Odia News Portal

ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ଅଲିମ୍ପିକ କ୍ୱାଲିଫାୟର

ଭୁବନେଶ୍ୱର : ଆଜିଠୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ଏଫଆଇଏଚ ଅଲିମ୍ପିକ କ୍ୱାଲିଫାୟର ସିରିଜ । ଭାରତୀୟ ପୁରୁଷ ଟିମ୍‌କୁ ଭେଟିବ ଋଷିଆ । ସେହିଭଳି ୨ ତାରିଖରେ ଭାରତୀୟ ମହିଳା ଟିମ୍‌କୁ ଭେଟିବ ଆମେରିକା । ଯେଉଁ ଦଳ ବିଜୟ ହେବ ସିଧା ଟୋକିଓ ଅଲମ୍ପିକ ପାଇଁ ଟିକେଟ ହାସଲ କରିବ…

ରିଲିଜ୍‍ ହେଲା ‘ହୋଟେଲ ମୁମ୍ବଇ’ ଟ୍ରେଲର

ମୁମ୍ବଇ : ୨୦୦୮ ମୁମ୍ବଇ ବିସ୍ଫୋରଣ ଉପରେ ଆଧାରିତ ଚଳଚ୍ଚିତ୍ର ‘ହୋଟେଲ ମୁମ୍ବଇ’ର ଟ୍ରେଲର ବୁଧବାର ରିଲିଜ୍‍ ହୋଇଛି। ଅନେକ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ସମାରୋହରେ ସାରା ଦୁନିଆକୁ ପ୍ରଭାବିତ କରିବା ପରେ ‘ହୋଟେଲ ମୁମ୍ବଇ’ ୨୯ ନଭେମ୍ବରରେ ଭାରତର ପ୍ରେକ୍ଷାଳୟମାନଙ୍କରେ ମୁକ୍ତିଲାଭ କରିବ। ଏଥିରେ…

ମନି ପ୍ଲାଣ୍ଟ୍ ଠିକ୍ ଦିଗରେ ନ ରହିଲେ କ୍ଷତି ଘଟାଏ

‍‍ଭୁବନେଶ୍ୱର: କୁହାଯାଏ, ଘରେ ବାସ୍ତୁଦୋଷ ରହିଲେ ଯେତେ ରୋଜଗାର କଲେ ବି ଅଣ୍ଟେ ନାହିଁ। ତେଣୁ ବାସ୍ତୁଦୋଷ ଦୂର କରିବା ପାଇଁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ କରନ୍ତି। ସେହିପରି ବାସ୍ତୁଦୋଷ ଥାଉ କି ନଥାଉ, ଏମିତି କିଛି ଜିନିଷ ରହିଛି ଯେଉଁଗୁଡ଼ିକୁ ଘରେ ରଖିଲେ ଧନ ବଢ଼ିବା ସହିତ ସୁଖଶାନ୍ତି…

ସକାଳୁ ଖାଲି ପେଟରେ ପିଅନ୍ତୁ ଅଦା ରସ : ମୂଳରୁ ନାଶ ହେବ ଅନେକ ରୋଗ

ସାଧାରଣତଃ ଆମ ସମସ୍ତଙ୍କ ଘରେ ଅଦା ନିଶ୍ଚିତ ଭାବେ ଉପଲବ୍ଧ। ମସଲା ଜାତୀୟ ସାମଗ୍ରୀ ମଧ୍ୟରେ ଏହା ପ୍ରଧାନ। ଏହା ତରକାରୀ ଆଦିରେ ମସଲା ଭାବେ ବ୍ୟବହୃତ ହେବା ସହ ଆମ ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପକାରୀ ସାବ୍ୟସ୍ତ ହୋଇଥାଏ। ଅଦା ରସ ଶରୀରର ଅନେକ ସମସ୍ୟା ଦୂର କରିବାରେ ସାହାଯ୍ୟ କରେ। ବିଶେଷ କରି…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ - ଆଜି ଚନ୍ଦ୍ରଙ୍କ ସହ ଶନି ଓ କେତୁଙ୍କ ସଂଯୋଗ ପ୍ରଭାବରେ ଭାଇ, ବନ୍ଧୁ, ପଡ଼ୋଶୀ କିମ୍ବା ସହକର୍ମୀଙ୍କ ସହ ମତାନ୍ତର ଅନିବାର୍ଯ୍ୟ ହୋଇପାରେ। ଯେତେ ଚେଷ୍ଟା କଲେ ମଧ୍ୟ କର୍ମକ୍ଷେତ୍ରରେ ପ୍ରତିବନ୍ଧକଜନିତ ବିଷୟକୁ ନେଇ ଚିନ୍ତିତ ରହିବେ। ମନରେ ଅସ୍ଥିରତା ଲାଗି ରହିବା କାରଣରୁ…

ଦିଲ୍ଲୀରେ ମ୍ୟାଚ୍ ହେବ : ଗାଙ୍ଗୁଲି

ନୂଆଦିଲ୍ଲୀ() ଭାରତ ଓ ବାଂଲାଦେଶ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ରବିବାର ନଭେମ୍ବର ୩ ତାରିଖରେ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ । ଏହି ଟି-୨୦ ମ୍ୟାଚ୍ ପୂର୍ବରୁ ଦିଲ୍ଲୀରେ ବାୟୁ ପ୍ରଦୂଷଣସ୍ତରର ମାତ୍ରା ବଢିବାରେ ଲାଗିଛି, ଯାହାକି ବହୁତ କ୍ଷତିକାରକ ।…

ସରକାରୀ ବାବୁଙ୍କ ମୁହଁରେ ଲାଗିବ ତୁଣ୍ଡି

ଭୁବନେଶ୍ୱର()  ଏଣିକି ଗଣ ମାଧ୍ୟମରେ ମୁହଁ ଖୋଲିବେନି ସରକାରୀ ବାବୁ। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏମିତି ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ସରକାରୀ ସେବାର କଣ୍ଡକ୍ଟ ରୁଲର ଧାରା ୭ ଅନୁଯାୟୀ ମିଡିଆ ଓ ସୋସିଆଲ ମିଡିଆରେ ନିଜ ବିଭାଗ ନେଇ କୈଣସି ମତ କି ଲେଖା…

ବିଭିନ୍ନ ସମସ୍ୟା ଉପରେ ଗବେଷଣା ଭିତ୍ତିକ ସହଯୋଗ ପାଇଁ ଜେ-ପଲ ସହ ଓଡିଶାର ବୁଝାବଣା

ଭୁବନେଶ୍ବର () ଓଡିଶା ସରକାର ଏବଂ Abdul Latif Jameel Poverty Action Lab ବା ଜେ-ପଲ୍‌ ଦକ୍ଷିଣ ଏସିଆ ମଧ୍ୟରେ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଗବେଷଣା ଲବ୍ଧ ତଥ୍ୟର ଉପଯୋଗ ପାଇଁ ଏକ ବୁଝାମଣା ପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଖାରବେଳ ଭବନଠାରେ ସ୍ବାକ୍ଷରିତ…

ସଲମାନ ଖାନଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ୨୫ବର୍ଷିୟ ଏହି ହଟ ଅଭିନେତ୍ରୀ

ମୁମ୍ବାଇ() ସଲମାନ ଖାନ୍ ୫୩ ବର୍ଷ ବୟସରେ ମଧ୍ୟ ଏବେ ଯାଏଁ ଅବିବାହିତ ଅଛନ୍ତି। ସଲମାନ ଖାନ୍ ଭାରତର ସବୁଠୁ ଜଣାଶୁଣା ଏବଂ ହ୍ୟାଣ୍ଡସମ୍ ଅଭିନେତା ମଧ୍ୟରୁ ଜଣେ। ଆଜି ଆମେ ବଲିଉଡର ଏକ ଏପରି ଅଭିନେତ୍ରୀଙ୍କ ବିଷୟରେ କହିବୁ ଯିଏ ସଲମାନ ଖାନଙ୍କ ସହ ବିବାହ କରିବାକୁ ଚାହୁଁଛନ୍ତି। ଆସନ୍ତୁ ଜାଣିବା…

ପିଟିସନ କମିଟି ଅଧ୍ୟକ୍ଷ ହେଲେ ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର() ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ସଂସଦର ପିଟିସନ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିବା ବେଳେ ଏଥିକ୍ସ କମିଟିର ସଦସ୍ୟ ଭାବେ ମଧ୍ୟ ମନୋନୀତ ହୋଇଛନ୍ତି । ସାଂସଦ ସସ୍ମିତ ପାତ୍ର ସ୍ୱାଧିକାର ସମ୍ପର୍କିତ ଷ୍ଟାଣ୍ଡିଂ କମିଟିର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି । ରାଜ୍ୟସଭା…