Odia News Portal

ପାରାଦୀପ ଠାରୁ ୮୧୦ କିଲୋମିଟର ଦୂରରେ ଗଭୀର ଅବପାତ

ଭୁବନେଶ୍ୱର () ଗଭୀର ଅବପାତର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଏହା ପ୍ରଭାବ ଓଡିଶା ଉପରେ ପଡିବାର ସଂଭାବନା କମ୍ ବୋଲି ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଂଜୟ ମହାପାତ୍ର । ପାରାଦୀପ ଠାରୁ ଏହା ଏବେ ୮୧୦ କିଲୋମିଟର ଦୂରରେ ରହିଛି । ତେବେ ଆଗକୁ ଏହି…

ବଦଳିଗଲେ କି ରାନୁ ମଣ୍ଡଳ ? ଫ୍ୟାନଙ୍କୁ ଦେଲେ ଏଭଳି ରିଆକ୍ସନ, ଦେଖନ୍ତୁ ଭିଡିଓ

’ଏକ ପ୍ୟାର କା ନଗମାଟ୍ଟ’ ଗୀତ ପାଇଁ ସୋସିଆଲ ମିଡିଆ ସେନଶେସନ୍ ପାଲଟିଥିବା ରାନୁ ମଣ୍ଡଳଙ୍କ ଜୀବନ ପୂର୍ବ ତୁଳନାରେ ଖୁବ୍ ବଦଳି ଯାଇଛି। ଏପରିକି ତାଙ୍କର ଫ୍ୟାନ୍ ଫଲୋଇଙ୍ଗ ମଧ୍ୟ ଖୁବ୍ ଅଧିକ। କିନ୍ତୁ ଏବେ ସୋସିଆଲ ମିଡିଆରେ ରାନୁଙ୍କର ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ତାଙ୍କର ଜଣେ…

ବିଶ୍ୱ ରେକର୍ଡ କଲେ ଓଡିଆ ଝିଅ

ବିଶ୍ୱ ରେକର୍ଡ କଲେ ଓଡିଆ ଝିଅ ଲିପିକା ସେଠ୍ ।ା ଋଷିଆର ମାଉଣ୍ଟ ଏଲବ୍ରସ ଶୃଙ୍ଗକୁ ସଫଳତାର ସହ ଆରୋହଣ କରି ସେ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଏହି ଶୃଙ୍ଗର ଉଚ୍ଚତା ପ୍ରାୟ ୫ ହଜାର ୬୪୨ ମିଟର ବା ୧୮ ହଜାର ୫୧୦ଫୁଟ । ଏହି ଗିରିଶୃଙ୍ଗ ଆରୋହଣରେ ଲିପିକା ହୋଇଛନ୍ତି ରାଜ୍ୟର ଅଷ୍ଟମ…

ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣି ହତ୍ୟା ଉଦ୍ୟମ

ଭୁବନେଶ୍ବର :  ଭୁବନେଶ୍ବର ପାସପୋର୍ଟ ଅଫିସ ଆଗ ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣି ହତ୍ୟା ଉଦ୍ୟମ। ଘଟଣାସ୍ଥଳରେ ନୂଆପଲ୍ଳୀ ଥାନ ଅଧିକାରୀ ପହଞ୍ଚି ଯିବାରୁ ଅଳ୍ପକେ ବର୍ତ୍ତି ଗଲେ ଯୁବକ। ଆହତ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ଭର୍ତ୍ତି କରାଯାଇଥିବା ସୂଚନା…

ଭିଜିଲାନ୍ସ ଜାଲରେ ଫରେଷ୍ଟର

ଦେବଗଡ଼ :  ଦେବଗଡ ଜିଲ୍ଲା କଂସର ସେକ୍ସନ ଫରେଷ୍ଟର ପ୍ରସନ୍ନ କୁମାର ମିଶ୍ର  କେଶ ରଫା ଦଫା କରିବାପାଇଁ  ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସୂଚନାଯୋଗ୍ୟ ଯେ, ଦେବଗଡ ଜିଲ୍ଲା କଂସର ସେକ୍ସନ ଫରେଷ୍ଟର ପ୍ରସନ୍ନ କୁମାର ମିଶ୍ର ମଙ୍ଗଳବାର ଅରୁଣ ସମାଦିଆ ନାମକ ଜଣେ…

ଗୋପ – କୋଣାର୍କ ରାସ୍ତାରେ ଠିକାଦାରଙ୍କୁ ଗୁଳିମାଡ

ପୁରୀ : ଦାଦାବଟି ଦେଲେନି ବୋଲି କୋଣାର୍କରେ ଠିକାଦାରଙ୍କୁ ଦୃବୁର୍ତ୍ତଙ୍କ ଗୁଳିମାଡ଼ । ଗୁଳିମାଡ କରି ଫେରାର ହେବା ବେଳେ ୨ ଦୃବୁର୍ତ୍ତଙ୍କୁ ଧରି ନିସ୍ତୁକ ଛେଚିଲେ ଲୋକ । କୋଣାର୍କ ଗୋପ ଛକ ନିକଟରେ ଘଟିଛି ଏହି ଘଟଣା । ମିଳିଥିବା ସୂଚନା ମୁତାବକ ଠିକାଦାର ଉମାକାନ୍ତ ସାହୁ ବାରମ୍ବାର ଦାଦାବଟି…

କଟକ ବଡ ମେଡିକାଲରେ ୫-ଟି ସଚିବ

କଟକ : କଟକ ବଡ ମେଡିକାଲରେ 5T ସଚିବ। ଆଜି ଭୋର ୫ଟାରେ  SCB ମେଡିକାଲରେ ପହଞ୍ଚିଲେ 5T ସଚିବ ଭି.କେ ପାଣ୍ଡିଆନ୍‌। ତାଙ୍କ ସହ NHM ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ସ୍ୱାସ୍ଥ୍ୟ ସଚିବ ଓ ଅନ୍ୟ ସଚିବ ମଧ୍ୟ ସାମିଲ ଥିଲେ। ମେଡିକାଲରେ ପହଞ୍ଚିବା ପରେ ଭିତ୍ତିଭୂମିର ତଦାରଖ କରିବା ସହ…

ଆରବିଏସ୍ ଆର୍ଥ ହିରୋ ପୁରସ୍କାର-୨୦୧୯ ପାଇଲେ ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ

ଭୁବନେଶ୍ବର : ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ମାନ୍ୟବର ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ ଓଡିଶାରେ ୨୦ଲକ୍ଷରୁ ଅଧିକ ମହିଳାଙ୍କ ନିକଟରେ ପହଁଚି ପାରିଥିବା ନାରୀ ସଶକ୍ତିକରଣ କାର୍ଯ୍ୟକ୍ରମ ମିଶନ୍ ଶକ୍ତିକୁ ଏକ ନୂତନ ପରିଚୟ ପ୍ରଦାନ କରିଛନ୍ତି । ଗଞ୍ଜାମ ଜିଲ୍ଲାର ଆସ୍କା ବ୍ଳକରେ ତାଙ୍କ…

ଝାରସୁଗୁଡା ପୋଲିସକୁ ବଡ଼ ସଫଳତା, ଏନକାଉଣ୍ଟରରେ ୪ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ଝାରସୁଗୁଡା : ବ୍ରଜରାଜନଗର ଗୁଳିକାଣ୍ଡ ଘଟଣାରେ ଝାରସୁଗୁଡା ପୋଲିସକୁ ବଡ଼ ସଫଳତା ମିଳିଛି । ବ୍ରଜରାଜନଗର ପୋଲିସର ଏନକାଉଣ୍ଟରରେ ୪ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି । ସୂଚନାଯୋଗ୍ୟ, ମଙ୍ଗଳବାର ରାତିରେ ବ୍ରଜରାଜନଗରରେ ଥିବା ଲକ୍ଷ୍ମୀ କେଫ ହୋଟେଲରେ ବସିଥିବା ବେଳେ ସୁମିତ(ମଣ୍ଟୁ)…

‘ପାନିପତ୍‌’ର ଟ୍ରେଲର ରିଲିଜ୍‌

ବହୁ ପ୍ରତୀକ୍ଷିତ ବଲିଉଡ୍‌ ଫିଲ୍ମ ପାନିପତ୍‌ର ଟ୍ରେଲର ଆଜି ରିଲିଜ୍‌ ହୋଇଛି। ଫିଲ୍ମର ଟ୍ରେଲର ଦେଖିବା ପରେ ଯେକୌଣସି ବ୍ୟକ୍ତିର ଲୋମ ଟାଙ୍କୁରି ଉଠିବ। ଫିଲ୍ମରେ ବୀରତା ଓ ଯୁଦ୍ଧର କାହାଣୀ ବର୍ଣ୍ଣନା କରାଯାଇଛି। ପାନିପତ୍‌ର କାହାଣୀ ବୀରତାର କାହାଣୀ ପ୍ରଦର୍ଶିତ କରୁଛି। ମାତ୍ର କିଛି ସମୟ…