ହେଲମେଟ୍ ପିନ୍ଧି ଗାଡି ଚଳାଇବାକୁ ଗୁହାରୀ କଲେ ଛାତ୍ରଛାତ୍ରୀ
ଯାଜପୁର : ଯାଜପୁର ଜିଲ୍ଲାରେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ପ୍ରଶାସନର ଚିନ୍ତାର କାରଣ ପାଲଟିଛି । ଏନେଇ ବିଭିନ୍ନ ସମୟରେ ସଡକ ସୁରକ୍ଷା ସଂପର୍କିତ ସଚେତନତା ଓ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ଏଥିରେ ରୋକ୍ ଲାଗୁନାହିଁ ।
ତେବେ ସଚେତନ ନାଗରିକ ମଂଚ ଓ ଜେନାପୁର ପୋଲିସ ମିଳିତ ଉଦ୍ୟମରେ…
