉଁଟୁଛି ‘ଛବିରାଣୀ’

ଭୁବନେଶ୍ଵର : ୮୦ ଦଶକରେ ଓଡ଼ିଶାକୁ ସ୍ତବ୍ଧ କରିଥିବା ଛବିରାଣୀ ହତ୍ୟାକାଣ୍ଡ ଉପରେ ଆଧାରିତ ଓଡ଼ିଆ ଚଳଚ୍ଚିତ୍ର ‘ଛବିରାଣୀ’ ଆମେରିକାର ବୋଷ୍ଟନ୍‍ ସହରରେ ପ୍ରଦର୍ଶିତ ହୋଇ ପ୍ରଶଂସା ସାଉଁଟିଛି। ବାସ୍ତବଧର୍ମୀ ଘଟଣା ଉପରେ ଆଧାରିତ ଏହି ଚଳଚ୍ଚିତ୍ର ଓଡ଼ିଶା ସୋସାଇଟି ଅଫ୍‍ ନ୍ୟୁ ଇଂଲଣ୍ଡ ଜରିଆରେ…

ମୋବାଇଲ୍‌ ଫୋନ୍‌କୁ କାନରେ ଚାପି ଅଧିକ ସମୟ କଥା ହେବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ

ମୋବାଇଲ୍‌ ଫୋନ୍‌କୁ କାନରେ ଚାପି ଅଧିକ ସମୟ କଥା ହେବା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ। କାରଣ ଏଥିରୁ ଏକ ପ୍ରକାର ଚୁମ୍ବକୀୟ-ବୈଦ୍ୟୁତିକ ଶକ୍ତି ବିକିରଣ ହୁଏ ଏବ˚ ତାହା ଶରୀର ଉପରେ କୁପ୍ରଭାବ ପକାଏ। ବିଶେଷଜ୍ଞଙ୍କ ମତରେ ବଧିରତା କି˚ବା ନିଦ୍ରାହୀନତା ସମସ୍ୟା ସୃଷ୍ଟି ପଛରେ ମୋବାଇଲ୍‌…

ପିଆଜ ଦର ନେଇ ମନ୍ତ୍ରୀଙ୍କ ଚୋପାଛଡା ବୟାନ

ଭୁବନେଶ୍ୱର : ରାଜ୍ୟରେ ପିଆଜ ଦର ଅଣାୟତ ହୋଇଥିବାବେଳେ ଦରବୃଦ୍ଧିକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବୟାନ ଏବେ ଚର୍ଚ୍ଚାରେ । କେତେବେଳେ କହୁଛନ୍ତି ପିଆଜ ଦର ବଢିତ ଆଉ କେତେବେଳେ କହୁଛନ୍ତି ମାସ ପରେ କମିବ । ମନ୍ତ୍ରୀଙ୍କ ଏଭଳି ବିବୃତ୍ତି ବେପାରୀମାନଙ୍କୁ ବେଶ୍‍ ସୁହାଉଥିବାବେଳେ ସାଧାରଣ ଖାଉଟି…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଆଜି ଲାଭ ସ୍ଥାନରେ ଚନ୍ଦ୍ର ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟସିଦ୍ଧି ଘଟିବ ଏବଂ ଆଶା କରୁଥିବା ଜିନିଷ ନିଶ୍ଚିତ ପାଇପାରିବେ। କିନ୍ତୁ ଆତ୍ମୀୟମାନଙ୍କ ଉପରେ ଭୁଲ୍‌ ବୁଝାମଣା ହେତୁ ପାରିବାରିକ ସମସ୍ୟା ବଢ଼ିପାରେ। ପିଲାଙ୍କ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ…