‘ବୁଲ୍ବୁଲ୍’ ତାଣ୍ଡବ : ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରାଞ୍ଚଳ ଆର୍ଡିସି ଏବଂ ଉପ-ଜିଲ୍ଲାପାଳ
ଚାନ୍ଦବାଲି : ବାତ୍ୟା ‘ବୁଲବୁଲ’ ତାଣ୍ଡବରେ ଧ୍ବସ୍ତବିଧ୍ବସ୍ତ ହୋଇଛି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ୍ । ଆଜି କେନ୍ଦ୍ରାଞ୍ଚଳ ଆରଡ଼ିସି ଏବଂ ଉପଜିଲ୍ଲାପାଳ ଚାନ୍ଦବାଲି ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ବ୍ଲକ୍ କାର୍ଯ୍ୟାଳୟରେ ବିଜୁଳି, କୃଷି, ପାନୀୟ ଜଳ, ରାଜସ୍ବ ବିଭାଗ,…
