Odia News Portal

ଶୀତ ଦିନେ କିପରି ନେବେ ଓଠର ଯତ୍ନ, ଆସନ୍ତୁ ଜାଣିବା

ଶୀତ ଦିନେ ଓଠ ଫାଟିବା ଏକ ସାଧାରଣ ସମସ୍ୟା। ଘରୋଇ ଉପଚାର କରନ୍ତୁ, ଓଠ ଫାଟିବ ନାହିଁ ବରଂ ନରମ ରହିବ। ଓଠରେ ମହୁ, ନଡ଼ିଆ ତେଲ କି˚ବା ଅଲିଭ୍‌ ତେଲ ଲଗାନ୍ତୁ। ମହୁରେ ଚିନି ଗୋଳାଇ ଓଠରେ ଥାପି ଦିଅନ୍ତୁ। କୋଡ଼ିଏ ମିନିଟ୍‌ ପରେ ଉଷୁମ ପାଣିରେ ଧୁଅନ୍ତୁ। ସଜ ଗୋଲାପ ପାଖୁଡ଼ା ବାଟି କଞ୍ଚା…

ଯୁବକଙ୍କୁ ଏସିଡ୍ ମାଡ କଲେ ଯୁବତୀ

କଟକ :  ଯୁବକଙ୍କ ଉପରକୁ ଏସିଡ୍ ମାଡ କରିଛନ୍ତି ଜଣେ ଯୁବତୀ । ଏଭଳି ଘଟଣା କଟକ ଜିଲ୍ଲା  ଜଗତପୁର  ଶିକାରୀ ସାହିରେ ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଏସିଡ୍ ମାଡ କରିଥିବା ଯୁବତୀ ଓ ତାଙ୍କ ମା’ଙ୍କୁ ଅଟକ ରଖିଛି । ଗତକାଲି ବିଳମ୍ବିତ ରାତିରେ କଟକ ଜିଲ୍ଲା ଜଗତପୁର ଶିକାରୀ…

ରାତି ସାରା ଧାରଣାରେ ବସିଲେ ଛାତ୍ରଛାତ୍ରୀ

ବାଲେଶ୍ବର : ନିଜର ଦାବି ନେଇ ରାତି ସାରା ଧାରଣାରେ ବସିଲେ ଛାତ୍ରଛାତ୍ରୀ । ବାଲେଶ୍ବର ଜିଲାପାଳଙ୍କ ଅଫିସ ସମ୍ମୁଖରେ ଫକୀର ମୋହନ ବିଶ୍ବ ବଦ୍ୟାଳୟର ଛାତ୍ରଛାତ୍ରୀମାନେ ଧାରଣାରେ ବସିଛନ୍ତି । ବି.ଏଡ ଆଉ ଏମ.ଏଡ ପିଲାମାନେ ଶିକ୍ଷକ ନିଯୁକ୍ତି ପରୀକ୍ଷାରୁ ବଂଚିତ ହେଉଛନ୍ତି । ଏହି ଦୁଇ…

ଡାକ୍ତରଖାନା ଓ ଅଙ୍ଗନୱାଡ଼ିରେ ଖୋଲିବ ଆଧାର କେନ୍ଦ୍ର

ଭୁବନେଶ୍ୱର : ଅଙ୍ଗନୱାଡ଼ି ଓ ଡାକ୍ତରଖାନାରେ ଖୋଲିବ ଆଧାର କେନ୍ଦ୍ର । ଶୂନରୁ ୫ ବର୍ଷ ବୟସର ଶିଶୁଙ୍କ ଆଧାରକାର୍ଡ ପଞ୍ଜିକରଣ ଉପରେ ଗୁରୁତ୍ବାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ । ୩ ମାସ ମଧ୍ୟରେ ପ୍ରମୁଖ ଡାକ୍ତରଖାନା ଓ ଅଙ୍ଗନୱାଡ଼ି କେନ୍ଦ୍ରରେ ଖୋଲିବ ଆଧାର କେନ୍ଦ୍ର ।ଆଧାର ଡିଜିଙ୍କ ସହ…

ଆଜିଠୁ ବେସରକାରୀ ବସ ଚଳାଚଳ ବନ୍ଦ

ଗଞ୍ଜାମ : ଆଜିଠୁ ଗଞାମ ଜିଲ୍ଲାରୁ ବେସରକାରୀ ବସ ଚଳାଚଳ ବନ୍ଦ ରହିବ । ଅନିର୍ଦିଷ୍ଟ କାଳ ଯାଏଁ ବସ ଚଳାଚଳ ବନ୍ଦ ରଖିବାକୁ ବସ ମାଲିକ ସଙ୍ଘ ନିଷ୍ପତି ନେଇଛି । ସୂଚନାଯୋଗ୍ୟ ଯେ,  ପ୍ରଶାସନ ପକ୍ଷରୁ ହଳଦିଆପଦରଠାରେ ନୂଆ ବସଷ୍ଟାଣ୍ଡ ବ୍ୟବସ୍ଥା କରାଯାଇଥିଲା । ଏଠାରୁ ହିଁ ବସ ଚଳାଚଳ କରିବ ବୋଲି…

ହାତକୁ ଗୋରା ଓ ସୁନ୍ଦର କରିବା ପାଇଁ କିଛି ସହଜ ଟିପ୍ସ

ସଭିଏଁ ତ୍ୱଚାକୁ ସୁନ୍ଦର କରିବା ପାଇଁ ଯେପରି ବିଭିନ୍ନ କ୍ରମିର ବ୍ୟବହାର ଓ ଅନ୍ୟାନ୍ୟ ଦ୍ରବ୍ୟ ବ୍ୟବହାର କରନ୍ତି, ସେଭଳି ହାତର ସୁନ୍ଦରତା ପାଇଁ ମଧ୍ୟ କିଛି ସହଜ ଉପାୟ ରହିଛି। ବହୁ ଲୋକଙ୍କ ତ୍ୱଚା ତୁଳନାରେ ହାତ ଗୋଡ଼ର ରଙ୍ଗ କମ ବା ଅଳ୍ପ କଳା ଥାଏ। ଖରା ଓ ପ୍ରଦୂଷଣର ପ୍ରଭାବରେ ହାତର ରଙ୍ଗ…

ଚୋରା ପିରତୀକୁ ନେଇ କଂଗ୍ରେସ-ବିଜେପି କାଦୁଅ ଫିଙ୍ଗା

ଭୁବନେଶ୍ୱର : ଶାସକ ବିଜେଡି ଦଳକୁ ମୁକାବିଲା କରିବାପାଇଁ ରଣହୁଙ୍କାର ଦେଇଥିବା ଦୁଇ ବିରୋଧି କଂଗ୍ରେସ ଓ ବିଜେପି ଏବେ ପରସ୍ପର ଉପରକୁ କାଦୁଅ ଫିଙ୍ଗାରେ ମାତିଛନ୍ତି । ଜଣେ ଅନ୍ୟଜଣକୁ ଶାସକଦଳ ସହ ଚୋରାପିରତୀରେ ମାତିଥିବା ନେଇ ଅଭିଯୋଗ କରୁଥିବାବେଳେ ଏହା କିନ୍ତୁ ବିଜେଡିକୁ ବେଶ୍‍ ସୁହାଇଛି…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଆଜି ବନ୍ଧୁକାରକ ବୁଧଙ୍କ ପ୍ରଭାବରେ ଯେଉଁମାନେ ପାଖ ମାଡୁନଥିଲେ ଆଜି ସେହିମାନେ ନିଜ ତରଫରୁ ମିଶିବା ପାଇଁ ଆଗେଇ ଆସିବେ। ସ୍ବାସ୍ଥ୍ୟରେ ଉନ୍ନତି ଘଟିବା ସଙ୍ଗକୁ ସ୍ନାୟବିକ ଦୁର୍ବଳତା କେତେକାଂଶରେ ଦୂର ହେବ। କର୍ମକ୍ଷେତ୍ରରେ ପୁରୁଣା କଥାକୁ ନେଇ ସହକର୍ମୀଙ୍କ ସହ ମନୋମାଳିନ୍ୟ…

ପୁରୁଣା ଗାଡି ମାଲିକଙ୍କୁ ଆଶ୍ୱସ୍ତି, ରିନ୍ୟୁ କରିହେବ ଆରସି

ଭୁବନେଶ୍ବର : ପୁରୁଣା ଗାଡି ମାଲିକଙ୍କୁ ରାଜ୍ୟ ସରକାର ଆଶ୍ୱସ୍ତ କରିଛନ୍ତି । ଗତ କିଛିଦିନ ତଳେ ରାଜ୍ୟରେ ୧୫ ବର୍ଷରୁ ଅଧିକ ପୁରୁଣା ଗାଡି ଚଳାଚଳ ବନ୍ଦ ହେବ ବୋଲି ସରକାର ନିଷ୍ପତି ନେଇଥିଲେ । ଯାହାକୁ ନେଇ ଗାଡିମାଲିକମାନେ ଚିନ୍ତାରେ ପଡିଥିଲେ । ଏବେ କିନ୍ତୁ ସରକାର ସେମାନଙ୍କୁ ଆଶ୍ୱସ୍ତି…

ବାରବାଟୀ ଦିନିକିଆ : କଟିଲା ୫ହଜାର ୩୦୦ ଟିକେଟ

କଟକ : ୨୨ରେ ବାରବାଟୀରେ ହେବ ଭାରତ ୱେଷ୍ଟ ଇଣ୍ଡିଜ୍ ଏକ ଦିବସୀୟ ମ୍ୟାଚ୍ । ହେଲେ ଏଥର କମିବେ ଦର୍ଶକ । ୭ ନମ୍ବର ଗ୍ୟାଲେରୀ ଏଥର ବନ୍ଦ ରହିବ । ୫୩୦୦ ଟିକଟ କଟିଲା । ସମୁଦାୟ ଟିକଟ ଥିଲା ୪୩ ହଜାର ୩୨୨ । କଟିବା ପରେ ରହିବ ୩୮ ହଜାର ଟିକଟ । ୧୯ ତାରିଖରେ ଟିମ୍ ଇଣ୍ଡିଆ ଓ ୱେଷ୍ଟ ଇଣ୍ଡିଜ୍…