Odia News Portal

ଖଣ୍ଡଗିରି ଥାନାରେ ଓମବାବାଙ୍କ ନାଁରେ ଅଭିଯୋଗ

ଭୁବନେଶ୍ୱର() ଓମ ବାବାଙ୍କ ପାଇଁ ଅଡୁଆ ବଢୁଛି । ବୁଧବାର କୋରାପୁଟ ଯୁବ କଂଗ୍ରେସ ପକ୍ଷରୁ ଓମ୍ ବାବାଙ୍କ ନାମରେ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ବାବାକୁ ତୁରନ୍ତ ଗିରଫ କରାଯାଉ ବୋଲି ଯୁବକଂଗ୍ରେସ ଦାବି କରିଛି। ନଚେତ ତାଙ୍କୁ ଅଣ୍ଡାମାଡ଼ କରାଯିବ ବୋଲି କୋରାପୁଟ ଯୁବକଂଗ୍ରେସ…

ବିଜେପୁର ବିଜେଡିର: ସୁର

ବରଗଡ() ବିଜେପୁର ଉପ ନିର୍ବାଚନ ଆଉ ରହିଲା ୩ ଦିନ । ତିନି ପ୍ରମୁଖ ଦଳ ମଧ୍ୟରେ ଚାଲିଛି ବଳ କଷାକଷି। ଆଜି ବିଜେପୁର ରାଲିରେ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓହ୍ଲାଇଥିବା ବେଳେ କଂଗ୍ରେସ ପକ୍ଷରୁ ସୁର ରାଉତରାୟ ପ୍ରଚାର କରୁଛନ୍ତି। ତେବେ ଏହି ଭିତରେ ନିର୍ବାଚନ ପୂର୍ବରୁ…

ରାଜଧାନୀରେ ବନ୍ଦ ହେବ ପାର୍କିଂ ଫି

ଭୁବନେଶ୍ୱର() ରାଜଧାନୀରେ ବନ୍ଦ ହେବ ପାର୍କିଂ ଫି । ସପିଂ ମଲ, ହସ୍ପିଟାଲ, ମଲ୍ଟିପ୍ଲେକ୍ସ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଓ ଉଚ୍ଚ ଅଟ୍ଟାଳିକାରେ ପାର୍କିଂ ଫି ନିଆଗଲେ ଦୃଢ କାର୍ୟାନୁଷ୍ଠାନ ନିଆଯିବ । ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ବିଏମସି ନାଁରେ କେହି…

ବିଜେପୁରରେ ନବୀନଙ୍କ ରୋଡ଼ ସୋ

ବିଜେପୁର () ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ଆଜି ଲଉମୁଣ୍ଡାରେ ହେଲିକପ୍ଟର ଅବତରଣ କରିବା ପରେ ହାଇଟେକ୍ ବସରେ ବିଜେପୁର ରୋଡ଼ ସୋ ଆରମ୍ଭ ହୋଇସାରିଛି । ମୁଖ୍ୟମନ୍ତ୍ରୀ ବିଜେପୁରରୁ ବରପାଲି ଅଭିମୁଖେ ଯିବା…

ଦୀପାବଳି ପାଇଁ ତନିସ୍କର ଆକର୍ଷଣୀୟ ଅଫର, ଆସନ୍ତୁ ଜାଣିବା …

ଭୁବନେଶ୍ବର : ଚଳିତବର୍ଷ ଦୀପାବଳି ପାଇଁ ତନିସ୍କ ପକ୍ଷରୁ ଆକର୍ଷଣୀୟ ରିହାତି ଘୋଷଣା କରାଯାଇଛି । ଗ୍ରାହକମାନେ ସୁନା ଗହଣା ଗଢା ମୂଲ୍ୟରେ ପଚିଶ ପ୍ରତିଶତ ଓ ହୀରା ଗହଣା ମୂଲ୍ୟ ଉପରେ ପଚିଶ ପ୍ରତିଶତ ରିହାତି ପାଇପାରିବେ । ଦୀପାବଳିକୁ ଦୃଷ୍ଟିରେ ରଖି ତନିସ୍କ ଭିରାସତ୍ କଲେକ୍ସନ୍ ସୁନା,…

ପୁଅ ଦେଲା ନିର୍ଯାତନା, ଥାନାରେ ଅଭିଯୋଗ କଲେ ବାପା ଓ ମା’

ସାଲେପୁର : ପୁଅ ଦେଉଛି ଅକଥନୀୟ ନିର୍ଯାତନା । ଥାନାରେ ଅଭିଯୋଗ କରିଛନ୍ତି ବୁଢା ବାପା-ମା’ । ଏଭଳି ଅମାନବୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ଥାନା ଅଞ୍ଚଳର କରମୁଆଁ ଗାଁରେ । ବାପା ମା’ ଆଶା କରିଥିଲେ ପୁଅକୁ । ପୁଅ ଜନ୍ମ ପରେ ପରିବାରରେ ହସ ଖୁସି ଖେଳି ଯାଇଥିଲା । ଆଶା…

ଶ୍ରମିକଙ୍କୁ ନଅମାସର ଦରମା ନଦେଇ ଠକୁଛି ମୈଥାନ କାରଖାନା

ଯାଜପୁର ରୋଡ : ଯାଜପୁର ଜିଲ୍ଲାରେ ଅବସ୍ଥିତ ବିଶ୍ଵ ବିକ୍ଷାତ କଳିଙ୍ଗନଗର ଶିଳ୍ପାଞ୍ଚଳ ଯଖପୁରା ଅଞ୍ଚଳରେ ଗଢିଉଠିଥିବା ମୈଥାନ ଇସ୍ପାତ କାରଖାନାର କତୃପକ୍ଷ କାରଖାନାରେ କାର୍ଯ୍ଯ କରୁଥିବା ଶ୍ରମିକ ଓ କର୍ମଚାରୀମାନଙ୍କୁ ୯ମାସର ବାକିଆ ଦରମା ସାଙ୍ଗକୁ ୨ବର୍ଷର ପୂଜାପାର୍ବଣର ବୋନସ ଦେଇନାହିଁ ।…

ଡୁଗୁଡି ପ୍ରାଥମିକ ବିଦ୍ୟାଳୟ ପୁନଃ କାର୍ଯ୍ୟ କ୍ଷମ ପାଇଁ ଦାବି

ଘୁ.ଉଦୟଗିରି : କନ୍ଧମାଳ ଜ଼ିଲ୍ଲା ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ୧ ନମ୍ବର ୱାର୍ଡ । ଏହି ଠାରେ ରହିଥିଲା ଅତି ପୁରାତନ ପ୍ରାଥମିକ ବିଦ୍ୟାଳୟ । ୬୭ ବର୍ଷ ପର୍ଯ୍ୟନ୍ତ ବିଦ୍ୟାଳୟ ସବୁ ଠିକ ଠାକ ଚାଲି ଥିଲା । ସ୍ଥାନୀୟ ପିଲାମାନେ ମଧ୍ୟ ଶିକ୍ଷା ଅର୍ଜନ କରୁ ଥିଲେ । ହେଲେ ହଠାତ ଚଳିତ…

ଡାଇବେଟିସ୍‌ ନିୟନ୍ତ୍ରଣ କରେ କଖାରୁ ମଞ୍ଜି

ଭୁବନେଶ୍ୱର : ପ୍ରାୟ ସମସ୍ତେ କଖାରୁ ମଞ୍ଜିକୁ ଫୋପାଡ଼ି ଦେଇଥା’ନ୍ତି। କିନ୍ତୁ ଆପଣଙ୍କୁ ହୁଏତ ଜଣା ନଥିବ, କଖାରୁ ମଞ୍ଜିରେ ଅନେକ ଔଷଧୀୟ ଗୁଣ ରହିଛି। ଏଥିରେ ଆଣ୍ଟି-ଆକ୍ସିଡ୍ୟାଣ୍ଟ୍‌, ଆମିନୋ ଏସିଡ୍‌, ଆଇରନ୍‌ ଓ ପୋଟାସିୟମ୍‌ ପରି ଅନେକ ପୋଷକ ତତ୍ତ୍ୱ ରହିଛି। କଖାରୁ ମଞ୍ଜି ଶରୀରକୁ…

ଏକାଠି ଆସିବେ ବିଦ୍ୟା ଓ କ୍ୟାଟ୍ରିନା

ମୁମ୍ୱାଇ: ବଲିଉଡ୍‌ର ଅନ୍ୟତମ ଦକ୍ଷ ଅଭିନେତ୍ରୀ ହେଉଛନ୍ତି ବିଦ୍ୟା ବାଲନ୍ ଓ କ୍ୟାଟ୍ରିନା କୈଫ୍‌। ଦୁହେଁ ଅନେକ ବର୍ଷ ହେଲା ଇଣ୍ଡଷ୍ଟ୍ରୀରେ ଅଛନ୍ତି ଓ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ତେବେ ଏବେ ଆପଣମାନେ ଏ ଦୁହିଁଙ୍କୁ ଏକାଠି ଗୋଟିଏ ଫିଲ୍ମରେ ଦେଖିପାରିବେ। ଯଦି ଖବରଟି ଠିକ୍, ତା’ହେଲେ…