ଓଡ଼ିଆ ହକି ଖେଳାଳିଙ୍କୁ ଦିଲ୍ଲୀରେ ଆକ୍ରମଣ
ନୂଆଦିଲ୍ଲୀ : ଓଡ଼ିଆ ହକି ଖେଳାଳିଙ୍କୁ ଦିଲ୍ଲୀରେ ଆକ୍ରମଣ। ରାଉରକେଲାର ପାନପୋଷ ସ୍ପୋର୍ଟସ୍ ହଷ୍ଟେଲ୍ର ହକି ଖେଳାଳି ସୁମିତ ଟପ୍ପୋଙ୍କ ଉପରେ ଦିଲ୍ଲୀରେ ଆକ୍ରମଣ ହୋଇଛି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପକ୍ଷରୁ ଦିଲ୍ଲୀରେ ନେହେରୁ କପ୍ରେ ଭାଗ ନେବାକୁ ଯାଇଥିବା ସୁମିତଙ୍କ ଉପରେ ପଞ୍ଜାବ…
